Browsing Category

National

ଯବାନଙ୍କ ଗୁଳିରେ ଟଳିଲା ଆତଙ୍କୀ ସମୀର ଟାଇଗର

କାଶ୍ମୀର: ଲଢେଇ ପାଇଁ ଯବାନଙ୍କୁ ଆହ୍ବାନ ଦେଲା ଆତଙ୍କୀ । ଆଉ ଏହି ବାହାଦୁରି ମାରିବାର ମାତ୍ର କିଛି ଘଣ୍ଟା ଭିତରେ ଆତଙ୍କୀର ମୁଣ୍ଡ ଗଡିଲା, ତାପୁଣି ସେହି ଯବାନଙ୍କ ଗୁଳିରେ । ଏ ହେଉଛି ଜମ୍ମୁ କାଶ୍ମୀର ପୁଲୱାମା…
Read More...

ସୁକମାରେ ୨ ନକ୍ସଲ ନିହତ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା

ଋାୟପୁର: ଛତିଶଗଡ଼ର ସୁକମା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ଜଣ ନକ୍ସଲପନ୍ଥୀ ନିହତ ହେବା ସହ ୧୫ ଜଣ ନକ୍ସଲ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ଼ ସଫଳତା । ଛତିଶଗଡ଼-ଓଡ଼ିଶା ପୋଲିସର ମିଳିତ କମ୍ବିଂ…
Read More...

ମନ୍‌ କି ବାତ୍‌ରେ ଚାଷୀଙ୍କ କଥା  କହିଲେ ମୋଦି

ନୂଆଦିଲ୍ଲୀ: ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଚାଷୀଙ୍କ କଥା  ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ସ୍ବାର୍ଥକୁ ଦେଖି ଏ ବର୍ଷର ବଜେଟରେ ଏକ ବଡ଼ ନିଷ୍ପତ୍ତି ନିଅାଯାଇଛି। ଯାହା ଦ୍ୱାରା ଚାଷୀଙ୍କୁ ନିଜ ଉତ୍ପାଦିତ…
Read More...

ଲୋକପାଳ ନିଯୁକ୍ତି ଦାବି : ପୁଣି ଦିଲ୍ଲୀ ରାମଲୀଳା ମୈଦାନକୁ ଓହ୍ଲାଇଲେ ଆନ୍ନା ହଜାରେ

ଭୁବନେଶ୍ୱର : ଆରମ୍ଭ ହେଲା ଆନ୍ନା ହଜାରେଙ୍କ ଦ୍ବୀତୀୟ ବଡ ଆନ୍ଦୋଳନ । ୨୦୧୧ରେ ଦୁର୍ନୀତି ବିରୋଧି କ୍ରୁସେଡର ଭାବେ ଆନ୍ନା ଦେଶରେ ଯେଉଁ ଆନ୍ଦୋଳନ ଗଢିଥିଲେ ସେଥିରେ ପୁରା ସରକାର ଦୋହଲି ଯାଇଥିଲା । ସାଧାରଣ ଲୋକଙ୍କ ଅଦ୍ଭୁତ…
Read More...

ଫେସବୁକରୁ ତଥ୍ୟ ଚୋରୀ ପ୍ରସଂଗ: ପଡୁଚି ଉଠୁଚି ଦେଶ ରାଜନୀତି, ବିଜେପି-କଂଗ୍ରେସ ବାକ୍ ଯୁଦ୍ଧ

ଭୁବନେଶ୍ବର : ଭାରତର ନିର୍ବାଚନରେ ଜନମତକୁ ପ୍ରଭାବିତ କରିବାପାଇଁ  ଫେସବୁକରୁ ତଥ୍ୟ ଚୋରି ପ୍ରସଙ୍ଗ ନେଇ ଏବେ ଭାରତୀୟ ରାଜନୀତି ପଡୁଚି ଉଠୁଚି। ନିନ୍ଦିତ ଡାଟା ଫାର୍ମ ସହିତ ସମ୍ପର୍କ ନେଇ ବିଜେପି-କଂଗ୍ରେସ ମଧ୍ୟରେ ବାକ୍…
Read More...

ଦକ୍ଷତା ବିକାଶ ଓ କୃଷି ମତଣାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ବୁଝାମଣା ପତ୍ର ସ୍ବାକ୍ଷର ଦ୍ବାରା ଗ୍ରାମାଂଚଳର…

ନୂଆଦିଲ୍ଲୀ: ଗ୍ରାମୀଣ ଯୁବକ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ସହିତ ଓ ସେମାନଙ୍କ ମଧ୍ୟରେ ଉପôାଦକତା ବୃଦ୍ଧି କରିବା ପାଇଁ ମଙ୍ଗଳବାର ଦିନ ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମବଣାଳୟ ଓ କୃଷି ଓ କୃଷକ କଲ୍ୟାଣ ମବଣାଳୟ…
Read More...

