Browsing Category
National
ଯବାନଙ୍କ ଗୁଳିରେ ଟଳିଲା ଆତଙ୍କୀ ସମୀର ଟାଇଗର
କାଶ୍ମୀର: ଲଢେଇ ପାଇଁ ଯବାନଙ୍କୁ ଆହ୍ବାନ ଦେଲା ଆତଙ୍କୀ । ଆଉ ଏହି ବାହାଦୁରି ମାରିବାର ମାତ୍ର କିଛି ଘଣ୍ଟା ଭିତରେ ଆତଙ୍କୀର ମୁଣ୍ଡ ଗଡିଲା, ତାପୁଣି ସେହି ଯବାନଙ୍କ ଗୁଳିରେ । ଏ ହେଉଛି ଜମ୍ମୁ କାଶ୍ମୀର ପୁଲୱାମା…
Read More...
Read More...
ସୁକମାରେ ୨ ନକ୍ସଲ ନିହତ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା
ଋାୟପୁର: ଛତିଶଗଡ଼ର ସୁକମା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ଜଣ ନକ୍ସଲପନ୍ଥୀ ନିହତ ହେବା ସହ ୧୫ ଜଣ ନକ୍ସଲ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ଼ ସଫଳତା । ଛତିଶଗଡ଼-ଓଡ଼ିଶା ପୋଲିସର ମିଳିତ କମ୍ବିଂ…
Read More...
Read More...
ମନ୍ କି ବାତ୍ରେ ଚାଷୀଙ୍କ କଥା କହିଲେ ମୋଦି
ନୂଆଦିଲ୍ଲୀ: ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଚାଷୀଙ୍କ କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ସ୍ବାର୍ଥକୁ ଦେଖି ଏ ବର୍ଷର ବଜେଟରେ ଏକ ବଡ଼ ନିଷ୍ପତ୍ତି ନିଅାଯାଇଛି। ଯାହା ଦ୍ୱାରା ଚାଷୀଙ୍କୁ ନିଜ ଉତ୍ପାଦିତ…
Read More...
Read More...
ଲୋକପାଳ ନିଯୁକ୍ତି ଦାବି : ପୁଣି ଦିଲ୍ଲୀ ରାମଲୀଳା ମୈଦାନକୁ ଓହ୍ଲାଇଲେ ଆନ୍ନା ହଜାରେ
ଭୁବନେଶ୍ୱର : ଆରମ୍ଭ ହେଲା ଆନ୍ନା ହଜାରେଙ୍କ ଦ୍ବୀତୀୟ ବଡ ଆନ୍ଦୋଳନ । ୨୦୧୧ରେ ଦୁର୍ନୀତି ବିରୋଧି କ୍ରୁସେଡର ଭାବେ ଆନ୍ନା ଦେଶରେ ଯେଉଁ ଆନ୍ଦୋଳନ ଗଢିଥିଲେ ସେଥିରେ ପୁରା ସରକାର ଦୋହଲି ଯାଇଥିଲା । ସାଧାରଣ ଲୋକଙ୍କ ଅଦ୍ଭୁତ…
Read More...
Read More...
ଫେସବୁକରୁ ତଥ୍ୟ ଚୋରୀ ପ୍ରସଂଗ: ପଡୁଚି ଉଠୁଚି ଦେଶ ରାଜନୀତି, ବିଜେପି-କଂଗ୍ରେସ ବାକ୍ ଯୁଦ୍ଧ
ଭୁବନେଶ୍ବର : ଭାରତର ନିର୍ବାଚନରେ ଜନମତକୁ ପ୍ରଭାବିତ କରିବାପାଇଁ ଫେସବୁକରୁ ତଥ୍ୟ ଚୋରି ପ୍ରସଙ୍ଗ ନେଇ ଏବେ ଭାରତୀୟ ରାଜନୀତି ପଡୁଚି ଉଠୁଚି। ନିନ୍ଦିତ ଡାଟା ଫାର୍ମ ସହିତ ସମ୍ପର୍କ ନେଇ ବିଜେପି-କଂଗ୍ରେସ ମଧ୍ୟରେ ବାକ୍…
Read More...
