Browsing Category

Politics

“ଆମ ମୁଖ୍ୟମନ୍ତ୍ରୀ ଆମ କଥା” ବନାମ “ମନକି ବାତ” : ଜୋର ଧରିଲା ବିଜେଡି – ବିଜେପି ରାଜନୀତି

ଭୁବନେଶ୍ବର  : ମନ କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ମନକଥା ମାଧ୍ୟମରେ ସିଧା ସଲଖ ଲୋକଙ୍କୁ ଦେଉଛନ୍ତି ବାର୍ତ୍ତା । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ଆମ କଥା ମାଧ୍ୟମରେ ରାଜ୍ୟ ବାସୀଙ୍କୁ…
Read More...

ରାହୁଲଙ୍କ ଟାକ୍ସ : ଅଫିସ ଛାଡ ଲୋକଙ୍କ ପାଖୁ ଯାଅ,ପ୍ରତିମାସ ୧୦ ସୁଦ୍ଦା କାର୍ଯ୍ୟକ୍ରମ ସଂପର୍କରେ ଏଆଇସିସିକୁ ରିପୋର୍ଟ…

ଭୁବନେଶ୍ୱର : ରାହୁଲ ଗାନ୍ଧି କଂଗ୍ରେସ ଦାୟିତ୍ୱ ନେବାପରେ ଦଳର ସାଙ୍ଗଠନିକ ପ୍ରକ୍ରିୟାରେ ବିଭିନ୍ନ ପରିବର୍ତ୍ତନ ଆଣୁଛନ୍ତି । ଏହି କ୍ରମରେ ଦଳର ପଦାଧିକାରୀ ଏବଂ ପିସିସି ସଭାପତିମାନଙ୍କୁ କଂଗ୍ରେସ ମୁଖ୍ୟାଳୟରେ ବସିବା…
Read More...

‘ଇଜ ଅଫ ଡୁଇଙ୍ଗ ବିଜିନେସ’ ଓଡିଶା ତଳକୁ ଖସିବା ପ୍ରସଙ୍ଗ :“ବୁଡିଗଲା ଗୋଡ ତଳକୁ ତଳକୁ”-ବିଜେପି

ଭୂବନେଶ୍ୱର : ପ୍ରତିକୂଳ ବ୍ୟବସ୍ଥା କାରଣରୁ ଆଜି ବହୁ ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରାଜ୍ୟରେ ପୁଂଜି ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଦୂରଦୃଷ୍ଟି ଅଭାବ କାରଣରୁ ରାଜ୍ୟରେ…
Read More...

ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସଭ୍ୟପଦ୍ଦ ରଦ୍ଦ: ବିଜେଡି ଘୋଡା ବେପାର ପଦାରେ ପଡିଲା-ବିଜେପି

ଭୁବନେଶ୍ୱର : ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭଦ୍ରାଙ୍କ ସଭ୍ୟପଦ୍ଧକୁ ଜିଲା ଦୌରାଜଜ ରଦ୍ଧ କରିବା ସହ ସାନି ଇଲେକସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛି ରାଜ୍ୟ ବିଜେପି । କଳେବଳେ…
Read More...

ବିଜେଡିରେ ମିଶିଲେ ଝରିଗାଁର କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି…
Read More...

ଭୁବନେଶ୍ବର ନିୟୁ ରେଳଷ୍ଟେସନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଉଦଘାଟିତ : ଯୋଗ ଦେଲେନି ବିଜେଡି…

ଭୁବନେଶ୍ବର  : ଭୁବନେଶ୍ବର ଉପକଣ୍ଠ କଳାରାହାଙ୍ଗ ନିକଟରେ ଭୁବନେଶ୍ବରରେ ନୂଆ ରେଳଷ୍ଟେସନ ଉଦଘାଟିତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ରେଲୱେ ଷ୍ଟେସନ ଉଦଘାଟନ କରିଛନ୍ତି । ଏଥି ସହ ଭୁବନେଶ୍ବର ଷ୍ଟେସନରେ ନିର୍ମିତ…
Read More...

ବଲାଙ୍ଗୀରରେ ଫଳକ ରାଜନିତି : ବିରୋଧୀ ଦଳ ନେତାଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ ପରେ ସେଇ ପ୍ରକଳ୍ପର ପୁଣି ଶୁଭ ଦେଲେ…

ବଲାଙ୍ଗୀର  : ବଲାଙ୍ଗୀରରେ ଫଳକ ରାଜନିତି । ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ମୁହା ମୁହିଁ  ହୋଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସାଂସଦ କଳିକେଶ ସିଂହଦେଓ । ବିରୋଧୀ ଦଳ ନେତା ତଥା ବଲାଙ୍ଗୀର…
Read More...

