Browsing Category

Odisha

ଶାଳ ପତ୍ର ଉପରୁ ରୟାଲିଟ ଛାଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶାଳପତ୍ର ସଂଗ୍ରହକାରୀଙ୍କ ଲାଗି ଖୁସି ଖବର । ସେମାନଙ୍କୁ ଆଉ ଶାଳ ପତ୍ରରେ ସରକାରଙ୍କୁ ରୟାଲିଟି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରୟାଲିଟ ଛାଡ ନେଇ ମୁଖ୍ୟମନ୍ତ୍ରୀ ନବୀନ
Read More...

ଚୌଦ୍ବାର କଜଳକଣାରେ ବସ ଓଲଟି ୨ମୃତ୧୫ ଗୁରୁତର

ଓଭରଟେକେ ବେଳେ ଓଲଟିଲା ବସ, ବାଲିରେ ପୋତିହେଲେ ଯାତ୍ରୀକଟକ  : ବସ ଓଲଟି ୨ ଜଣଙ୍କର ମୃତ୍ୟୁ, ୧୫ରୁ ଅଧିକ ଗୁରୁତର । ଚୌଦ୍ବାର କଜଳକଣା ଜାତୀୟ ରାଜପଥ ୫୫ରେ ଓଲଟି ପଡିଲା ଘରୋଇ ବସ୍ । ଭାରସାମ୍ୟ ହରାଇ ବସଟି ରାସ୍ତା କାମ
Read More...

ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ

ରାଉରକେଲା : ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ। ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ ରେ ମନୋହରପୁର-ଜରେକେଲା ମଧ୍ୟରେ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସର୍ଟ ସର୍କିଟ ଯୋଗୁଁ ଟ୍ରେନ୍ ର
Read More...

ସ୍କୁଲ ଯାଉଥିବା ୬ ବର୍ଷର ବାଳକକୁ ଝୁଣି ମାରିଦେଲେ କୁକୁର

କରଞ୍ଜିଆ : ସ୍କୁଲ ଯାଉଥିବା ୬ ବର୍ଷର ବାଳକକୁ ଝୁଣି ଦେଲେ କୁକୁର ପଲ । ଖିନଭିନ୍‌ କରିମାରିଦେଲେ । ସ୍କୁଲ ଯାଉଥିବା ବେଳେ କରିଥିଲେ ଏଭଳି ଆକ୍ରମଣ । ସେହିଠାରେ ହିଁ ଚାଲିଯାଇଥିଲା ରିଙ୍କୁର ଜୀବନ । ଏଭଳି ହୃଦୟ ବିଦାରକ ଓ
Read More...

କୁହୁଡି ହେଲା କାଳ : ଟ୍ରକ- ବୋଲେରୋ ଧକ୍କା ୫ ମୃତ,୩ ଗରୁତର

କେନ୍ଦ୍ରାପଡା : ଘନ କୁଡୁଡି କାଳ ହେଲା । ସଡକ ଦୁର୍ଘଟଣାରେ ଗଲା ୫ ଜୀବନ । ଘଟଣା ଘଟିଛି କଟକ- ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ନିକଟ କାର୍ତିଆ ଛକ ନିକଟରେ । ଏକ ବଡ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋିଥିବାବେଳେ ୩ ଜଣ
Read More...

ଏଣିକି ଅନଲାଇନରେ ଓଟିଇଟି ପରୀକ୍ଷା

ଭୁବନେଶ୍ବର : ଦୀର୍ଘ ସମୟ ଧରି ତନାଘନା େହଲା। େଶଷରେ ସରକାର ନିଷ୍ପତ୍ତି ନେଇଛନ୍ତି େଯ ଏଣିକି ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ଅନଲାଇନରେ କରାଯିବ। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
Read More...

ପିକନିକ ହେଲା କାଳ, ସମୁଦ୍ରରେ ୩ ଇଂଜିନିୟରଂ ଛାତ୍ରଙ୍କ ସଲିଳ ସମାଧି

ସମୁଦ୍ର ଗାଧୁଆ ହେଲା କାଳକୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆରେ ଅଘଟଣ । ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତାହତ
Read More...

