Browsing Category

Odisha

ମେଣ୍ଢା ମୃତ୍ୟୁ ଘଟଣା: କ୍ଷତିପୁରଣ ଦେବ। କୁ ନେଇ ଦୁଇ ମନ୍ତ୍ରୀ ମୁହାଁ ମୁହିଁ

ଭୁବନେଶ୍ବର: ନିଆଳି ମେଣ୍ଢା ମୃତ୍ୟୁ ଘଟଣାକୁ ନେଇ ଆଜି ମୁହାଁ ମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଜଙ୍ଗଲ ବିଭାଗ ଉପରେ ଦୋଷ ଲଦୁଛି । ଅଜଣା ଯନ୍ତୁର ଆକ୍ରମଣରେ ମରୁଥିବା ମେଣ୍ଢାର…
Read More...

ରାଜ୍ୟ ହାତୀ ଗଣନା ରିପୋର୍ଟ : ବଢିଛନ୍ତି ୨୨,ମରିଛନ୍ତି ୨୭

ଭୁବନେଶ୍ବର: ରାଜ୍ୟରେ ବଢ଼ିଛି ହାତୀ ସଂଖ୍ୟା । ଗତ ବର୍ଷ ଅପେକ୍ଷା ଏବର୍ଷ ୨୨ ଟି ହାତୀ ବଢ଼ିଥିବା ଗଣନାରୁ ଜଣାପଡିଛି । ଏବେ ରାଜ୍ୟରେ ୧ ହଜାର ୯୭୬ ହାତୀ ଅଛନ୍ତି । ସେଥିରେ ୩୪୪ଟି ଦନ୍ତା, ୧ ହଜାର ୯୨ ମାଈ, ୫୦୨ଟି ଛୁଆ ଓ…
Read More...

ସଡକ ଦୁର୍ଘଟଣା: ଢେଙ୍କାନାଳ ଜୀବନଖୋଲରେ ବୋଲରୋକୁ ଧକ୍କା ଦେଲା ଟ୍ରକ ୨ମୃତ,୭ ଗୁରୁତ୍ବର

ଢେଙ୍କାନାଳ: ସାଙ୍ଗ ବାହାଘର ସାରି ଫେରୁଥିବାବେଳେ ଦୁର୍ଘଟଣାରେ ୨ ସାଙ୍ଗଙ୍କ ଜୀବନ ଯାଇଛି । ମୋଟଙ୍ଗା ଥାନା ଅନ୍ତର୍ଗତ ଜୀବନଖୋଲ ଛକ ନିକଟରେ ଏକ ବୋଲରୋକୁ ଆଜି ଭୋର ପ୍ରାୟ ସାଢେ ୫ଟାରେ ଏକ ଟ୍ରକ ଧକ୍କା ଦେଇ ପଳାଇଯାଇଥିବା…
Read More...

ନିଆଳିରେ ଥମୁନି ଜନ୍ତୁ ଆତଙ୍କ: ପୁଣି ୩ ମେଣ୍ଢାଙ୍କ କଲିଜା ନେଲା

ନିଆଳି: କଟକ ଜିଲ୍ଲା ନିଆଳିରେ ଗତ ଦୁଇ ମାସ ହେବ ଲାଗି ରହିଥିବା ଅଜଣା ଆତଙ୍କ ଥମିବାର ନାଁ ନେଉନି । ପ୍ରଶାସନର ଉଦ୍ୟମ ଶତ୍ତ୍ୱେ ଧରା ଦେଉନି ଅଜଣା ଯନ୍ତୁ । ଏମିତିକି ସମସ୍ତଙ୍କ ଆଖିରେ ଧୁଳି ଦେଇ କରିଚାଲିଛି ମେଣ୍ଢା…
Read More...

ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ଉଡ଼ାଣ ବାତିଲ

ଭୁବନେଶ୍ବର: ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ଯାତ୍ରୀମାନେ ବିମାନରେ ବସିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେମାନଙ୍କୁ ଓହ୍ଲାଇ ଦିଆଯାଇଛି। ଭୁବନେଶ୍ୱର…
Read More...

ଆଜି ବାହୁଡା: ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି,,୨ଟାରେ ରଥଟଣା

ପୁରୀ:ଆସନ୍ତାକାଲି (ସୋମାବାର) (ବାହୁଡ଼ା ଯାତ୍ରା। ଏହା ପୂର୍ବରୁ ସାଂଧ୍ୟ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଆସନ୍ତାକାଲି ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି। ସୁରକ୍ଷା ପାଇଁ ଆଜି ୩୦ ପ୍ଲାଟୁନ ଫୋର୍ସ ବ୍ୟବସ୍ଥା ହୋଇଥିବା…
Read More...

