Browsing Category
Odisha
ଆଜିଠାରୁ କଟକ ବଡ଼ ମେଡିକାଲରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ
ଆଜିଠାରୁ କଟକ ବଡ଼ ମେଡିକାଲରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ ହୋଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡ଼ୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି।http://eswasthya.odisha.gov.in ସାଇଟ୍ ଭିଜିଟ କରି ଅନଲାଇନ୍…
Read More...
Read More...
ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ରାଉଳଙ୍କୁ ମିଳିଲା ନ୍ୟାୟ: ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ
ତିର୍ତ୍ତୋଲ ଏସିଡ୍ ମାଡ଼ ଘଟଣାରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ | ଗିରଫ ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ…
Read More...
Read More...
ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ…
Read More...
Read More...
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ। ରାଜଧାନୀ ଭୁବନେଶ୍ୱର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ପରଲୋକ ହୋଇଛି। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ହୃଦଘାତ ଯୋଗୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ…
Read More...
Read More...
ପୁରୀ ଠାରୁ ୯୩୦ କିଲୋମିଟର ଦୂରରେ ବାତ୍ୟା ‘ଅସାନି’
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା 'ଅସାନି'ର ଗଭୀର ଅବପାତ ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ଘଣ୍ଟା ପ୍ରତି ଏହା ୧୪…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ । ଭୁବନେଶ୍ୱରରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାରେ ଯୋଗଦେବାକୁ ଆସିଛନ୍ତି ଅର୍ଜୁନ ରାମପାଲ। ଏହି…
Read More...
Read More...
ବାତ୍ୟା ପ୍ରଭାବରେ ୧୦ ସନ୍ଧ୍ୟାରୁ ବର୍ଷା
୧୦ ସନ୍ଧ୍ୟାରୁ ବର୍ଷା । ବାତ୍ୟା 'ଅସାନି' ପ୍ରଭାବରେ ୧୦ତାରିଖ ସନ୍ଧ୍ୟାରୁ ବର୍ଷା । ୧୦ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବ । ବିଶେଷ କରି ୧୧ଟି ଉପକୂଳ ଜିଲ୍ଲାରେ ପ୍ରଭାବ ଲାଗି ରହିବ । କମ୍ ପବନ ସହ…
Read More...
Read More...
ମନ୍ତ୍ରୀଙ୍କ ପରେ ଏବେ ସଚିବଙ୍କ ପାଳି
ମନ୍ତ୍ରୀ ମାନଙ୍କ ପରେ ଏବେ ସଚିବଙ୍କ ପାଳି । ସରକାରଙ୍କୁ ରିପୋର୍ଟ କାର୍ଡ ଦେବେ ପ୍ରତିଟି ବିଭାଗ । ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ପଞ୍ଚମ ପାଳିର ୩ ବର୍ଷ ପୂରଣ ହେବ । ପ୍ରଥମ…
Read More...
Read More...
ବୃଦ୍ଧି ପାଇଲା ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ
ବୃଦ୍ଧି ପାଇଲା ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ । ରାଜ୍ୟ ସରକାର ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଭୁବନେଶ୍ୱରରେ ଇଣ୍ଡିଆନ ସ୍କିଲ…
Read More...
Read More...
ଅବପାତରେ ପରିଣତ ହେଲା ଲଘୁଚାପ
ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ଆଣ୍ଡମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଅବପାତର ରୂପ ନେଇଛି। ଏହା ବର୍ତ୍ତମାନ ପୁରୀଠୁ ୧୩ଶହ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ…
Read More...
Read More...
ଲ୍ୟାଣ୍ଡଫଲ କରିବନି ବାତ୍ୟା
ସ୍ଥଳଭାଗ ଛୁଇଁବ ନାହିଁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା। ଏନେଇ ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିବନି।…
Read More...
Read More...
ରାୟଗଡ଼ାରେ ୨ଟି ହଷ୍ଟେଲରୁ ୬୪ ପିଲା କରୋନା ପଜିଟିଭ
ରାୟଗଡ଼ା ଜିଲ୍ଲାର ୨ଟି ସ୍ଥାନରୁ ୬୪ଜଣ ପିଲାଙ୍କୁ କରୋନା । ରାୟଗଡା କୋଟଲାଗୁଡ଼ା ସ୍ଥିତ ଏକ ହଷ୍ଟେଲର ୪୪ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ବେଳେ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟର ୨୦ ଜଣ ପିଲା କରୋନା ଆକ୍ରାନ୍ତ ହୋଇଛନ୍ତି…
Read More...
Read More...
ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ କମର୍ସ ଡିଗ୍ରୀଧାରୀ
ଏଣିକି ବାଣିଜ୍ୟରେ ଡିଗ୍ରୀଧାରୀ (କମର୍ସ ଗ୍ରାଜୁଏଟ୍ ଓ ପୋଷ୍ଟ୍ ଗ୍ରାଜୁଏଟ୍)ମାନେ ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା…
Read More...
Read More...
ଏଥର ଆଗୁଆ ଆସିବ ମୌସୁମୀ
ଏଥର ଆଗୁଆ ଆସିବ ମୌସୁମୀ । ମେ ମାସ ଶେଷ ସପ୍ତାହରେ ଆସିପାରେ । ହେଲେ ଚଳିତ ମାସ ଶେଷ ଆଡକୁ ତାପମାତ୍ରା ହ୍ରାସ ହେବ । ଏନେଇ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।ସେ କହିଛନ୍ତି ଯେ, ଏଥର ଶୀଘ୍ର ମୌସୁମୀ ଆସିବାର ସମ୍ଭାବନା…
Read More...
Read More...