Browsing Category

Politics

ପେଟ୍ରୋଲ-ଡିଜେଲ୍‍ ଦର ୧୨୦ରେ ପହଞ୍ଚାଇ ଓଡ଼ିଶାରେ ବିଜେପି ତା’ର ମିଶନ ପୂରା କରିବ- ବିଜେଡି

ଭୁବନେଶ୍ୱର : ଭାରତବର୍ଷର ଇତିହାସରେ ଆଜି ପର୍ଯ୍ୟନ୍ତ ଏ ପ୍ରକାରର ସ୍ଥାଣୁ ଏବଂ ଅପାରଗ ସରକାର କେନ୍ଦ୍ରରେ ବୋଧେ ଆସୀନ ହୋଇନଥିଲେ, ଯାହାକି ଏବେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ସରକାରଙ୍କ ଠାରେ ଦେଖାଯାଉଛି । ସାଢ଼େ…
Read More...

ଆୟୁଷମାନ ଯାଜନାକୁ ଓଡିଶାର ନା କୁ ନେଇ ରାଜ୍ୟ ସରକାରଙ୍କୁ ଟାଗେର୍ଟ କଲେ ଅମିତ ଶାହ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସବୁଠୁ ବଡଯୋଜନା ଆୟୁଷମାନ ଭାରତ ଆରମ୍ଭ ହୋଇଛି । ହେଲେ ଓଡିଶାରେ ଏହିଯୋଜନାକୁ ନା କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ହିସାବରେ ରାଜ୍ୟର ୯ ଲକ୍ଷ ହିତାଧୀକାରୀ ଏଥିରୁ ବାଦ ପଡିବା ସହ…
Read More...

ଆକ୍ଷେପ ଲୋକ ଦେଖାଣିଆ : ନିରଞ୍ଜନ

ଭୁବନେଶ୍ୱର  :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ଓ ବିଭିନ୍ନ ଯୋଜନା ନେଇ ପରସ୍ପର ବିରୋଧରେ ଯେଉଁ ଆକ୍ଷେପ ଓ ପ୍ରତି ଆକ୍ଷେପ କରିଛନ୍ତି ତାହା ଲୋକ ଦେଖାଣିଆ ବୋଲି କହିଛନ୍ତି…
Read More...

ମୋଦ ବୋଧହୁଏ ସ୍କିଲ ଇଣ୍ଡିଆ ଓ ଉଜ୍ଜ୍ୱଳା କାର୍ଯ୍ୟକ୍ରମ ସଂପର୍କରେ ସେ ଏପରି ମନ୍ତବ୍ୟ ଦେଇଥିବେ -ନବୀନ

ଭୁବନେଶ୍ୱର : ଓଡ଼ିଶା ସରକାରର ସବୁ ସ୍ତରରେ ଦୁର୍ନୀତି ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ ବୋଧହୁଏ…
Read More...

ପିସିରେ ପେସି ହେଉଛନ୍ତି ଓଡିଶା ଲୋକେ-ମୋଦି

ଝାରସୁଗୁଡ଼ା : ଓଡ଼ିଶାରେ ଭ୍ରଷ୍ଟତନ୍ତ୍ର ଚାଲିଛି । ପିସି ଯୋଗୁଁ ରାଜ୍ୟରେ କୌଣସି ଉନ୍ନତି ହୋଇପାରୁ ନାହିଁ । ଏଠାରେ ପିସି ଏକ ପରିଚିତ ନାଁ ହୋଇଯାଇଛି । ଏବେ ଚାରାଠାରୁ ଆରମ୍ଭ କରି ରାସ୍ତାଘାଟ ଯାଏଁ ସୁବୁଠି ଘୋଟଲା ହେଉଛି…
Read More...

ଓଡିଶାର ସମ୍ମାନ ପାଇଁ  ବିଧାନସଭାରେ ବିରୋଧୀ ଶାସକ ଏକ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଅଭିଜିତ୍ ଆୟାର ମିତ୍ରଙ୍କୁ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ସମନ୍ କରାଯିବ । ହାଜର ନହେଲେ ତାଙ୍କ ବିରୋଧରେ ଜାରି ହେବ ୱାରେଣ୍ଟ୍ । ଅଭିଜିତ ଆୟାରଙ୍କ ମନ୍ତବ୍ୟ ପ୍ରତିବାଦରେ ଗଠିତ ଗୃହ…
Read More...

