ଭୁବନେଶ୍ୱରରେ ସିଡିଏମଓ ସମ୍ମଳନୀ : ସ୍ବାସ୍ଥ୍ୟ ସେବାରେ ଅବହେଳା ଗ୍ରହଣୀୟ ନୁହେଁ- ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର : ସ୍ବାସ୍ଥ୍ୟସେବା ଏକ ମୌଳିକ ଅତ୍ୟାବଶ୍ୟକ ସେବା। ଏଥିରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭଲକାମ କରି ଆମେ ସର୍ବଭାରତୀୟ ସ୍ତରରେ ପ୍ରଶଂସନୀୟ ହୋଇଛେ। ତଥାପି ଆମକୁ ଆହୁରି ଅଧିକ ଭଲକାର‌୍ୟ୍ୟ କରିବାକୁ ପଡ଼ିବ। ସେ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ)ମାନଙ୍କ ସହିତ ସମସ୍ତ ଡାକ୍ତର ଏବଂ ଅନ୍ୟ ପଦାଧିକାରୀମାନେ ଆନ୍ତରିକତାର ସହ କାର‌୍ୟ୍ୟ କରିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ … Continue reading ଭୁବନେଶ୍ୱରରେ ସିଡିଏମଓ ସମ୍ମଳନୀ : ସ୍ବାସ୍ଥ୍ୟ ସେବାରେ ଅବହେଳା ଗ୍ରହଣୀୟ ନୁହେଁ- ସ୍ବାସ୍ଥ୍ୟ ସଚିବ