ବିଧାୟକ ରୋହିତ ପୂଜାରୀ ହେଲେ ଓଡ଼ିଶା ବିଧାନସଭାର ସରକାରୀ ଉପ ମୁଖ୍ୟ ସଚେତକ

ଭୁବନେଶ୍ୱର:ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦଳରେ ଏକ ପରିବର୍ତ୍ତନ କରିଛନ୍ତି । ଓଡ଼ିଶା ବିଧାନସଭାର ସରକାରୀ ଉପ ମୁଖ୍ୟ ସଚେତକ ପଦରେ ଥିବା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ବିଧାୟକ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି । ତେବେ ସଭାପତି କାହିଁକି ଏ ନିଷ୍ପତ୍ତି ନେଇଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।