Browsing Category

Odisha

ରାଜ୍ୟ ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ସହଯୋଗରେ ଗତ ୫ ବର୍ଷରେ ରାଜ୍ୟରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି ଏବଂ ଆଗାମୀ ଦିନରେ ଅନେକ ବିକାଶମୂଳକ କାର୍ଯ୍ୟ
Read More...

୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ମନ୍ତ୍ରିପରିଷଦର ମଞ୍ଜୁରୀ

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ
Read More...

ସିଡିଏମ୍‍ଓ ସମ୍ମିଳନୀର ଅନ୍ତିମ ଦିନ: ଘରୋଇ ସଂସ୍ଥାର ପରୀକ୍ଷା ରିପୋର୍ଟ ଉପରେ କଟକଣା

ଭୁବନେଶ୍ୱର: ଅବସର ଗ୍ରହଣ କରିଥିବା ଡାକ୍ତରମାନେ ଏଣିକି ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତ୍ତିରେ କାର୍ଯ୍ୟ କରିପାରିବେ । ପୂର୍ବରୁ ଏହି ବୟସସୀମାକୁ ସରକାର ୬୮ବର୍ଷ ଧାର୍ଯ୍ୟ କରିଥିଲେ । ଆଜି
Read More...

ପଞ୍ଚଭୂତରେ ଲୀନ ହେଲେ ସହିଦ ଅଜିତ କୁମାର ସାହୁ

ଢେଙ୍କାନାଳ: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା କାମାକ୍ଷାନଗର ବ୍ଲକ୍‌ ଅନ୍ତର୍ଗତ ବଡ଼ସୁଆଁଳା ଗ୍ରାମର ଅଜିତ କୁମାର ସାହୁଙ୍କ ମର ଶରୀର ଗୁରବାର ପୂର୍ବହ୍ନରେ ରାଷ୍ଟ୍ରୀୟ
Read More...

ଚତୁର୍ଦ୍ଧାମୂର୍ତ୍ତିଙ୍କ ପଇତା ତିଆରି ଫଟୋ ଭାଇରାଲ୍

ପୁରୀ:ଶ୍ରୀମନ୍ଦିର ଜଗମୋହନର ଭିତର ଦୃଶ୍ୟ ପୁଣିଥରେ ଭାଇରାଲ୍ ହୋଇଛି। ଏଥର ଜଗମୋହନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଭାଇରାଲ ହୋଇଥିବା ଜଣାପଡ଼ିଛି। ସୋଶାଲ୍ ମିଡିଆରେ ଜଣେ ପାଟରା ସେବାୟତ
Read More...

ଆରମ୍ଭ ହେଲା ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର: ତାତିରୁ ମିଳିଲା ନିସ୍ତାର । ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍ ମୌସୁମୀ ବର୍ଷା । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତ୍ତର-ପୂର୍ବ
Read More...

ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବଢିବ ବୟସ ସୀମା

ଭୁବନେଶ୍ୱର: ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା ୬୮ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା
Read More...

ଅନୁଭବଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ନବୀନ ନିବାସ ସମ୍ମୁଖରେ ଧାରଣା

ଭୁବନେଶ୍ୱର: ନ୍ୟାୟପାଇଁ ଧାରଣାରେ ବସିଲେ ମହିଳା। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା କଟକର ସସ୍ମିତା ଆଚାର୍ଯ୍ୟ ନ୍ୟାୟ ଦାବି କରି ଆଜି ସକାଳେ ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣା
Read More...

ଶୋକାକୂଳ ପରିବେଶ ମଧ୍ୟରେ ଗାଁରେ ପହଞ୍ଚିଲା ଶହୀଦ ଅଜିତଙ୍କ ମରଶରୀର

ଢେଙ୍କାନାଳ: ଶୋକାକୂଳ ପରିବେଶ ଭିତରେ ଗୁରୁବାର ପୂର୍ବାହ୍ନ ଜନ୍ମମାଟିରେ ପହଞ୍ଚିଛି ଶହୀଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର। ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଶହୀଦଙ୍କ ମରଶରୀର ପହଞ୍ଚିବା ପରେ ସେଠାରେ ଗାର୍ଡ ଅଫ
Read More...

ଦୁଇ ପିକ୍ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୮ ମୃତ ୨୪ ଗୁରୁତର

ମାଲକାନଗିରି : ଛତିଶଗଡ ବିଜାପୁର ଜିଲ୍ଲାର ନେଲସାନାର ଗତକାଲି ବିଳମ୍ୱିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ପିକ୍ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ
Read More...

ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍

ଭୁବନେଶ୍ୱର: ପୁଣି ବଦଳିଲା ନିଷ୍ପତ୍ତି। ଜୁନ୍ ୨୬ରେ ନୁହେଁ, ବରଂ ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ଖୋଲିବ ।ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତ୍ତି ବଦଳାଇଲେ ସରକାର ବୋଲି ଜଣାଯାଇଛି।ଆଜି ବିଦ୍ୟାଳୟ ଓ ଗଣଶିକ୍ଷା
Read More...

ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭୂକମ୍ପ ଝଟକା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ
Read More...

୨-୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଆରବ ସାଗରରେ ଗତ ସପ୍ତାହରେ ଦେଖାଦେଇଥିବା ସାମୁଦ୍ରିକ ଝଡ଼ ବାୟୁ ଏବେ ଦୁର୍ବଳ ହୋଇଯାଇଛି । କିନ୍ତୁ ତାହାର ପ୍ରଭାବ ଦକ୍ଷିଣପଶ୍ଚିମ ମୌସୁମୀ ଉପରେ ପଡିଛି । ମୌସୁମୀ ବାୟୁ ଏବେ ଧୀମା ହୋଇଯାଇଛି । ଏବେ
Read More...

ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ

ବ୍ରହ୍ମପୁର: ଏକ ହତ୍ୟା ମାମଲାରେ ୧୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ( ପ୍ରଥମ) ସଞ୍ଜୟ କୁମାର ସାହୁ | ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କର
Read More...