Browsing Category

Politics

କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି : ରାୟଗଡ଼ାରେ ବିଜେଡିର ଆଦିବାସୀ ମହାସମାବେଶ

ରାୟଗଡ଼ା : ଆଦିବାସୀ ଉନ୍ନୟନ ପରିଷଦ ଗଠନ ପରେ ପ୍ରଥମଥର ପାଇଁ ଜିଲ୍ଲା ବିଜେଡି କରିଛି ଆଦିବାସୀ ମହାସମାବେଶ । ନିର୍ବାଚନ ଯେତେ ପାଖେଇ ଆସିବା ସହିତ ବିଭିନ୍ନ ଦଳଙ୍କ ଟାର୍ଗେଟରେ ଏବେ ଭୋଟର । ଆଦିବାସୀଙ୍କ ଜୀବନ ଜୀବିକା…
Read More...

ସରିଲା ବିଧାନସଭା ତୁଟୁନି କଳି: କାହିଁକି ୧୮ ଦିନ ଆଗରୁ ବନ୍ଦ ହେଲା ଗୃହ ଶାସକ ବିରୋଧୀ ମୁହାଁ ମୁହିଁ

ଭୁବନେଶ୍ବର : ବିଧାନସଭାକୁ ୧୮ ଦିନ ଆଗରୁ ବନ୍ଦ କରିବାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସକୁ ଘେରିଛି ବିଜେପି। ଅପରାଗତା ପଦାରେ ପଡିଯିବ ବୋଲି କଂଗ୍ରେସ ଓ ବିଜେଡି ସଲାସୁତାରା ହୋଇ ଗୃହକୁ ବନ୍ଦ କରିଛନ୍ତି ବୋଲି ଅଭିଯୋଗ…
Read More...

କଂଗ୍ରେସର ବିଶାଳ ଦଳିତ ମହାସମାବେଶ ୨୭ରେ

ଭୁବନେଶ୍ୱର : ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ପ୍ରତିବାଦରେ ଆସନ୍ତା ୨୭ତାରିଖରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଦଳିତ ମହାସମାବେଶ ଅନୁଷ୍ଠିତ ହେବ।ପ୍ରାୟ ୨୫ହଜାର ଦଳିତ ବ୍ୟକ୍ତି ଏହି ସମାବେଶରେ…
Read More...

ବଳରାମପୁର ବିୟର ଫ୍ୟାକ୍ଟ୍ରି ଗଛ କଟା ପ୍ରସଙ୍ଗରେ କମ୍ପିଲା ବିଧାନସଭା

ଭୁବନେଶ୍ବର : ବଳରାମପୁର ବିଅର ଫାକ୍ଟ୍ରି ବିବାଦକୁ ନେଇ ବିଧାନସଭାରେ ଆସିଲା ମୁଲତବୀ ପ୍ରସ୍ତାବ । ପ୍ରଶାସନ ଓ ପୋଲିସର ମିଳିତ ପ୍ରୋତ୍ସାହନରେ କିଭଳି ଶତାଧିକ ବଡବଡ ଗଛ କଟାଗଲା ସେନେଇ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ…
Read More...

ଫୁସୁରୀ ଗଲା ଦଳ ଗଢା : ନୂଆ ପାର୍ଟି ନୁହେଁ, ସମତାକ୍ରାନ୍ତି ଦଳରେ ମିଶିଲେ ପାରାଦୀପ ବିଧାୟକ ଦାମୋଦର ରାଉତ

ଭୁବନେଶ୍ୱର : ବିଜେଡିରୁ ତଡା ଖାଇବା ପରେ ବିଜୁଙ୍କ ନଆଂ ନେଇ ରାଇଜ ସାରା ବୁଳୁଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ । ସରକ୍ରାହ୍କ ଦୁର୍ନୀତି ମୁଖା ଖୋଲିବେ ବୋଲି କହି କହି ବିଭିନ୍ନ ଜିଲ୍ଲାରେ ସଭା ବି କରୁଛନ୍ତି ।…
Read More...

ବିଜେଡି- କଂଗ୍ରେସ ଭିତିରି ସଂପର୍କକୁ ନେଇ କମ୍ପିଲା ବିଧାନସଭା

ଭୁବନେଶ୍ୱର : ବିଜେଡି ଓ କଂଗ୍ରେସ ସମ୍ପର୍କକୁ ନେଇ ବିଜେପି ବିଧାୟକମାନେ ଆଜି ଗୃହରେ ହଟ୍ଟଗୋଳ କରିଥିଲେ । ବିଜେଡି ଓ କଂଗ୍ରେସ ମିଳିମିଶି ବିଧାନସଭାରେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ବିଜେପି ବିଧାୟକମାନେ ଅଭିଯୋଗ…
Read More...

ଶଙ୍ଖ ଫୁଙ୍କିବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ! ପଢନ୍ତୁ ୫ ଚର୍ଚ୍ଚା

ଭୁବନେଶ୍ୱର : ଓଡ଼ିଶା ରାଜନୀତିର ପ୍ରବୀଣ ନେତା,ଚାଣକ୍ୟ ଭାବେ ଜଣାଶୁଣା ପୂର୍ବତନ ମୁଖ୍ୟମନ୍ତ୍ରୀ, ତଥା ରାଜ୍ୟପାଳ ସ୍ୱଗର୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ରାଜନୀତି ମଇଦାନକୁ ଓହ୍ଲାଇବେ । ଏନେଇ ନିଜେ ପୃଥିବୀ ବଲ୍ଲଭ…
Read More...

