‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ରଥଯାତ୍ରା ବିଶେଷାଙ୍କ ଉନ୍ନୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ ହୋଇଛି । ଏହାକୁ ଆଜି ପବିତ୍ର ରଥଯାତ୍ରା ୨୦୨୧ ଅବସରରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

cm naveen patnaik dedicating utkal prasanga rathayatra issue