Browsing Category

Odisha

ସହିଦଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରିବା ଘଟଣାରେ ଦେବାଶିଷଙ୍କ ବିରୋଧରେ ମାମଲା ରୁଜୁ

କଟକ: ସହିଦଙ୍କ ସମ୍ପର୍କୀୟଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣାକୁ ନେଇ କଟକ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଛି। ଧକ୍କା ମାରିବା ଓ ଗାଳିଗୁଲଜ କରିବା ଅଭିଯୋଗରେ ପୁଲିସ୍‌ ମାମଲା ରୁଜୁ କରିଛି।
Read More...

୨୫ରେ ଆସିବେ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ଆସନ୍ତା ୨୫ତାରିଖରେ ପୁଣିଥରେ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଓଡ଼ିଶା ଗସ୍ତରେ ଆସିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଗତ
Read More...

ପାଣି ଟ୍ୟାଙ୍କରରୁ ୪୩୩ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ରାୟଗଡ଼ା: ପଦ୍ମପୁର ଥାନା ଅନ୍ତର୍ଗତ ପାଟିଲବନ୍ଧ ଛକରୁ ଶୁକ୍ରବାର ଏକ ପାଣି ଟ୍ୟାଙ୍କରରୁ ୪୩୩ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଅଭିଯୋଗରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗଂଜାମ, ଗଜପତି, ରାୟଗଡ଼ା ଓ
Read More...

ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା
Read More...

ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍ କଥା ମାନିଲେ ବୋର୍ଡ କର୍ତ୍ତୃପକ୍ଷ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ଅର୍ଥାତ୍ ଆଜି ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସ୍ୱୀକାର କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ତାଙ୍କ
Read More...

ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ

ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ । ରାଜଧାନୀର ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଛି । ଏବଂ ସ୍ଥାନୀୟ
Read More...

ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍

ଜୟପୁର: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର
Read More...

ଆଜିଠାରୁ ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ପରିକ୍ଷାର୍ଥୀ । ପରୀକ୍ଷା ବେଳେ କପି ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପରୀକ୍ଷା କେନ୍ଦ୍ରକୁ କପି ନଆଣିବାକୁ
Read More...

ଡଙ୍ଗା ପାର ହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ୪୦ ଛାତ୍ରଛାତ୍ରୀ

ଅସ୍ତରଙ୍ଗ: ଆଜି ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ବିପଦ ସଙ୍କୁଳ ଅବସ୍ଥାରେ ୪୦ ଜଣ ପରୀକ୍ଷାର୍ଥୀ ଦେବୀ ନଦୀରେ ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଏପରି ଅଭାବନୀୟ ଚିତ୍ର
Read More...

ପିଏମ୍ ଯୋଜନାରେ ସାମିଲ ହେବ ଓଡ଼ିଶା

ଭୁବନେଶ୍ୱର: କାଳିଆ ଯୋଜନାର କାର୍ଯ୍ୟାନ୍ୱୟନ ତଦାରଖ ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ କିଷାନ୍
Read More...

କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି

ଭୁବନେଶ୍ୱର: କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାର ଗୁରୁବାର ଏକ ଭେଟି ଦେଇଛନ୍ତି । ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଏହି ପଦକ୍ଷେପ ନେବା ପରେ
Read More...

ପାକିସ୍ତାନରେ ବିଜେଡି ବିଧାୟକଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ପାକିସ୍ତାନରେ ଏବେ ବିଜେଡି ବିଧାୟକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ନେଇ ସାରା ଭାରତବର୍ଷକୁ ଚକିତ କରିଦେଇଛି । ପୁଲୱାମାରେ ସହିଦ୍ ଓଡିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି
Read More...

ନବନିର୍ମାଣ କୃଷକ ସଂଗଠନର ୧୨ଘଂଟିଆ ଓଡିଶା ବନ୍ଦ ପାଳନର ପଡିଲା ଆଂଶିକ ପ୍ରଭାବ

ଭୁବନେଶ୍ୱର: ନବ ନିର୍ମାଣ ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀ ଆନ୍ଦୋଳନକୁ ପୋଲିସର ଦମନ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ୧୨ଘଂଟିଆ
Read More...

ଅର୍ଦ୍ଧନିମିତ ପାଇଖାନା ଟାଙ୍କିରୁ ମିଳିଲା ଶିଶୁକନ୍ୟାଙ୍କ ମୃତଦେହ

ମାଲକାନଗିରି: ମାଲକାନଗିରି ସହରର ଲାଠିଆଗୁଡ଼ାଠାରେ ଆଜି ଏକ ଅର୍ଦ୍ଧନିମିତ ପାଇଖାନା ଟାଙ୍କିରୁ ଜଣେ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ଶିଶୁକନ୍ୟାର ବୟସ ୪ବର୍ଷ । କାଲିଠାରୁ ଏହି ଶିଶୁକନ୍ୟା ଜଣଙ୍କ ନିଖୋଜ
Read More...