Browsing Category

Odisha

ଆଡପ  ବିଜେ କରିବେ ଚତୁର୍ଦ୍ଧାମୂରତି

ପୁରୀ: ଘୋଷଯାତ୍ରାର ଆଜି ହେଉଛି ଆଡପ ବିଜେ ଉତ୍ସବ । ଗୋଟି ପହଣ୍ଡିରେ  ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି।  ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରଦିନ ଆଡ଼ପ ମଣ୍ଡପ ବିଜେ…
Read More...

ଦେବଗଡରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଦେବଗଡ : ଦେବଗଡରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଦେବଗଡ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମହିଳା ମାଓବାଦୀ କୁନି ଓରଫ୍‌ ସାବିତ୍ରୀ ମୁର୍ମୁ । ସାବିତ୍ରୀ କଳିଙ୍ଗନଗର ଡିଭିଜନ୍‌ର ସକ୍ରିୟ ସଦସ୍ୟ ଥିଲେ(କେନ୍ଦୁଝର…
Read More...

ଗୁଣ୍ଡିଚା ବାଡିରେ ତିନିରଥ : ରଥରେ ଦିଅଁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଘୋଷଯାତ୍ରାରେ ଭଉଣୀ ଓ ଭାଇଙ୍କୁ ନେଇ ମାଉସୀ ଘର ବାହାରିଥିବା କାଳିଆ ଠାକୁର ପହଁଚିଛନ୍ତି ଗୁଣ୍ଡିଚା ବାଡିରେ। ଆଜି ତିନି ରଥରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତା କାଲି ଜନ୍ମ ବେଦୀକୁ ବିଜେ କରିବେ…
Read More...

କନିଆ ଟାଣି ନେଇ ବାହା ହେବା ପରମ୍ପରା

ରାୟଗଡା:ବିବାହ ପାଇଁ ରଥଯାତ୍ରାରେ ଡଙ୍ଗରିଆଙ୍କ କନିଆଁ ଟଣା ପରମ୍ପରା । ଏଭଳି ପରମ୍ପରା ଗତକାଲି ଦେଖିବାକୁ ମିଳିଥିଲା ବିଷମକଟକ ଓ କଲ୍ୟାଣସିଂହପୁର ଅଞ୍ଚଳରେ । ରଥଯାତ୍ରା ଦେଖିବାକୁ ଆସିଥିବା ମନପସନ୍ଦର କନିଆଁଙ୍କୁ ଟାଣି…
Read More...

ଜୋର ଧରିଛି ସ୍ପର୍ଶ ବିବାଦ : ସେବାୟତ ପ୍ରଶାସନ ମୁହାଁ ମୁହିଁ !

ପୁରୀ:ଶ୍ରୀମନ୍ଦିର ପ୍ରଶାସନର ସବୁ କଟକଣା ଫ୍ଲପ୍ । ସେବାୟତ ସହଯୋଗ କଲେନି, ତେଣୁ ହାଇକୋର୍ଟ ନିର୍ଦ୍ଦେଶର ଉଲ୍ଲଘଂନ ହେଲା । ରଥରେ ଚଢ଼ି ଶ୍ରୀଜିଉଙ୍କୁ ଛୁଇଁଲେ ସାଧାରଣ ଲୋକେ । ଯାହାକୁ ନେଇ ସ୍ପର୍ଶ ବିବାଦ ଜୋର୍ ଧରିଛି ।…
Read More...

ନିଆଳି ମେଣ୍ଢା ମୃତ୍ୟୁ ଘଟଣା: ଅନୁଧ୍ୟାନ କଲା ଟିମ

ନିଆଳି: ଲଗାତାର ମେଣ୍ଢାଙ୍କ ମୃତ୍ୟୁ ଘଟଣାର ନିଆଳି ବାଁ ସାହିରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛି ତିନି ଜଣିଆ ବିଶେଂସଗ୍ୟ ଟିମ । ଏହି ଟିମ ମୃତ ମେଣ୍ଢାର ରକ୍ତ ନମୁନା ସଂଗ୍ରହ କରି ଫେରିଛି । ତଦନ୍ତ କରି ଟିମ ସରକାରଙଅକୁ…
Read More...

ଢେଙ୍କାନାଳ: ନାଧରାରେ ସଡ଼କ ଦୁର୍ଘଟଣା, ୪ ମୃତ

ଢେଙ୍କାନାଳ: ନାଧରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବୋଲେରୋ ମଧ୍ୟରେ ସାମ୍ନାସାମ୍ନି ଧକ୍କାରେ ୪ ମୃତ, ଜଣେ ଗୁରୁତର । ସମସ୍ତ ମୃତକ ଗୋଟିଏ ପରିବାରର । ସେମାନେ ହେଲେ ଦେବଗଡ଼ ଲାଣ୍ଡିଝର ଗାଁର ପବିତ୍ର ମୋହନ…
Read More...

ପହଣ୍ଡିବେଳେ ବଳଭଦ୍ରଙ୍କୁ ଭକ୍ତ ଛୁଇଁବାର ଅଭିଯୋଗ,ଖଣ୍ଡନକଲା ପ୍ରଶାସନ

ପୁରୀ: ପୁରୀ: ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ବାରଣ କରାଯାଇଥିବା ବେଳେ ପହଣ୍ଡି ବେଳେ ଶ୍ରୀ ବଳଭଦ୍ରଙ୍କୁ ଭକ୍ତ ଛୁଇଁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମ ଚନ୍ଦ୍ର ଦାସ ମହାପାତ୍ର।…
Read More...

ଘୋଷଯାତ୍ରା : ବଡ ଦାଣ୍ଡରେ ତିନି ଠାକୁର

ପୁରୀ: ଆଜି ପବିତ୍ର ରଥଯାତ୍ରା। ଆଜି ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ବାହାରିଛନ୍ତି । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥରେ ବସି ତିନି ଠାକୁର ଭକ୍ତଙ୍କ ଗହଣରେ ଯାଉଛନ୍ତି…
Read More...

ଜୁଲାଇ ୧୦ରୁ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ଧାନ ବିକ୍ରୟର ସହାୟକ ମୂଲ୍ୟ ବୃଦ୍ଧିରେ କେନ୍ଦ୍ର ସରକାର କୃଷକମାନଙ୍କୁ ପ୍ରତାରିତ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ବାରମ୍ବାର ଦାବି ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ମାତ୍ର ୮୦…
Read More...