ବାହୁଡା ପ୍ରସ୍ତୁତି : ଗୁଣ୍ଡିଚା ମନ୍ଦିରରେ ରବିବାର ସଂଧ୍ୟା ୭ରୁ ଦର୍ଶନ ବନ୍ଦ

ପୁରୀ: ସୋମବାର ବାହୁଡାଯାତ୍ରା । ଏଥିଲାଗି ଆରମ୍ବ ହୋଇଛି ପ୍ରସ୍ତୁତି । ସେଥିଲାଗି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କିଛିଟା କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା କାଲି ସଂଧ୍ୟା ୭ଟା ଯାଏ…
Read More...

ନାକଚଣା ଦୁଆରେ ତିନି ରଥ,୩ରେ ବାହୁଡା ଯାତ୍ରା

ପୁରୀ: ଦକ୍ଷିଣମୋଡ଼ ନେଇ ନାକଚଣା ଦୁଆରେ ଆଜି ଲାଗିଛି ନନ୍ଧିଘୋଷ । ଗତ କାଲି ଠାରୁ ଦର୍ପଦଳନ ଓ ତାଳଧ୍ୱଜ ରଥ ଦକ୍ଷିଣମୋଡ ନେଇ ନାକଚଣା ଦୁଆରେ ଲାଗିଥିଲା । ଏହା ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି…
Read More...

ନିଆଳିରେ ଥମୁନି ଅଜଣା ଜନ୍ତୁର ଆତଙ୍କ: ପୁଣି ମାରିଲା ମେଣ୍ଡା

ନିଆଳି: କଟକ ଜିଲ୍ଲା ନିଆଳିରେ ଗତ ଦୁଇ ମାସ ହେବ ଲାଗି ରହିଥିବା ଅଜଣା ଆତଙ୍କ ଥମିବାର ନାଁ ନେଉନି । ପ୍ରଶାସନର ଉଦ୍‌ୟମ ଶତ୍ତ୍ୱେ ଧରା ଦେଉନି ଅଜଣା ଯନ୍ତୁ । ଏମିତିକି ସମସ୍ତଙ୍କ ଆଖିରେ ଧୁଳି ଦେଇ କରିଚାଲିଛି ମେଣ୍ଢା…
Read More...

ପରପାରିରେ ମୀନକେତନ

ଭୁୁବନେଶ୍ୱର: ଓଲିଉଡର ବ୍ୟାଡ ମ୍ୟାନ ଅଭିନେତା ମୀନକେତନ ଦାସଙ୍କ ପରଲୋକ ହୋଇଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେଲା କ୍ୟାନସରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ…
Read More...

କେନ୍ଦ୍ର ମନ୍ତ୍ରୀ ରାମ ବିଲାସଙ୍କୁ ଭେଟିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ,ରାଜ୍ୟକୁ ଚାଉଳ କୋଟା ବଢାଇବାକୁ ରଖିଲେ ଦାବି

ଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଓଡ଼ିଶାକୁ ଅଧିକ ଚାଉଳ ଦେବା ନେଇ କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶୱାନଙ୍କୁ ଭେଟିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।…
Read More...

ସଚିବାଳୟରେ ଏସିଆନ ଆଥଲେଟିକ ଚାମ୍ପିଆନସିପ୍ର ମାସ୍କଟ ,ଓଲି ସହ ମଜାରେ ମିଶିଲେ ସିଏମ୍

ଭୁବନେଶ୍ବର: ସଚିବାଳୟରେ ଏସିଆନ ଆଥଲେଟିକ ଚାମ୍ପିଆନସିପ୍ର ମାସ୍କଟ ଓଲି । ସଚିବାଳୟର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଯେମିତି ଓଲିସହ ମିଶିବାକୁ ବ୍ୟସ୍ତ । କିଏ ସେଲଫି…
Read More...

ଆଜି ହେରାପଞ୍ଚମୀ: ରଥର ଚକ ଭାଙ୍ଗିବେ ମା’ମହାଲକ୍ଷ୍ମୀ

ପୁରୀ :ଆଜି ହେରାପଞ୍ଚମୀ । ଜଗତ୍ଜନନୀ ମା'ମହାଲକ୍ଷ୍ମୀ ଶରଧାବାଲିକୁ ଯାଇ ନନ୍ଦିଘୋଷ ରଥର ଚକ ଭାଙ୍ଗିବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ୪ଦିନ ହେଲା ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ…
Read More...

ନିଆଳି ମେଣ୍ଢା ମୃତ୍ୟୁ ଘଟଣା: ମେଣ୍ଢାଙ୍କୁ ମାରି କଲିଜା କାଢି ନେଉଛି ରାମଶିଆଳ- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର:ନିଆଳି ମେଣ୍ଢା ମୃତ୍ୟୁ ଯନ୍ତୁଙ୍କ  କାଣ୍ଡ । ମେଣ୍ଢାଙ୍କୁ ମାରି କଲିଜା କାଢି ନେଉଛି ରାମଶିଆଳ । ଆଜି ଏମିତି ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଭଅଁରାଗଡ଼ ଜଙ୍ଗଲରେ ରାମଶିଆଳର…
Read More...