Browsing Category

Sports

କୋହଲି ସ୍ଥାନରେ ଆର୍‌ସିବିର କ୍ୟାପ୍ଟେନ୍‌ ଦାୟିତ୍ୱ ନେବେ ଦକ୍ଷିଣ ଆଫ୍ରିକା ଖେଳାଳି ଡୁପ୍ଲେସିସ୍

ଆଇପିଏଲ୍‌ ୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ର କ୍ୟାପ୍ଟେନ୍ ଘୋଷଣା କରିଛି। ଏଥର ବିରାଟ କୋହଲିଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍ କ୍ୟାପ୍ଟେନ୍ ହେବେ ବୋଲି ଶନିବାର…
Read More...

ଘରୋଇ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଶ୍ରୀସନ୍ଥ

୨୦୦୭ ଟି-୨୦ ବିଶ୍ଵ କପ୍ ଏବଂ ୨୦୧୧ ବିଶ୍ଵ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଏସ ଶ୍ରୀସନ୍ଥ ପେଶାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶ୍ରୀସନ୍ଥ ନିକଟରେ ରଣଜୀ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିଲେ। ଆହତ ହେବା ପରେ…
Read More...

ଓଡ଼ିଶା ମହିଳା ହକି ଦଳ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସିନିଅର ଓ ଜୁନିଅର ମହିଳା ହକି ଦଳ ଘୋଷଣା ହୋଇଛି । ସିନିଅର ନ୍ୟାସନାଲ ଓ ଜୁନିଅର ନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଲେଖାଏଁ ମହିଳା ଟିମ୍‌‌ ଘୋଷଣା କରାଯାଇଛି । ଓଡ଼ିଶା ସିନିଅର ନ୍ୟାସନାଲ ଟିମର…
Read More...

ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍

କଟକ  : ଦୀର୍ଘ ପ୍ରତୀକ୍ଷା ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ । ଦୁଇ ବର୍ଷରୁ ଅଧିକ ସମୟ ପରେ ବାରବାଟୀରେ ଆସନ୍ତା ବର୍ଷ ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ…
Read More...

ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ

ଭୁବନେଶ୍ୱର : ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଘୋଷଣା କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ୍‌ର ସଦସ୍ୟ ତଥା ଓଡ଼ିଆ ପୁଅ ଅମିତ୍‌ ରୋହି ଦାସଙ୍କୁ ରାଜ୍ୟର ଶ୍ରେଷ୍ଠ…
Read More...

କୁସ୍ତିରେ ରୌପ୍ୟ ପଦକ ଜିତିଲେ ଭାରତର ରବି ଦହିୟା

ଟୋକିଓ :  ଟୋକିଓ ଅଲମ୍ପିକରେ ଭାରତକୁ ଆଉ ଏକ ପଦକ ମିଳିଛି । ୫୭ କେଜି ବର୍ଗରେ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ରୌପ୍ୟ ପଦକ ପାଇଛନ୍ତି । ଋଷର କୁସ୍ତି ଯୋଦ୍ଧା ଜବୁର ୟୁଗେବଙ୍କ ସହ ରବି ଫାଇନାଲରେ ମୁହାଁମୁହିଁ ହୋଇଥିଲେ ।…
Read More...

ଅଲିମ୍ପିକ୍ସ ମହିଳା ହକି : ସେମିଫାଇନାଲ୍‌ରେ ଭାରତକୁ ୨-୧ରେ ହରାଇ ଫାଇନାଲରେ ଆର୍ଜେଣ୍ଟିନା

ଟୋକିଓ : ଟୋକିଓ ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲରେ ଆର୍ଜେଣ୍ଟିନା ଭାରତକୁ ୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଭାରତୀୟ ଦଳ ନିରାଶ ହୋଇଛି । ତେବେ ଭାରତ ପାଇଁ ବ୍ରୋଞ୍ଜ…
Read More...

ବିଶ୍ୱ କ୍ୟାଡେଟ କୁସ୍ତି : ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ସୁନା ଝିଅ ପ୍ରିୟା

ନୂଆଦିଲ୍ଲୀ : ବିଶ୍ୱ କ୍ୟାଡେଟ କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ ହାସଲ ହୋଇଛି । ୭୩ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ଭାରତର ପ୍ରିୟା ମଲ୍ଲିକ । ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ଜିତିଲେ ପ୍ରିୟା । ଫଳରେ…
Read More...

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ : ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ

ଜାପାନ : ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ…
Read More...

ଟୋକିଓରେ ଆରମ୍ଭ ହେଲା ଖେଳର ମହାକୁମ୍ଭ ଅଲିମ୍ପିକ 

ନୂଆଦିଲ୍ଲୀ :ଟୋକିଓରେ ଖେଳର ମହାକୁମ୍ଭ ଅଲିମ୍ପିକ ଆରମ୍ଭ ହୋଇଯାଇଛି । ଦୀର୍ଘ ଏକ ବର୍ଷର ଅପେକ୍ଷା ପରେ ଜାପାନର ଟୋକିଓରେ ଅଲିମ୍ପିକ ମହାସମର ଆରମ୍ଭ ହୋଇଯାଇଛି । ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଜୋରଦାର ସ୍ବାଗତ…
Read More...

ଦୂତି ଚାନ୍ଦଙ୍କୁ ଅଲିମ୍ପିକ୍ସ ଟିକେଟ୍‌

ଭୁବନେଶ୍ୱର : ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଲିମ୍ପିକ୍ସ ଟିକେଟ୍‌ । ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତି ଚାନ୍ଦଙ୍କୁ ମିଳିଲା ଟିକେଟ୍‌ । ୧୦୦ ଓ ୨୦୦ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି ଚାନ୍ଦ । ୱାର୍ଲଡ ରାଙ୍କିଙ୍ଗ…
Read More...

ଟୋକିଓ ଅଲିମ୍ପିକ : ଭାରତୀୟ ହକି ଦଳରେ ୨ ଓଡିଆ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକକୁ ଟିକେଟ୍। ଭାରତୀୟ ହକି ଦଳରେ ୨ ଓଡିଆ। ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସଙ୍କୁ ଅଲିମ୍ପିକ୍ ଟିକେଟ୍। ହକି ଇଣ୍ଡିଆ ପକ୍ଷରୁ ୧୬ ଜଣିଆ ପୁରୁଷ ଟିମ୍ ଘୋଷଣା କରାଯାଇଛି। ୧୦ଜଣ…
Read More...

ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ

ଭୁବନେଶ୍ୱର : ବହୁ ବାଦ ବିବାଦ ଓ ବିରୋଧର ସ୍ୱର ଉଠିବା ପରେ ବାଟକୁ ଆସିଲା ହକି ଇଣ୍ଡିଆ । ଏଥିସହ ବଦଳିଲେ ହକି ଇଣ୍ଡିଆ ଆଡହକ୍ କମିଟିର ଚେୟାରମ୍ୟାନ୍ । ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ…
Read More...

କରୋନାରେ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ । କରୋନାରେ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ।…
Read More...