Browsing Category

Politics

ଜରୁରୀକାଳିନ ସ୍ଥିତିକୁ ଭୁଲ ସ୍ୱୀକାର କରିବା ରାହୁଲ ଗାନ୍ଧିଙ୍କ ଆଉ ଏକ ନାଟକ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଜରୁରୀକାଳୀନ ପରସ୍ଥିତି ଭୁଲ ଥିଲା ବୋଲି ମାନିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦେଶକୁ ଭ୍ରମିତ କରିବାର ଆଉ ଏକ ନାଟକ । ତାଙ୍କର ଏହି ପଶ୍ଚାତାପ୍‌ ମାନବାଧିକାରକୁ କ୍ଷୁର୍ଣ୍ଣ କରିବା,…
Read More...

ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ

ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱଗ୍ରହଣକରିଥିବାରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶାଗସ୍ତ ଅବସରରେ ରାଜ୍ୟସଭାପତିଶ୍ରୀସମୀରମହାନ୍ତିପୁଷ୍ପଗୁଚ୍ଛ ଦେଇ…
Read More...

ଓଡଶି। ମୋ ପରବି ।ର-ଜୀବନବିନ୍ଦୁ ରକ୍ତଦାନ ଶବି ରି

ଭୁବନେଶ୍ୱର  : ଆଜି ଓଡ଼ିଶା-ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ଲକ୍ଷୀ୍ମ ସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଯବୁ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଏକ ରକ୍ତଦାନ ଶିବରି ଆୟୋଜନ ହୋଇଥିଲା । ଏହି ରକ୍ତଦାନ ଶବି ିରକୁ ବଜି ୁ ଜନତା ଦଳ…
Read More...

ସମାଜକୁ ମାର୍ଗଦର୍ଶନ ଦେଇ ସାଂସ୍କୃତିକ ଓ ସାମାଜିକ ଜାଗରଣ ସୃଷ୍ଟି କରିଥିଲେ ସନ୍ଥ ଗୁରୁ ରବିଦାସ:ବିଭୁ ତରାଇ

ଭୁବନେଶ୍ୱର  :ମହାନ ସମାଜ ସଂସ୍କାରକ, ତେଜସ୍ୱୀ ଗୁରୁ ସନ୍ଥ ରବିଦାସ ଜୀଙ୍କ ଜୟନ୍ତୀ ରାଜ୍ୟକାର୍ଯ୍ୟାଳୟରେ ପାଳନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ସନ୍ଥ ଗୁରୁ ରବି ଦାସ ଜୀଙ୍କ ଜୀବନୀ, ସାମାଜିକ ସଂସ୍କାର ପ୍ରତି ତାଙ୍କ…
Read More...

ପରୀ ହତ୍ୟାକାଣ୍ଡରେ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ୪ ସପ୍ତାହ ସମୟ ମାଗିଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ

ଭୁବନେଶ୍ୱର  : ନୟାଗଡର ବହୁଚର୍ଚ୍ଚିତ ୫ ବର୍ଷର ଶିଶୁ ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ମାମଲାରେ ରାଜ୍ୟ ସରକାର ଅସଲି ଅପରାଧୀକୁ ଧରିବା ଜାଗାରେ ବିଭିନ୍ନ ସମୟରେ ନ୍ୟାୟକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଛନ୍ତି ।…
Read More...

ଚଳିତ ବଜେଟରେ ଚାଷୀ, ଯୁବ ଓ ମହିଳାଙ୍କୁ ଅଣଦେଖା କରାଯାଇଛି :ସମୀର ମହାନ୍ତି

ଭୁୁବନେଶ୍ୱର : ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ ବରଂ କେବଳ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆଜି ରାଜ୍ୟ ବଜେଟରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଚଳିତ ରାଜ୍ୟ ବଜେଟରେ ଚାଷୀଙ୍କ ଉପରେ କୌଣସି…
Read More...

ଅପରାଧି ସପକ୍ଷରେ ବିଜେପିର ଓକିଲାତି ଲଜ୍ଜାଜନକ: ବିଜେଡି

ଭୁବନେଶ୍ୱର: ପରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଯେତିକି ଆଶ୍ଚର‌୍ୟ୍ୟଜନକ ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ ।…
Read More...

ରାଜ୍ୟ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କ ତାଲିକା ଘୋଷଣା

ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ ଆଜି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ…
Read More...

ପଶ୍ଚିମବଙ୍ଗରେ ପରିବର୍ତନ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗ/ଭୁବନେଶ୍ୱର : ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତନ…
Read More...

ଆଉ ଗୋଟିଏ ଷଢେଇକଳା-ଖରସୁଆଁ ଘଟଣାର ପୁନରାବୃତି ହେବାକୁ ଦେବୁନାହିଁ : ସମୀର ମହାନ୍ତି

ଭୁବନେଶ୍ୱର : ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା । ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ସମଗ୍ର ଓଡିଶା ପ୍ରଦେଶରେ ଏକ ଓଡିଆ ଜାତୀୟତାବାଦର ଉଗ୍ର ଭାବନା ଜାଗ୍ରତ ହୋଇଥିଲା । ଯାହାର…
Read More...

ସାରସକଣା ବ୍ଲକ ୫୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ

ବାରିପଦା: ଉପନିର୍ବାଚନରେ ବିଜେଡି ବିଜୟୀ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ୫୬ ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଶେଖର ମହାନ୍ତ ତାଙ୍କ…
Read More...

ବଡଚଣାରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ

ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ମାଣ୍ଡୁକା ପଞ୍ଚାୟତର ସରପଞ୍ଚ ସଶ୍ମିତା ଦାସଙ୍କ ନେତୃତ୍ୱ ରେ ୱାର୍ଡ ସଭ୍ୟଙ୍କ ଶତାଧିକ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ…
Read More...

ଫେବ୍ରୁଆରି ୧୫ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର :  ଚଳିତ ମାସ ୧୫ ତାରିଖ ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ…
Read More...

ସଂସଦରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ୮ଟି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଜବାବ ମାଗିଲେ ବିଜେଡ଼ି ସାଂସଦ ଡକ୍ଟର ସସ୍ମିତ ପାତ୍ର

ନୂଆଦିଲ୍ଲୀ : ସଂସଦରେ ପୁଣି ଓଡିଶାର ସ୍ୱର ଉଠାଇଲେ ବିଜେଡ଼ି ସାଂସଦ ଡକ୍ଟର ସସ୍ମିତ ପାତ୍ର । ରାଜ୍ୟସଭାରେ ଆଜି ସସ୍ମିତ ରାଜ୍ୟ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂଣ୍ଣ ୮ଟି ପ୍ରସଙ୍ଗ ଉଠାଇଛନ୍ତି । କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ…
Read More...