Browsing Category

Odisha

୪୯୩ କୋଟି ଟଙ୍କାର ୬ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ରାଜ୍ୟରେ ୪୯୩.୬୨ କୋଟି ଟଙ୍କାର ୬ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୧୩୧୭ଜଣଙ୍କୁ କର୍ମନିଯୁକ୍ତି ମିଳିବ।…
Read More...

ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହେବ ବାତ୍ୟା; କଟକ ଓ ଭୁବନେଶ୍ୱରରେ ବାତ୍ୟାର ପ୍ରଭାବ

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ ସୂଚନା ଦେଇ କହିଛନ୍ତି ଯେ ମେ' ୧୦ରେ ବାତ୍ୟା ଉପକୂଳ ନିକଟ ହେଲା ପରେ ଦିଗ ବଦଳାଇପାରେ। ଦିଗ ବଦଳାଇବାପରେ ବାତ୍ୟା ଦୁର୍ବଳ ହେବା ସମ୍ଭାବନା ରହିଛି।…
Read More...

ଏହି ୪ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ୭ ତାରିଖରେ ଅବପାତ ଓ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହା ପରେ ବାତ୍ୟା…
Read More...

କ୍ରାଇମବ୍ରାଞ୍ଚର ନୂଆ ଏଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା

ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା। ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା। ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ…
Read More...

ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି ଶକ୍ତି ବିଭାଗ, ୱାରରୁମ୍ ପ୍ରସ୍ତୁତ ଥିବା କହିଲେ ମନ୍ତ୍ରୀ

ଆଣ୍ଡାମାନ ସାଗରରେ ୮ତାରିଖ ସଂଧ୍ୟାରେ ଲଘୁଚାପ ନେଇପାରେ ବାତ୍ୟାର ରୂପ । ୧୦ ତାରିଖ ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି। ଆଜି ଲଘୁଚାପରେ ପରିଣତ ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତାକାଲି ଲଘୁଚାପ ଅବପାତରେ ପରିଣତ ହେବ। ଏହାପରେ ୮…
Read More...

ଗିରଫ ହେଲେ କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ…
Read More...

ବିଶ୍ୱବିଦ୍ୟାଳୟ ଗୁଡିକରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ ରହିବ କଟକଣା

ବିଶ୍ୱବିଦ୍ୟାଳୟ ଗୁଡିକରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ମାତ୍ର ଡିଗ୍ରୀ କଲେଜରେ କଟକଣା ରହିବନି ବୋଲି କୁହାଯାଇଛି । କେବଳ ବିଶ୍ୱବିଦ୍ୟାଳୟରେ କଟକଣା ରହିବ । ଆଜି ରାଜଭବନ ରେ ଉତ୍କଳ, ରମାଦେବୀ, ରେଭେନ୍ସା…
Read More...

ଚିଲିକାରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା

ଚିଲିକାରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା । ଅପରାହ୍ନରେ କାଳିଜାଇ ଦର୍ଶନ ସାରି ୧୧ ଜଣ ପର୍ଯ୍ୟଟକ ଫେରୁଥିବା ବେଳେ ହଠାତ କାଳବୈଶାଖୀ ହୋଇଥିଲା । ଜୋରଦାର ପବନ ବହିଥିଲା । ହସଖୁସିରେ ଫେରୁଥିବା ପର୍ଯ୍ୟଟକ ଏପରି ବିପଦର…
Read More...

ବାଲେଶ୍ୱରରେ ନକଲି ଘିଅ କାରଖାନା ଠାବ

କଟକ ନୁହେଁ ବାଲେଶ୍ୱରରେ ନକଲି ଖାଦ୍ୟ ସାମଗ୍ରୀ । ଜଗତପୁର ବଦଳରେ ବାଲେଶ୍ୱରରେ ଠାବ ହୋଇଛି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା । ଖନ୍ତାପଡ଼ା ଥାନା ଗୋପାଳପୁର ନିକଟରେ ନକଲି ଘିଅ କାରଖାନା ଠାବ ହୋଇଛି । ଲକ୍ଷାଧିକ…
Read More...

ବୈଠକ ଚାଲିଥିବାବେଳେ ଛାତରୁ ଖସିଲା ସିଲିିଂ

ଜିଲ୍ଲାପାଳଙ୍କ ଅଫିସରେ ବୈଠକ ଚାଲିଥିବାବେଳେ ଛାତରୁ ସିଲିିଂ ଖସି ଜଣେ ମହିଳା ଅଧିକାରୀ ଆହତ ହୋଇଛନ୍ତି । ଏଡିଏମ ଅନନ୍ତ ସିଂ ଲାଗୁରୀଙ୍କ ଚାମ୍ବରରେ ବୈଠକ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ମହିଳା ଅଧିକାରୀଙ୍କ ମୁଣ୍ଡ ଓ…
Read More...

ମୁହାଁମୁହିଁ ହେଲେ ବିଡିଓ-ତାରା ବାହିନୀପତି

ବିଧାୟକ-ବିଡିଓ ମୁହାଁମୁହିଁ । ନବରଙ୍ଗପୁର ପାପଡ଼ାହାଣ୍ଡି ବିଡିଓ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ କଥା କଟାକଟି । ଏପରିକି ସର୍ବ ସମ୍ମୁଖରେ ବିଡିଓଙ୍କୁ ଦୂର୍ନୀତିଗସ୍ତ ଅଧିକାରୀ ବୋଲି କହିଲେ ବିଧାୟକ ।…
Read More...

ପ୍ରାଣୀଧନ ନିରୀକ୍ଷକଙ୍କ ୯୦ ପ୍ଲଟ, ୪ଟା ବିଲଡିଂ, ୪ଟା ଫ୍ଲାଟ୍ ଠାବ

ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ସମ୍ପତ୍ତି ଦେଖି କାବା ଭିଜିଲାନ୍ସ ଅଧିକାରୀ । ଏଯାବତ୍ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦…
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ସମ୍ଭାବ୍ୟ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,…
Read More...

ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି…
Read More...