ଇଣ୍ଟିଆ ଟୁ-ଡେ ସର୍ଭେ : କମିନି ନବୀନଙ୍କ ଲୋକ ପ୍ରିୟତା, ଏବେ ବି ନମ୍ବର ଓ୍ବାନ

ଭୁବନେଶ୍ବର : କମିନି ନବୀନଙ୍କ ଲୋକପ୍ରିୟତା । ଚାରି ୪ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ରାଜ୍ୟବାସୀ ନବୀନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ  ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସେଚେଞ୍ଜ ସର୍ଭେ…
Read More...

ଆଇଏଏସ ଅଫିସର ଅପରାଜିତାଙ୍କ ଇଶାରା ଚାକିରି ଛାଡି ବିଜେପିରେ ମିଶିବେ !

ଭୁବନେଶ୍ବର : ଆଇଏଏସ ଚାକିରି ଛାଡି ରାଜନୀତିରେ ଯୋଗଦେବେ ଅପରାଜିତା ଷଡ଼ଙ୍ଗୀ । ପୁଣି ମାଡାମ କୁଆଡ଼େ ବିଜେପିରେ ଯୋଗଦେବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଯେହେତୁ ତାଙ୍କ ଟୁଇଟର ପେଜ୍ ରେ ସେ କିଛି ବିଜେପି ନେତା ଓ…
Read More...

ନିର୍ବାଚନ ଲଢିବେ ଆଇଏଏସ୍ ଅପରାଜିତା ଷଡଙ୍ଗୀ !

ଭୁବନେଶ୍ବର : ଅଭିନେତାଙ୍କ ପରେ ଏବେ ଅଫିସରଙ୍କ ରାଜନୀତି ପ୍ରୀତି । ଆଇଏଏସ୍ ଚାକିରି ଛାଡି ରାଜନୀତିରେ ନୂଆ ଇଂନିସ ଖେଳିବେ ଅପରାଜିତା ଷଡଙ୍ଗୀ । ବିଏମସି ମେୟର ଓ ଗଣଶିକ୍ଷା ବିଭାଗର ସଚିବ ଥିବା ବେଳେ ଅପରାଜିତା ଯେଉଁ ଛାପ…
Read More...

ବିଜେଡିରେ ମହିଳା ଓ୍ବିଙ୍ଗର ନବକଳେବର,କିଏ ହେବେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର : ବିଜୁ ମହିଳା ଜନତା ଦଳରେ ନବକଳେବର । ମହିଳା ଓ୍ବିଙ୍ଗରେ  ଜୁମ୍ବୋ ଟିମ ଘୋଷଣା କରି ଆସାୟୀଙ୍କ ଆଶା ପୁରଣ  କରିଛନ୍ତି ନବୀନ । ପ୍ରମିଳାଙ୍କ ମଲ୍ଲୀକଙ୍କ ସ୍ଥାନରେ ଭିନ୍ନ କ୍ଷମ କମିଶନର ପଦରୁ ଇସ୍ତଫା ଦେଇଥିବା…
Read More...

ସି ଭୋଟର ଓପିନିଅନ୍ ପୋଲ୍ ସର୍ଭେ , ବାଜି ମାରିପାରେ କଂଗ୍ରେସ !

ଭୁବନେଶ୍ବର :  ସି ଭୋଟର ଓପିନିଅନ୍ ପୋଲ୍ ସର୍ଭେ ଅନୁଯାୟୀ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବାଜି ମାରିପାରେ କଂଗ୍ରେସ । ସେପଟେ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ-ଟିଡିପି ମେଣ୍ଟକୁ ମିଳିପାରେ ବହୁମତ । ତେବେ ଛତିଶଗଡରେ କଂଗ୍ରେସ…
Read More...

ବିମୁଦ୍ରାକରଣକୁ ଶତାବ୍ଦୀର ସବୁଠୁ ବଡ଼ ସ୍କାମ୍ ,ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ – ନିରଞ୍ଜନ

ଭୁବନେଶ୍ୱର : ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଗୁରୁତର ତ୍ରୁଟିପୂର୍ଣ୍ଣ ବିମୁଦ୍ରାକରଣର ଦୁଇବର୍ଷ ପୂରଣ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ଥାନୀୟ ରିଜର୍ଭ ବ୍ୟାଙ୍କ କାର‌୍ୟ୍ୟାଳୟ…
Read More...

ନଭେମ୍ବର ୧୪ରେ ମୟୁରଭଞ୍ଜରେ କଂଗ୍ରେସର ଜନଜାଗରଣ ଯାତ୍ରା

ଭୁବନେଶ୍ୱର : ବାଲେଶ୍ୱର ପରେ ଏଥର କଂଗ୍ରେସର ଫୋକସରେ ମୟୁରଭଞ୍ଜ । ସଂଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟ ନେଇ କଂଗ୍ରେସ ପକ୍ଷରୁ ଆଗାମୀ ନଭେମ୍ବର ୧୪ରେ ଜନଜାଗରଣ ଯାତ୍ରା କରାଯାଉଛି। ମୟୁରଭଞ୍ଜ ଜିଲ୍ଲାରେ ଏହି ଯାତ୍ରା…
Read More...