MSP ବିବାଦ : ଏବେ ଉତ୍ପାଦନ ଦରକୁ ନେଇ ଶାଶକ ଭିରୋଧୀ ଭିଡା ଭିଡି

ଭୁବନେଶ୍ବର : MSP ବିବାଦ । କେନ୍ଦ୍ର ସରକାର ଧାନ ସମେତ ୧୪ଟି କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ବିୃଦ୍ଧି କରିଥିଲେ ମଧ୍ୟ ବିବାଦ ଥମିନି । ଆମ ରାଜ୍ୟରେ ଧାନର ଉତ୍ପାଦନ ଖର୍ଚ୍ଚକୁ ଅନ୍ୟ ରାଜ୍ୟର ଉତ୍ପାଦନ ଖର୍ଚ୍ଚ…
Read More...

ଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପି

ଭୁବନେଶ୍ୱର  : କେନ୍ଦ୍ର କ୍ୟାବିନେଟ୍ରେ ଧାନ ସମେତ ଆଉ ୧୪ଟି ଖାଦ୍ୟ ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିଷ୍ପତି ଐତିହାସିକ ଅଟେ । ସହାୟକ ମୂଲ୍ୟକୁ ଉତ୍ପାଦନ ମୂଲ୍ୟର ଦେଢ ଗୁଣ କରିବାର ପ୍ରତିଶ୍ରୁତି ପାଳନ…
Read More...

ଧାନର ସହାୟକ ମୂଲ୍ୟ ପର୍ଯ୍ୟାପ୍ତ ନୁହେଁ: ନିରଞ୍ଜନ

ଭୁବନେଶ୍ୱର :  କେନ୍ଦ୍ର ସରକାର ବୁଧବାର ଦିନ ୨୦୧୮-୧୯ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରିଛନ୍ତି । ଏହା କୁଇଂଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ୨୦୧୭- ୧୮ରେ ଧାନର ସର୍ବନିମ୍ନ…
Read More...

ଏନଏଚଏଆଇ ଅଫିସରେ କଂଗ୍ରେସର ଆନ୍ଦୋଳନ ବିଜେଡିର, କଂଗ୍ରେସ ଆଶାବାଡି ଭାବେ କାମ କରିବାର ଆଉ ଏକ ଉଦାହରଣ : ବିଜେପି  

ଭୁୁବନେଶ୍ୱର : ଇସ୍କନ ମନ୍ଦିର ସାମନାରେ ରାଷ୍ଟ୍ରୀୟ ରାଜମାର୍ଗ କଡରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ପାଣି ଜମିବା ନେଇ ଏନଏଚଏଆଇ ଅଫିସରେ  କଂଗ୍ରେସର ଆନ୍ଦୋଳନ ବିଜୁ ଜନତା ଦଳର କଂଗ୍ରେସ ଆଶାବାଡି ଭାବେ କାମ କରିବାର ଆଉ ଏକ…
Read More...

କେନ୍ଦ୍ରରେ ବିଜେପି ସରକାର ସବୁକ୍ଷେତ୍ରରେ ବିଫଳ ହୋଇଛି, ଓଡ଼ିଶାବାସୀ ଭେଳିକିରେ ବିଶ୍ୱାସ କରନ୍ତି ନାହିଁ:ନିରଞ୍ଜନ

ଭୁବନେଶ୍ୱର : ନରେନ୍ଦ୍ର ମୋଦିଙ୍କ ନେତୃ୍ତ୍ୱାଧୀନ ବିଜେପି ସରକାର କେନ୍ଦ୍ରରେ ଚାରିବର୍ଷ ପୂରଣ କରିଥିବାବେଳେ ସବୁକ୍ଷେତ୍ରରେ ବିଫଳ ହୋଇଛି । ପ୍ରଧାନମବୀ ଦେଶର ସବୁ ଗାଁକୁ ବିଦ୍ୟୁତ ଯୋଗାଣ ନିମନ୍ତେ ଘୋଷଣା କରିଥିଲେ । କୋଣସି…
Read More...

ମୁକ୍ତିକାନ୍ତଙ୍କ ସମର୍ଥନରେ କଂଗ୍ରେସ : ମୋଦିଙ୍କୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ, ରାଉରକେଲାରେ ଜୁଏଲଙ୍କ କୁଶପୁତଳିକା…

ଭୁବନେଶ୍ବର : ରାଉରକେଲାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲିରେ ଭେଟିବାକୁ ଯିଦ ଧରିଥିବା ମୁକ୍ତିକାନ୍ତଙ୍କ ସମର୍ଥନରେ ଖୋଲା ଖୋଲି…
Read More...

ଅମିତ ଶାହା ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି-ବିଜେଡି

ଭୁବନେଶ୍ୱର : ମାନ୍ୟବର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଆଜି ଓଡ଼ିଶା ଆସି ଯେଉଁ ଉକ୍ତି ରଖିଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ । ସବୁଠାରୁ ବିଡମ୍ବନାର ବିଷୟ ହେଉଛି, ବର୍ତ୍ତମାନ ସ୍ଥିତିରେ ଭାରତୀୟ ଜନତା…
Read More...