Browsing Category

Odisha

ତମାଖୁ ସେବନରେ ଆଗରେ ଓଡ଼ିଶା

କେବଳ ମଦ୍ୟପାନରେ ନୁହେଁ ବରଂ ତମାଖୁ ସେବନରେ ବି ଆଗରେ ରହିଛି ଓଡ଼ିଶା । ସଦ୍ୟ ପ୍ରକାଶିତ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣର ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ହାର ତୁଳନାରେ ପ୍ରାୟ ୧୪ ପ୍ରତିଶତ…
Read More...

ବାତ୍ୟା ଅସାନି; ଭୁବନେଶ୍ୱରର ବିଭିନ୍ନ ତଳି ଅଞ୍ଚଳର ସ୍ଥିତି ବୁଲି ଦେଖିଲେ ମେୟର ସୁଲୋଚନା ଦାଶ

ସମ୍ଭାବ୍ୟ ବାତ୍ୟା ଅସାନିକୁ ନେଇ ରାଜ୍ୟର ବିଭିନ ସ୍ଥାନରେ ଲାଗି ରହିଛି ବର୍ଷା | ଲଗାଣ ବର୍ଷା ଗତକାଲିଠାରୁ ଲାଗି ରହିଥିବା ବେଳେ, ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ତଳି ଅଞ୍ଚଳର ସ୍ଥିତି ବୁଲି ଦେଖିଛନ୍ତି ମେୟର ସୁଲୋଚନା ଦାଶ…
Read More...

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ାଉ

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ାଉ।ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଏକକାଳୀନ ୪ ସ୍ଥାନରେ ଚାଲିଛି ରେଡ୍। ଭୁବନେଶ୍ୱରର ୨ଟି ଓ ଯୋଡ଼ାର ୨ଟି ସ୍ଥାନରେ ଚାଲିଛି ରେଡ୍।ଖବର…
Read More...

ଦିବ୍ୟାଙ୍ଗଙ୍କ ପାଇଁ ରାଜଧାନୀରେ ଖୋଲିଲା ସ୍ୱତନ୍ତ୍ର ପାର୍କ

ଦିବ୍ୟାଙ୍ଗଙ୍କ ପାଇଁ ରାଜଧାନୀରେ ସ୍ୱତନ୍ତ୍ର ପାର୍କ । ମାନସିକ, ଶାରିରୀକ ଭାବେ ଅକ୍ଷମ ପିଲା ସୁବିଧାରେ ଖେଳକୁଦ ସାଙ୍ଗକୁ ମନୋରଞ୍ଜନ ଓ ଥେରାପି ନେଇ ପାରିବେ ଏହି ପାର୍କରେ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ…
Read More...

କାକିନଡ଼ା ପାଖାପାଖି ହୋଇପାରେ ଲ୍ୟାଣ୍ଡଫଲ, ଓଡ଼ିଶାରେ ରହିବ କମ ପ୍ରଭାବ

ବାତ୍ୟା ‘ ଅସାନି’ ନେଇ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚାନା ଦେଇଛନ୍ତି। କାକିନଡାଠାରୁ ୨୦୦ କିଲୋମିଟର ଦୂରରେ ରହିଛି ଅସାନି। ଗତକାଲି ଆକଳନଠାରୁ ଆଜି ଭିତରେ ଅନେକ ପରିବର୍ତ୍ତନ ହୋଇଛି। କାକିନଡ଼ା…
Read More...

ଆନ୍ଧ୍ର ଆଡେ ମୁହାଁଇଲା ବାତ୍ୟା ଅସାନି; ବିଶାଖାପାଟନମ୍‌ରେ ସ୍ଥଳଭାଗ ଛୁଇଁବ

ଅଶାନ୍ତ ହେଉଛି ଅସାନି । ସମୁଦ୍ରରେ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଇଛି ଘୂର୍ଣ୍ଣିଝଡ । କିନ୍ତୁ ବାତ୍ୟାକୁ ନେଇ ଏବେ ଅନେକ ଦ୍ଵନ୍ଦ । ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଆଇଏମ୍‌ଡି କହିଥିବା ବେଳେ ଆନ୍ତର୍ଜାତୀୟ…
Read More...

ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟର ହେବ…

ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟର ହେବ ନବକଳେବର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ…
Read More...

ଏଣିକି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ଲାଗିବ ନାମଫଳକ

ଏଣିକି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲାଗିବ । ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ନିଜର ନାମଫଳକ ଓଡ଼ିଆରେ ଲେଖିବାକୁ ବାଧ୍ୟ । ଏନେଇ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା,…
Read More...

ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ସଚିବ

ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ ପିଲା ଅନୁପସ୍ଥିତ ପ୍ରସଙ୍ଗ । ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ସଚିବ । ଏନେଇ ସବୁ ଡିଇଓମାନଙ୍କୁ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି…
Read More...

ଦେବଦୂତ ସାଜିଲା କୋଷ୍ଟଗାର୍ଡ ହେଲିକପ୍ଟର; ୧୧ ମତ୍ସ୍ୟଜୀବୀଙ୍କ କଲେ ଉଦ୍ଧାର

ମଝି ସମୁଦ୍ରରୁ ଉଦ୍ଧାର ହେଲେ ସମସ୍ତ ୧୧ ମତ୍ସ୍ୟଜୀବୀ । ଗଞ୍ଜାମ ସୋନାପୁର ନିକଟସ୍ଥ ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏୟାରଲିଫ୍ଟ ପାଇଁ ଭୁବନେଶ୍ୱରରୁ ଯାଇଥିଲା କୋଷ୍ଟଗାର୍ଡ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମତି ଦେଇନାହୁଁ; ଏଏସଆଇ

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି | ଏଥିରେ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାରର ଅନୁମତି ଦେଇନାହୁଁ ବୋଲି…
Read More...

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

କଟକ ନୂଆ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ପିନାକ ମିଶ୍ର । ଗତ ସପ୍ତାହରେ କଟକ ଡିସିପି ଭାବରେ ପିନାକଙ୍କର ବଦ ବଦଳି ହୋଇଥିଲା । ପୁର୍ବରୁ ସେ ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।…
Read More...

ଆରମ୍ଭ ହେବ ଭୁବନେଶ୍ୱରରୁ ଭାଇଜାଗ୍‌କୁ ବିମାନ ସେବା

ଭୁବନେଶ୍ୱରରୁ ଭାଇଜାଗ୍‌କୁ ବିମାନ ସେବା ଆରମ୍ଭ ହେବ। ଏହା ଭାୟା ଜୟପୁର ଦେଇ ଚଳାଚଳ କରିବ । ୯ ସିଟ୍‌ ବିଶିଷ୍ଟ ବିମାନରେ ଯାତ୍ରୀ ଯାତ୍ରା କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଡିଂରେ ଇଣ୍ଡିଆନ ଏୟାରଲାଇନ୍ସ ସାମିଲ ହୋଇଛି। ଏ…
Read More...

ଆଜିଠାରୁ କଟକ ବଡ଼ ମେଡିକାଲରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ

ଆଜିଠାରୁ କଟକ ବଡ଼ ମେଡିକାଲରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ ହୋଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡ଼ୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି।http://eswasthya.odisha.gov.in ସାଇଟ୍ ଭିଜିଟ କରି ଅନଲାଇନ୍…
Read More...