ପଦ୍ମ ସମ୍ମାନ: ଦୁଇ ଓଡ଼ିଆଙ୍କୁ ରାଷ୍ଟ୍ରପତି ଦେଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ:ଦୁଇ ଓଡ଼ିଆ ପ୍ରଭାକର ମହରାଣା ଓ ଗୋବର୍ଦ୍ଧନ ପାଣିକାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ…
Read More...

ଇରାନ୍ ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ, ୬୬ ଯାତ୍ରୀ  ମୃତ୍ୟୁ

ଭୁବନେଶ୍ବର  :  ଇରାନ୍ ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ । ୬୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ଆଜି ଅପରାହ୍ନରେ ଏହି ବିମାନଟି ତେହରାନ୍ ରୁ ୟାସୁଜ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି…
Read More...

ମସ୍କୋ ରେ ବିମାନ ଦୂର୍ଘଟଣାଗସ୍ତ : ୭୧ ଜଣ ବ୍ୟକ୍ତି ନିହତ ହୋଇଥିବା ସଂଦେହ

ମସ୍କୋ: ଋଷିଆର ଏକ ବିମାନ ଦୁର୍ଘଟଣା ଘଟିଛି । ରାଜଧାନୀ ମସ୍କୋ ନିକଟରେ ବିମାନ ଦୂର୍ଘଟଣାଗସ୍ତ ହେବାରୁ ସେଥିରେ ଥିବା ପ୍ରାୟ ୭୧ ଜଣ ବ୍ୟକ୍ତି ନିହତ ହୋଇଥିବା ସଂଦେହ କରାଯାଉଛି । ଏମାନଙ୍କ ମଧ୍ୟରୁ ୬୫ ଜଣ ହେଉଛନ୍ତି ଯାତ୍ରୀ…
Read More...

ଏସଇସିସି ତାଲିକା ବାହାରେ ସମାଜର ଆଉ ବହୁ ଗରୀବ ବର୍ଗଙ୍କୁ ପ୍ରଧାନମନ୍ରୀ ଉଜ୍ଜଳାେ ଯାଜନାରେ ସାମିଲ କରିବାକୁ କେନ୍ଦ୍ର…

ଭୁବନେଶ୍ବର: ପ୍ରଧାନମନ୍ରୀ ଉଜ୍ଜଳା େଯାଜନାରେ ହିତାଧିକାରୀ ତାଲିକା ପୂର୍ବରୁ ଜନଗଣନାର ଏସଇସିସି ତାଲିକାରେ ସୀମିତ ଥିବା ବେଳେ ସମାଜର ଆଉ ବହୁ ଗରୀବ ବର୍ଗଙ୍କୁ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାର ବଜେଟ୍ ରେ ନିଷ୍ପତିକୁ…
Read More...

ପୋଲାଭରମ ପ୍ରସଂଗ : ପ୍ରକଳ୍ପକୁ ବିରୋଧକରି କେନ୍ଦ୍ର ବିରୋଧରେ ଓଡିଶାର ସହଯୋଗ ଲୋଡିଲା ତେଲେଙ୍ଗାନା

ଭୁବନେଶ୍ବର : ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଓଡିଶାର ସହାୟତା ଲୋଡିଲେ ତେଲେଙ୍ଗାନା ସରକାର । ଏନେଇ ତେଲେଙ୍ଗାନା ସରକାରଙ୍କର ସ୍ବତନ୍ତ୍ର ପ୍ରତିନିଧି ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଅଭିବୃଦ୍ଧି ହାର ୬ ଦଶମିକ ୭୫ ପ୍ରତିଶତ

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି ୨୦୧୭-୧୮ ର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬ ଦଶମିକ ୭୫ ପ୍ରତିଶତ ରହିଛି ।…
Read More...

ସଂସଦରେ ବଜେଟ ଅଧିବେଶନ ଆରମ୍ଭ : ଏକସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ଅଧିକ ବିତର୍କ ଲୋଡା-…

ନୂଆଦିଲ୍ଲୀ: ଆଜିଠୁ ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣର ଆରମ୍ଭରେ ବାବା ସାହେବଙ୍କ ଆମ୍ବେଦକରଙ୍କ…
Read More...

କାଲି ଠାରୁ ବଜେଟ୍ ଅଧିବେଶନ : ଫେବ୍ରୁଆରି ପହିଲା ହେବ ବଜେଟ ଉପସ୍ଥାପନ

ଭୁବନେଶ୍ବର: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ବଜେଟ୍ ଅଧିବେଶନ । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ବଜେଟ ଅଧିବେଶନରେ ସଂସଦକୁ ସୁରୁଖୁରୁରେ ଚଳାଇବାପାଇଁ ସବୁ ରାଜନୈତିକ ଦଳର…
Read More...