ଝାରଗୁଡା ବିଧାୟକ ନବ ଦାସଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ,ଦେଖନ୍ତୁ ଭିଡିଓ

ରାଜନୈତିକ ଭବିଶ୍ୟତ ପାଇଁ ଆଦିବାସି ଶରଣ ପସିଲେ, ପୂଜା ପାଠ କରି ନାଚିଲେଝାରସଗୁଡା : କଂଗ୍ରେସରୁ ଛାଡିଛନ୍ତି, ବିଜେଡିରେ ମିଶିବେ । ଏହି ମଝି ସମୟରେ ନବ ଦାସଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ ।
Read More...

‘ଉଜ୍ଜ୍ୱଳା’ ବିଶ୍ୱ ପାଇଁ ମଡେଲ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ଦରକାର । ଭାରତ ବର୍ଷର ଘରେଘରେ ଘରେ ସ୍ୱଚ୍ଛ ଇନ୍ଧନ ପହଞ୍ଚିବା ଦାୟିତ୍ୱ ନେଇ କେନ୍ଦ୍ରରେ ମୋଦୀ ସରକାର କାମ କରୁଛନ୍ତି । ବିଶ୍ୱର ଅନେକ ଗରିବ ରାଷ୍ଟ୍ର ପ୍ରଧାନମନ୍ତ୍ରୀଙ୍କ
Read More...

ଯୁବତୀଙ୍କ ତଣ୍ଟିକାଟି ହତ୍ୟା କଲା ଯୁବତୀ ସାଙ୍ଗ, ୪ ବର୍ଷ ଏକାଠି ରହୁଥିଲେ

ଭୁବନେଶ୍ବର :  ଭୁବନେଶ୍ବର ଲିଙ୍ଗରାଜ ଥାନା ଅଧୀନ ଗୌରିନଗରରେ ଚାଞ୍ଚଲ୍ୟ । ଧାରୁଆ ଛୁରିରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା । ଗୌରୀନଗରରେ ଭଡାରେ ରହୁଥିବା ଜଣେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବତୀ ତଣ୍ଟି କାଟି ହତ୍ୟା କରିଛି ।
Read More...

ବଢୁଛି ଲଜ୍ଜା : କନ୍ଧମାଳ ପରେ କଳାହାଣ୍ଡିରେ ମା ହେଲା ସପ୍ତମ ଶ୍ରେଣୀ ଛାତ୍ରୀ, ଆନ୍ଦୋଳନକୁ ଓହ୍ଲାଇଲେ ବିରୋଧୀ

ଭୁବନେଶ୍ୱର : କନ୍ଧମାଳ ଗ୍ରୀନବାଡ଼ି, ଢେଙ୍କନାଳ ସପ୍ତଶଯ୍ୟା ଆଶ୍ରମ ସ୍କୁଲ, କଳାହାଣ୍ଡି ନବୋଦୟ ବିଦ୍ୟାଳୟ ପରେ ଧର୍ମଗଡ଼ରୁ ଆସିଛି ସଙ୍ଗୀନ ଅଭିଯୋଗ । ଏଠାରେ ମଧ୍ୟ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବାର ଥାନାରେ
Read More...

ବାର୍ଦ୍ଧକ୍ୟ ଭତ୍ତା ୨ ଶହ ଟଙ୍କା ବଢାଇଲେ ରାଜ୍ୟ ସରକାର

ମାସିକ ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧୀକାରୀ ପାଇବେ ୫୦୦ ଟଙ୍କାଭୁବନେଶ୍ବର  : ବଢିଲା ବାର୍ଦ୍ଧକ୍ୟ ଭତ୍ତା । ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ୨ ଶହ ଟଙ୍କା ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି
Read More...

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ: କେନ୍ଦ୍ର ସରକାରଙ୍କ ନଜରରେ ଓଡ଼ିଶା

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ରଭୁବନେଶ୍ୱର  :  କୃଷ୍ଣପ୍ରସାଦ ବ୍ଲକ ଚାରିଛକ ଉଦୟନାଥ ଜେନା ଖେଳପଡ଼ିଆଠାରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ କେନ୍ଦ୍ର ପ୍ରାକୃତିକ ଗ୍ୟାସ୍ ଓ
Read More...

ଏବେ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟସେବାରେ ମାଗଣା ଚିକିତ୍ସା ସୁବିଧା

ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ମିଳିବ ମାଗଣା ସ୍ୱାସ୍ଥ୍ୟସେବାଭୁବନେଶ୍ୱର : ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧିକୁ ପୁଣି ଥରେ ବୃଦ୍ଧି କରିଛନ୍ତି । ଏଣିକି ରାଜ୍ୟର ସମସ୍ତ ସରକାରୀ
Read More...