Browsing Category

Odisha

କନ୍ଧମାଳରେ ମାଓ ପୋଷ୍ଟର

ବାଲିଗୁଡ଼ା: କନ୍ଧମାଳରେ ମାଓ ପୋଷ୍ଟର। ବାଲିଗୁଡ଼ାର ପରମପାଙ୍ଗା ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲାଗିଛି। ଭୋଟ୍ ବର୍ଜନ
Read More...

ଦନ୍ତାହାତୀ ହାବୁଡ଼ରେ ପଡ଼ି ଜଣେ ମୃତ

କାମାକ୍ଷାନଗର: ବୁଧବାର ସକାଳେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କଦଳୀପାଳ ଗାଁର ଜଣେ ବ୍ୟକ୍ତିଙ୍କୁ ଗୋଟାଏ ଦନ୍ତାହାତୀ ମାରି ପକାଇଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ୫୫ ବର୍ଷିୟ ଗୌରାଙ୍ଗ ପଲେଇ।
Read More...

ଦାମୋଦର ରାଉତଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ସୂଚନା ଯେ,୨୦୧୦ ମସିହାରେ ଦାମୋଦର ରାଉତ ଏକ ସାଧାରଣ
Read More...

ମମତାଙ୍କ ଟାର୍ଗେଟରେ ଭଦ୍ରକ, ଖୋର୍ଦ୍ଧା: ୨ଲୋକସଭା, ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ(ଟିଏମସି) ଗତକାଲି ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଥିରେ ଓଡ଼ିଶାରେ ଲଢ଼ିବାକୁ ଘୋଷଣା କରିଛି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗତକାଲି କୋଲକାତାରେ ଓଡ଼ିଶାର
Read More...

ସରକାର ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ମୌଳିକ ସୁବିଧା ଦେଇପାରିନାହିଁ :ଧର୍ମେନ୍ଦ୍ର

ଖଲ୍ଲିକୋଟ: ଖଲ୍ଲିକୋଟରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,
Read More...

ବିନା ପାରିଶ୍ରମିକରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ ପଣ୍ଡିତ ରବିନ ସାର୍

ଜଳେଶ୍ୱର : ତାଙ୍କର ନିଶା ଓ ପେଶା ପିଲାଙ୍କୁ ପାଠ ପଢ଼ାଇବା। ସେଥିପାଇଁ ଅବସର ପରେ ବି ଛାଡ଼ି ନାହାନ୍ତି ପାଠ ପଢ଼ାଇବାର ଅଭ୍ୟାସ। ଆଜିକୁ ୨ ବର୍ଷ ହେଲାଣି ସ୍କୁଲ ଯାଇ ମାଗଣାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏହି ଶିକ୍ଷକ
Read More...

ଟିକେଟ ମିଳିଲେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ: ପୃଥ୍ୱୀବଲ୍ଲଭ ପଟ୍ଟନାୟକ

ଭୁବନେଶ୍ୱର : ଚଳିତ ଥର ବିଧାନସଭା ନିର୍ବାଚନ ଲଢିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ
Read More...

ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦିଆଯିବ ଗୁରୁତ୍ୱ:ନବୀନ

ଭୁବନେଶ୍ୱର: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଟିକେଟ ପାଇଁ ବିଭିନ୍ନ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକ
Read More...

ଏନକାଉଣ୍ଟରେ ଅପରାଧୀ ରଶ୍ମୀରଞ୍ଜନ ଆହତ

ପୁରୀ : ପୁରୀରେ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ରଶ୍ମୀ ରଞ୍ଜନ ଆହତ । ମିଳିଥିବା ସୂଚନା ଅନୁସାରେ ପୁରୀ ସିଦ୍ଧ ମହାବୀର ମନ୍ଦିର ନିକଟରେ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।
Read More...

ରୋଜଗାର ଆଶାରେ ବିଦେଶରେ ଫସିଛନ୍ତି ଓଡିଆ ଶ୍ରମିକ: ସହାୟତା ହାତ ବଢାଇଲା ୟୁଏଇ ଓଡିଆ ସମାଜ

ଗଞ୍ଜାମ: ଦୁବାଇରୁ ଆସିଛି ଦାଦନଙ୍କ ଦୁଃଖଭରା କାହାଣୀ । ଦୁବାଇରେ ଫସିରହିଛନ୍ତି ୪୦ ଜଣ ଓଡିଆ ଶ୍ରମିକ । ରୋଜଗାର ଆଶାରେ ବିଦେଶ ଯାଇଥିବା ଗଞ୍ଜାମ ଖଲ୍ଲିକୋଟ ଅଚଂଳର ଶ୍ରମିକମାନଙ୍କୁ କାମ ନଦେଇ ନିର୍ଯାତନା ଦେଉଛି ଠିକାଦାର
Read More...

ରାଜ୍ୟର କିଛି ସ୍ଥାନରେ ୧୫ ଯାଏ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବା ସହ ଗରମ ଅନୁଭୂତ ହୋଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର
Read More...

ନିର୍ବାଚନ ନୂଆ ନିୟମ ବାବଦରେ ରାଜନୈତିକ ଦଳକୁ ଅବଗତ କଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆସାନ୍ତା ମାସ ୧୧ତାରିଖରୁ ହେବ ସାଧାରଣ ନିର୍ବାଚନ । ମେ ମାସ ୧୯ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ । ତେବେ ଏହି ନିର୍ବାଚନକୁ ଅପରାଧୀ ମୁକ୍ତ କରିବା
Read More...

ନିର୍ବାଚନ ପୂର୍ବରୁ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: କିଛି ଦିନର ନୀରବତା ପରେ ନିର୍ବାଚନ ପୂର୍ବରୁ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲାରେ ବର୍ବରକାଣ୍ଡ ଘଟାଇଛନ୍ତି। ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ଜଣଙ୍କୁ ଗଳାକାଟି
Read More...

ବେଲଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ପରକୀୟା ପ୍ରୀତିରୁ ମହିଳାଙ୍କୁ ହତ୍ୟା ଅଭିଯୋଗ। ଏହି ଅଭିଯୋଗ ବଲାଙ୍ଗିରରୁ ଆସିଛି। ବଲାଙ୍ଗିରର ଇଚ୍ଛାପଡ଼ା ନିକଟସ୍ଥ ସମଲେଇନଗରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ
Read More...