Browsing Category

Sports

ବର୍ଷା ଯୋଗୁଁ ଭାରତ -ନ୍ୟୁଜିଲାଣ୍ଡ ଦିନିକିଆ ବାତିଲ୍‌

ଟେଣ୍ଟବ୍ରିଜ : ବର୍ଷା ଯୋଗୁଁ ଭାରତ -ନ୍ୟୁଜିଲାଣ୍ଡ ଦିନିକିଆ ବାତିଲ୍‌ କରାଯାଇଛି । ଚଳିତ ବିଶ୍ୱକପ୍‌ରେ ବର୍ଷା ପୁଣି ଖେଳରେ ବାଧକ ସାଜିଛି । ଲଗାଣ ବର୍ଷା ଯୋଗୁଁ ଦିନିକିଆ ଖେଳାଯିବା ସମ୍ଭବ ହୋଇ ପାରି ନଥିଲା । ରେଫରୀ
Read More...

ଗୁଗୁଲ୍ ସିଇଓଙ୍କ ଭବିଷ୍ୟବାଣୀ, ଭାରତ ସହ ଫାଇନାଲ୍ ଖେଳିବ ଏହି ଟିମ୍

ନୂଆଦିଲ୍ଲୀ: ବିଶ୍ୱକପର ଦ୍ୱାଦଶ ସଂସ୍କରଣ ତା’ର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଗକୁ ବଢ଼ିବାରେ ଲାଗିଛି। କିଛି ଟିମ୍ ମ୍ୟାଚ୍ ଜିତୁଛନ୍ତି ଏବଂ ହାରୁଛନ୍ତି। ଏହାସହ କେଉଁ ଟିମ୍ ଏଥର ବିଶ୍ୱକପ୍ ଫାଇନାଲ୍ ଖେଳିବ,
Read More...

ଫୋର୍ବସ ତାଲିକା; ସର୍ବାଧିକ ଆୟ କରୁଥିବା ୧୦୦ ଖେଳାଳିଙ୍କ ମଧ୍ୟରେ ଜଣେ କ୍ରିକେଟର କୋହଲି

ଲଣ୍ଡନ : ଫୋର୍ବସ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ସର୍ବାଧିକ ଆୟ କରୁଥିବା ୧୦୦ ଖେଳାଳିଙ୍କ ତାଲିକାରେ ବିରାଟ କୋହଲି ମାତ୍ର ଜଣେ କ୍ରିକେଟର ଭାବେ ସ୍ଥାନ ପାଇଛନ୍ତି। ବିରାଟ କୋହଲି ସର୍ବାଧିକ ଆୟ କରୁଥିବା କ୍ରିକେଟର ଭାବେ
Read More...

ରିଷଭ ପନ୍ଥଙ୍କୁ ମିଳିଲା ବିଶ୍ୱକପ୍‌ରେ ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ ବିଶ୍ୱକପ କ୍ରିକେଟ ଦଳରେ ସାମିଲ ହେବେ ରିଷଭ ପନ୍ଥ। ଏଥିପାଇଁ ଅନୁମତି ଦେଇଛି ଆଇସିସିଆଇ। ବ୍ୟାକ ଅପ ଖେଳାଳି ଭାବେ ରିଷଭ ପନ୍ଥକୁ ଇଂଲଣ୍ଡ ନିଆଯାଇଛି। ତେବେ ସେ ଶିଖର ଧୱନଙ୍କ ରିପ୍ଲେସମେଂଟ ହେବେନାହିଁ।
Read More...

କ୍ରୀକେଟକୁ ଅଲବିଦା କଲେ ଯୁବରାଜ ସିଂହ : କ୍ରୀକେଟରୁ ଅବସର ନେବା ନେଇ କଲେ ଘୋଷଣା

ଭୁବନେଶ୍ବର : ଗୋଟିଏ ପଟେ ଅଷ୍ଟ୍ରେଲିଆକୁ ଧୂଳି ଚଟେଇ ବିଶ୍ବକପ ସେମିଫାଇନାଲକୁ ଯିବାର ଝୁଙ୍କ ଆଉ ଅନ୍ୟପଟେ ଦେହରେ କ୍ୟାନ୍‌ସରର କଷ୍ଟ। ହେଲେ ପଛକୁ ହଟି ନ ଥିଲେ । ୨୮ ବର୍ଷ ପରେ ଭାରତ ବିଶ୍ୱ ବିଜେତା ହୋଇଥିଲା । ଆଉ ଏ
Read More...

