Browsing Category

Politics

ରାଜ୍ୟ ମରୁଡି ସମସ୍ୟା ପାଇଁ ସରକାର ତୁରନ୍ତ ଟାସ୍କ ଫୋର୍ସ ଗଠନ କରନ୍ତୁ : ସମୀର ମହାନ୍ତି

ଭୁବନେଶ୍ୱର : ଚଳିତ ବର୍ଷ ମୈାସୁମୀ ବର୍ଷା ଅଭାବ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲା ଆଜି ପାୟତଃ ମରୁଡି ଆସନ୍ନ । ବାସ୍ତବସ୍ଥିତିକୁ ଭଲ ଭାବେ ଆକଳନ କଲେ ରାଜ୍ୟରେ ଭୟଙ୍କର ମରୁଡି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଚାଷୀକୁଳ…
Read More...

ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ :ସମୀର ମହାନ୍ତି

ଭୁବନେଶ୍ୱର:  ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ଏହି ଯୋଜନାରେ ଓଡିଶାକୁ ବର୍ତମାନ ସୁଦ୍ଧା ୩୦ ଲକ୍ଷ ପକ୍କା ଘର ଆସିଛି ।…
Read More...

ଏକାସାଙ୍ଗରେ ରାଜ୍ୟର ସମସ୍ତ ପୌରାଂଚଳରେ ନିର୍ବାଚନ କରାଯାଉ : କେ.ଭି ସିଂହଦେଓ

ଭୁବନେଶ୍ୱର :ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ…
Read More...

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ଓଡ଼ିଶା ପ୍ରଦେଶ କଂଗ୍ରେସଗଠନ କଲା ପଞ୍ଚାୟତ କମିଟି

ଭୁବନେଶ୍ୱର  :  ଆଗାମୀ ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ବରିଷ୍ଠ…
Read More...

ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଦାୟୀତ୍ୱ ନିଅନ୍ତୁ ବିଜେପି କାର୍ଯ୍ୟକର୍ତା…

ଭୁବନେଶ୍ୱର : ତିନି ଦିନିଆ ଓଡିଶା ଗସ୍ତରେ ଆସିି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ତରୁଣ ଚୁଗ । ଶ୍ରୀ ଚୁଗ୍ ସାଙ୍ଗଠନିକ ସ୍ତରରେ ବିଭିନ୍ନ ବୈଠକରେ ଯୋଗ ଦେଇ ବିଜେପି…
Read More...

ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର :  ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ୮୦ ଟଙ୍କା ପ୍ରତି ଲିଟର ଦରରେ ଜନସାଧାରଣଙ୍କୁ ପେଟ୍ରୋଲ ବିକ୍ରି କରିଛି । ଭୁବନେଶ୍ୱର…
Read More...

ରାଜନୀତି କରିବେ ନାହିଁ ରଜନୀକାନ୍ତ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ରାଜନୀତି କରିବେ ନାହିଁ। ସୋମବାର ଦିନ ରଜନୀକାନ୍ତ ତାଙ୍କ ଦ୍ୱାରା ଗଠିତ ରଜନୀ ମକ୍କାଲ ମନ୍ଦ୍ରମର ଭଙ୍ଗ ବାବଦରେ ଘୋଷଣା କରିବା ଦ୍ୱାରା ଏହା ସ୍ପଷ୍ଟ ହୋଇଛି । ଫଳରେ ରଜନୀକାନ୍ତ ରାଜନୀତି…
Read More...

ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୭ରୁ ପେଟ୍ରୋଲ ପମ୍ପରେ କଂଗ୍ରେସ ଦସ୍ତଖତ ଅଭିଯାନ

ଭୁବନେଶ୍ୱର : ଲଗାତାର ଭାବେ ତୈଳଦର ବୃଦ୍ଧି ହୋଇ ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ବିଜେପିକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି,…
Read More...

ସମସ୍ତ ଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ଜୁଲାଇ ୭,୮,୯ ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ପ୍ରତିବାଦ…

ଭୁବନେଶ୍ୱର :୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ…
Read More...

ରାଜ୍ୟର ସମସ୍ତ ମଣ୍ଡିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ଖୋଲା ରଖି ସମସ୍ତ ଧାନ କିଣନ୍ତୁ ରାଜ୍ୟ ସରକାର:ବିଜେପି

ଭୁବନେଶ୍ୱର : ରାଜ୍ୟରେ ରବି ଫସଲ ଧାନ ପ୍ରୋକ୍ୟୋରମେଂଟ ଅତ୍ୟନ୍ତ ଅବ୍ୟବସ୍ଥିତ ହୋଇଛି । ଗତ ଖରିଫ ଫସଲ ସିଜନ ସମୟରୁ ସରକାରଙ୍କ ପରିଚାଳନାଗତ ଭୁଲ୍ ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ବିଧାନସଭାରେ ବିଜେପି ବିଧାୟକମାନ…
Read More...

ପଂଜୀକୃତ ଚାଷୀ ଏବଂ ଅକାମୀ ହୋଇଥିବା ଟୋକନରେ ଧାନ କିଣିବା ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ କଲା ବିଜେପି

ଭୁବନେଶ୍ୱର : ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ୫…
Read More...

ଚାଷୀଙ୍କ ଠାରୁ ଧାନ କିଣିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ପ୍ରତିବାଦ କରିବ ବିଜେପି :ସମୀର…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା ହେଉଛି ଓଡିଶା ଏବଂ ମୋଦି ସରକାର ଓଡିଶାର ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି । ଓଡିଶାର ଗରିବ, ଅସହାୟ, ଚାଷୀ ଏବଂ ତୃଣମୂଳସ୍ତରରେ ଥିବା ଲୋକମାନଙ୍କ ପାଇଁ ମୋଦି…
Read More...

ଆମର ମହାପ୍ରଭୁ ବଡ, ଆମର ବିଚାର ବି ବଡ଼ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେବଳ ରାଜନୀତି କରିବା ନୁହେଁ ବରଂ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତା ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ କରିବା ଆମର ଦାୟିତ୍ୱ । ଆମର ମହାପ୍ରଭୁ ବଡ, ଆମର ବିଚାର ବି ବଡ଼ ହେବା ଦରକାର । ଏଭଳି କଳ୍ପନା…
Read More...

ସାଢେ ଚାରି କୋଟି ଓଡିଆଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାରୀ ରହିଥିବା ଲଢେଇକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନିଆଯିବ: ସମୀର…

ଭୁବନେଶ୍ୱର : ରାଜ୍ୟର ସାଧାରଣ ଜନତା ଆଜି କରୋନା ସଂକ୍ରମଣ ଭଳି ଏକ ବଡ ବିପତିର ଶିକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡିଶା ପ୍ରଦେଶର ବିକାଶ ପାଇଁ ବ୍ୟାପକ ଅର୍ଥ ବରାଦ କରିବା, ବିପର୍ଯ୍ୟୟ…
Read More...