ବିଜେଡି ସରକାର ଆଇନକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି-ଧର୍ମେନ୍ଦ୍ର

ପୁରୀ : ଓଡ଼ିଶାରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି ହୋଇସାରିଲାଣି । ସରକାର ନିୟମ ଅନୁସାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀରେ…
Read More...

ହାତ ଧରିଲେ ସୁନ୍ଦରଗଡ଼ର ବିଧାୟକ ଜର୍ଜ ତିର୍କୀ

ଭୁବନେଶ୍ୱର : ଶେଷରେ କଂଗ୍ରେସର ହାତ ଧରିଛନ୍ତି ସୁନ୍ଦରଗଡ଼ର ଲୋକପ୍ରିୟ ଆଦିବାସୀ ନେତା ତଥା ବିଧାୟକ ଜର୍ଜ ତିର୍କୀ । ବିଧାୟକ ତିର୍କୀ ଆଜି ଦିଲ୍ଲୀରେ ଏଆଇସିସି ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ…
Read More...

ଦାମ- ବିଷ୍ଣୁ କଳି ତେଜୁଛି : ଦାମଙ୍କ ଦମ ଆଉ ନାହିଁ,ମୁଁ ପାରାଦୀପରୁ ଲଢିବି !

ଭୁବନେଶ୍ବର : ଶାଶୁର ପାଳିଏକୁ ବୋହୂର ପାଳିଏ । ଏମିତି ଲାଗିଛନ୍ତି ଜଗତସିଂହପୁରର ଦୁଇ ଦିଗ୍ଗଜ ଦାମୋଦର ରାଉତ ଓ ବିଷ୍ଣୁ ଦାସ । ଦାମ ବାବୁ ବିଜେଡିରୁ ବିଦା ହେବା ପରେ ଏହି ଦୁଇ ନେତାଙ୍କ କଳି ବଢିବାରେ ଲାଗିଛି । ଦାମଙ୍କ…
Read More...

ବଢୁଛି ଚାପ , ସୋସିଆଆଲ ମିଡିଆରେ ସଫେଇ ଦେଲେ ବୈଜୟନ୍ତ

ଭୁବନେଶ୍ବର : ବେଆଇନ ଉଡାଣକୁ ନେଇ ଏବେ ବିବାଦକୁ ଆସିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣଅଡାନ । ହେଲି କ୍ୟାପଟର ବୋଇନ ଉଡାଣ କୁ ନେଇ ବିବାଦକୁ ଆସିଛନ୍ତି । ତାହା ସହ ତାଙ୍କ ସହଯାତ୍ରୀ ଅଭିଜିତ ଆୟର ମିତ୍ର କୋଣାର୍କ ମନ୍ଦିର…
Read More...

ନବୀନଙ୍କ ସଫଳତା ବଖାଣିବ ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ ନବୀନ ସରକାରର ସଫଳତା ଓ ମୋଦି ସରକାରଙ୍କ ବିଫଳତାକୁ ସାରା ରାଜ୍ୟରେ ପ୍ରଚାର କରିବ । ୨୪ରୁ ୩୦ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜୁ…
Read More...

ଜେଡିୟୁରେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ରାଜନୀତିକ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର ଆଜି ଜନତା ଦଳ (ୟୁ)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ପାଟନାଠାରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ…
Read More...

ରାଫେଲ୍ ଦୁର୍ନୀତି ପ୍ରତିବାଦରେ ଗର୍ଜିଲା କଂଗ୍ରେସର

ଯାଜପୁର : ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଫେଲ୍ ଦୁର୍ନୀତି ପ୍ରତିବାଦରେ ଏକ ବିଶାଳ ପ୍ରତିବାଦସଭା ଓ ବିକ୍ଷୋଭ ସ୍ଥାନୀୟ ଗାନ୍ଧିଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା କଂଗ୍ରେସ କମିଟି ସଭାପତି ମନୋଜ ରାଉତ ଙ୍କ…
Read More...

ଦୁର୍ନୀତିଗ୍ରସ୍ତଙ୍କୁ କୋଳେଇ ଓଡ଼ିଆ ଲୋକମାନଙ୍କୁ ବୋକା ବନାଇବାର ସମୟ ଏବେ ସରିଯାଇଛି : ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ ଏକ ଯୋଜନାବଦ୍ଧ ରଣନୀତିର ଅଙ୍ଗ ଭାବରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ସମୟ ପାଇଁ ବାହାର କରି ପରେ ପୁଣି କୋଳେଇ ନେଇ ଲୋକଙ୍କୁ ବୋକା ବନାନ୍ତି ବୋଲି ବିଜେପି ଅଭିଯୋଗ କରିଛି…
Read More...