Browsing Category

Sports

ଆଇସିସି ମହିଳା ବିଶ୍ୱକପ ଟାଇଟେଲ ହାତେଇଲା ଅଷ୍ଟ୍ରେଲିଆ

ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ମେଗା ଇଭେଂଟରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ଟାଇଟଲ ହାସଲ କରିଛି । ଏଲିସା…
Read More...

ICC ଜାରି କଲା ଟେଷ୍ଟ ରାଙ୍କିଙ୍ଗ: ଟପରେ ଜାଡେଜା

ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ତରଫରୁ ଜାରି ହୋଇଛି ଟେଷ୍ଟ ରାଙ୍କିଙ୍ଗର ତାଲିକା । ଏହି ତାଲିକାରେ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଶକ୍ତ ଝଟକା ଲାଗିଛି । ତେବେ ସର୍ବଶ୍ରେଷ୍ଠ…
Read More...

ଆଇପିଏଲ୍ ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲେ କେକେଆର୍ ଅଧିନାୟକ ଶ୍ରେୟାସ ଆୟାର

ଆଇପିଏଲ୍ ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି କେକେଆର୍ ଓ ସିଏସକେ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କେକେଆର୍ ଅଧିନାୟକ ଶ୍ରେୟାସ ଆୟାର । ଅନ୍ୟପଟେ ସିଏସକେ ପ୍ରଥମେ ବ୍ୟାଟିଂ…
Read More...

ବିଶ୍ୱକପ ପରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିବେ ଲିଓନେଲ ମେସି !

ଫୁଟବଲର ମହାନ ଖେଳାଳି ଲିଓନେଲ ମେସି ଅବସର ନେବା ନେଇ ଆଗୁଆ ସୂଚନା ଦେଇଛନ୍ତି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କତାରରେ ହେବାକୁ ଥିବା ବିଶ୍ୱକପ ପରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିବେ । ଘରୋଇ ପରିବେଶରେ ସେ…
Read More...

ଆଇପିଏଲରେ ସମ୍ମାନିତ ହେବେ ଟୋକିଓ ଅଲମ୍ପିକ୍ସ ଖେଳାଳୀ

ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ତେବେ ଚଳିତବର୍ଷ ମଧ୍ୟ ଉଦଘାଟନୀ ସମାରୋହ ଉତ୍ସବ ଆୟୋଜନ ହେବ ନାହିଁ । କିନ୍ତୁ…
Read More...

ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ୧୫ତମ ସଂସ୍କରଣ ; ପ୍ରଥମ ମ୍ୟାଚରେ କେକେଆରକୁ ଭେଟିବ ସିଏସ୍‌କେ

ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ ମହାକୁମ୍ଭ। ଆଇପିଏଲର ୧୫ତମ ସଂସ୍କରଣ ଆଜିଠୁ ଖେଳାଯିବ। ଆଜି ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ ଖେଳାଯିବ । ମୁମ୍ବାଇର…
Read More...

ପୁଣିଥରେ ପଡିଆକୁ ଫେରିଲେ ବୀରେନ୍ଦ୍ର ଲାକ୍ରା

ଭାରତୀୟ ହକି ଇତିହାସରେ ପ୍ରଥମ । ଅବସର ପରେ ହକି ଫେଡେରେସନର ଡାକରା ପାଇ ପୁଣି ଥରେ ଟିମ୍ ଇଣ୍ଡିଆ ସହ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଅଲିମ୍ପିକ ପଦକ ବିଜେତା ତଥା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ପୁଣି ଦର୍ଶକ ଦେଖିବେ…
Read More...

ଆଇପିଏଲ୍‌ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଶନିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ମ୍ୟାଚ୍ । ଚଳିତ ଆଇପିଏଲ୍‌ ସଂସ୍କରଣର ଲିଗ୍ ମ୍ୟାଚ୍ କେବଳ ମୁମ୍ବାଇ ଓ ପୁନେରେ ଖେଳାଯିବ । ମୋଟ ୭୦ଟି ଲିଗ୍ ମ୍ୟାଚରୁ ୨୦ଟି ମ୍ୟାଚ୍ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…
Read More...

ଧୋନୀ ସ୍ଥାନ ନେଲେ ଜାଡେଜା

ଆଇପିଏଲ ପୂର୍ବରୁ ଗୁରୁବାର ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ତେବେ ଏହି ଅଦଳବଦଳରେ ସିଏସକେ ଫ୍ୟାନଙ୍କୁ ଲାଗିଛି ବଡ ଝଟକା । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ତାଙ୍କ ବଦଳରେ…
Read More...

ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ ଟପ୍‌-୧୦ ତାଲିକାରେ ରୋହିତ ଶର୍ମା-ବିରାଟ କୋହଲି ସାମିଲ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଦିନିକିଆ ମାନ୍ୟତା ଜାରି କରିଛି । ଆଇସିସି ପକ୍ଷରୁ ଜାରି ହୋଇଥିବା ଦିନିକିଆ ବ୍ୟାଟ୍ସମ୍ୟାନ ଟପ୍‌-୧୦ ତାଲିକାରେ ଭାରତୀୟ ଦଳର ନୂଆ ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ…
Read More...

ଟେନିସ୍ ଜଗତରୁ ଅବସର ଘୋଷଣା କଲେ ଏଶ୍ଲେ ବାର୍ଟି

ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବିଶ୍ଵର ଏକ ନମ୍ବର ମହିଳା ଟେନିସ ଖେଳାଳି ଏଶ୍ଲେ ବାର୍ଟି ଟେନିସରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିକଟରେ ବାର୍ଟି ଅଷ୍ଟ୍ରେଲିଆ ଓପନ ଭାବେ ନିଜର ତୃତୀୟ ଗ୍ରାଣ୍ଡ ସ୍ଲାମ ଜିତିଥିଲେ। ବିଶ୍ଵରେ ଏକ…
Read More...

୧ ବର୍ଷ ପାଇଁ ବୃଦ୍ଧି ହେଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହାଙ୍କୁ ନେଇ ଶନିବାର ଦିନ ଏକ ବଡ ଖବର ଆସିଛି । ଏସିଆନ କ୍ରିକେଟ କାଉଁସିଲ ନିଷ୍ପତ୍ତି ନେଇଛି କି ୨୦୨୪ ପର୍ଯ୍ୟନ୍ତ ଏସିସିର ଅଧ୍ୟକ୍ଷ ରହିବେ ଜୟ ଶାହା । ଶନିବାର ଦିନ…
Read More...

ଜୁନିୟର ମହିଳା ହକି ବିଶ୍ବକପରେ ୨ ଓଡ଼ିଆ ଖେଳାଳି

ଜୁନିୟର ମହିଳା ହକି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଓମିକ୍ରନ ଯୋଗୁଁ ସ୍ଥଗିତ ହୋଇଥିବା ଏହି ବିଶ୍ବକପ ଏପ୍ରିଲ ୧ ରୁ ୧୨ ତାରିଖ ଯାଏଁ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ୨୦ ଜଣିଆ ଦଳ ଏବଂ ୫ ଜଣିଆ ଷ୍ଟାଣ୍ଡ ବାଏ…
Read More...

ହରଭଜନ ସିଂ ହେବେ ରାଜ୍ୟସଭା ସାଂସଦ ପ୍ରାର୍ଥୀ !

କ୍ରିକେଟ ଖେଳାଳୀ ହରଭଜନ ସିଂଙ୍କୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ନେଇ ସୂତ୍ର ସୂଚନା ରହିଛି । ପଞ୍ଜାବର ମୁ୍ଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ ହରଭଜନଙ୍କୁ ନେଇ…
Read More...