ଶତକ ମାରିଲେ ଶିଖର ଧୱନ

ଲଣ୍ଡନ: ଭାରତୀୟ ଓପନର ଶିଖର ଧାଓ୍ଵାନ ପୁଣି ଥରେ ଫର୍ମକୁ ଫେରିଛନ୍ତି। ବାମହାତୀ ବ୍ୟାଟସ୍‌ମ୍ୟାନ ଅନେକ ଦିନରୁ ଏହି ସୁଯୋଗ ଖୋଜୁଥିବା ବେଳେ ଆଜି ଅଚାନକ ତାହା ପାଇଛନ୍ତି। ବିଶ୍ୱକପ-୨୦୧୯ ପାଇଁ ଆୟୋଜିତ ପ୍ରଥମ ୨ଟି ଅଭ୍ୟାସ
Read More...

ଟସ୍‌ ଜିତି ଭାରତର ବ୍ୟାଟିଂ ଆରମ୍ଭ

ନୂଆଦିଲ୍ଳୀ: କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଟସ୍‌ ଜିତିଲା ଭାରତ। ଇଂଲଣ୍ଡର ଓଭାଲ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ଟସ୍‌ ଜିତି ଏଭଳି ନିଷ୍ପତି ନେଇ ଛନ୍ତି
Read More...

ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଓଭାଲ୍‌: ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍‌ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଐତିହାସିକ ଓଭାଲ୍‌ ପଡ଼ିଆରେ
Read More...

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୨୮: ଚହଲଙ୍କୁ ୪ ୱିକେଟ୍

ସାଉଥାମ୍ପଟନ୍ : ବିଶ୍ୱକପ ୨୦୧୯ରେ ଭାରତ ଦମ୍‌ଦାର ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନକୁ ଭାରତ ଧୂଳିସାତ କରିଦେଇଛି । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୨୨୭ ରନ କରିବାକୁ ସକ୍ଷମ ହୋଇଛି।ଟସ୍
Read More...

ଆରମ୍ଭ ହେଲା କ୍ରିକେଟ୍‍ ବିଶ୍ୱକପ-୨୦୧୯: ପ୍ରଥମ ମ୍ୟାଚରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

ଓଭାଲ : ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି କ୍ରିକେଟ୍‍ ବିଶ୍ୱକପ-୨୦୧୯। ଚଳିତ ବର୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଦକ୍ଷିଣ ଆଫ୍ରିକା ଦଳ ଟସ ଜିତି
Read More...

ଆସନ୍ତାକାଲି ଠାରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ୍-୨୦୧୯

ନୂଆଦିଲ୍ଲୀ : ୧୨ତମ ଆଇସିସି କ୍ରିକେଟ୍ ବିଶ୍ୱକପ୍-୨୦୧୯ର ପ୍ରଥମ ମ୍ୟାଚ ଆସନ୍ତାକାଲି(ଗୁରବାର) ଠାରୁ ଇଂଲଣ୍ଡରେ ଅନୁଷ୍ଠିତ ହେବ। ମ୍ୟାଚ୍ ପୂର୍ବରୁ ଧୁମଧାମରେ ଉଦଘାଟନୀ ସମାରୋହର ଆୟୋଜନ କରାଯିବ। ଏହି ଉଦଘାଟନୀ ସମାରୋହ
Read More...

ଏହି ପଡ଼ିଆରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଟ୍ରେଣ୍ଡ କହୁଛି ଟିମ୍‌ ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ଚାମ୍ପିଅନ୍‌ ହେବାକୁ ଦଳ ମାନଙ୍କର ମଧ୍ୟରେ ଅନ୍ୟତମ। ଏହି ତାଲିକାରେ ଇଂଲଣ୍ଡ ପରେ ଟିମ୍‌ ଇଣ୍ଡିଆର ନାମ ଆସୁଛି। ଟୁର୍ଣ୍ଣାମେଣ୍ଟର ପ୍ରମୁଖ
Read More...

ଏଫଆଇଏଚ୍ ପୁରୁଷ ହକି ସିରିଜରେ ଭାରତୀୟ ଦଳରେ ୨ ଓଡ଼ିଆ

ଭୁବନେଶ୍ୱର:  ଆସନ୍ତା ଜୁନ୍ ୬ ତାରିଖରୁ  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ସିରିଜ୍ ପାଇଁ ମୋଟ୍ ୧୮ ଜଣ ଖେଳାଳିଙ୍କୁ ନେଇ ଦଳ ଗଠନ
Read More...

ବିଶ୍ୱକପ କ୍ରିକେଟ : ଭାରତରେ ୭ଟି ଭାଷାରେ ଶୁଣିବାକୁ ମିଳିବ କମେଣ୍ଟ୍ରି

ଲଣ୍ଡନ : ୨୦୧୯ ବିଶ୍ୱକପ କ୍ରିକେଟର ତାରିଖ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ସାରା ଦୁନିଆର କ୍ରିକେଟପ୍ରେମୀଙ୍କ ନିକଟରେ ବିଶ୍ୱକପ କ୍ରିକେଟକୁ  ପହଞ୍ଚାଇବା ପାଇଁ ଆଇସିସି
Read More...