Read More...
ଦକ୍ଷତା ବିକାଶ ଓ କୃଷି ମତଣାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ବୁଝାମଣା ପତ୍ର ସ୍ବାକ୍ଷର ଦ୍ବାରା ଗ୍ରାମାଂଚଳର…
ନୂଆଦିଲ୍ଲୀ: ଗ୍ରାମୀଣ ଯୁବକ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ସହିତ ଓ ସେମାନଙ୍କ ମଧ୍ୟରେ ଉପôାଦକତା ବୃଦ୍ଧି କରିବା ପାଇଁ ମଙ୍ଗଳବାର ଦିନ ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମବଣାଳୟ ଓ କୃଷି ଓ କୃଷକ କଲ୍ୟାଣ ମବଣାଳୟ…
Read More...
Read More...
ପଦ୍ମ ସମ୍ମାନ: ଦୁଇ ଓଡ଼ିଆଙ୍କୁ ରାଷ୍ଟ୍ରପତି ଦେଲେ ପଦ୍ମଶ୍ରୀ
ନୂଆଦିଲ୍ଲୀ:ଦୁଇ ଓଡ଼ିଆ ପ୍ରଭାକର ମହରାଣା ଓ ଗୋବର୍ଦ୍ଧନ ପାଣିକାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ…
Read More...
Read More...
ଇରାନ୍ ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ, ୬୬ ଯାତ୍ରୀ ମୃତ୍ୟୁ
ଭୁବନେଶ୍ବର : ଇରାନ୍ ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ । ୬୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଏହି ବିମାନଟି ତେହରାନ୍ ରୁ ୟାସୁଜ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି…
Read More...
Read More...
ମସ୍କୋ ରେ ବିମାନ ଦୂର୍ଘଟଣାଗସ୍ତ : ୭୧ ଜଣ ବ୍ୟକ୍ତି ନିହତ ହୋଇଥିବା ସଂଦେହ
ମସ୍କୋ: ଋଷିଆର ଏକ ବିମାନ ଦୁର୍ଘଟଣା ଘଟିଛି । ରାଜଧାନୀ ମସ୍କୋ ନିକଟରେ ବିମାନ ଦୂର୍ଘଟଣାଗସ୍ତ ହେବାରୁ ସେଥିରେ ଥିବା ପ୍ରାୟ ୭୧ ଜଣ ବ୍ୟକ୍ତି ନିହତ ହୋଇଥିବା ସଂଦେହ କରାଯାଉଛି । ଏମାନଙ୍କ ମଧ୍ୟରୁ ୬୫ ଜଣ ହେଉଛନ୍ତି ଯାତ୍ରୀ…
Read More...
Read More...
ଏସଇସିସି ତାଲିକା ବାହାରେ ସମାଜର ଆଉ ବହୁ ଗରୀବ ବର୍ଗଙ୍କୁ ପ୍ରଧାନମନ୍ରୀ ଉଜ୍ଜଳାେ ଯାଜନାରେ ସାମିଲ କରିବାକୁ କେନ୍ଦ୍ର…
ଭୁବନେଶ୍ବର: ପ୍ରଧାନମନ୍ରୀ ଉଜ୍ଜଳା େଯାଜନାରେ ହିତାଧିକାରୀ ତାଲିକା ପୂର୍ବରୁ ଜନଗଣନାର ଏସଇସିସି ତାଲିକାରେ ସୀମିତ ଥିବା ବେଳେ ସମାଜର ଆଉ ବହୁ ଗରୀବ ବର୍ଗଙ୍କୁ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାର ବଜେଟ୍ ରେ ନିଷ୍ପତିକୁ…
Read More...
Read More...
ପୋଲାଭରମ ପ୍ରସଂଗ : ପ୍ରକଳ୍ପକୁ ବିରୋଧକରି କେନ୍ଦ୍ର ବିରୋଧରେ ଓଡିଶାର ସହଯୋଗ ଲୋଡିଲା ତେଲେଙ୍ଗାନା
ଭୁବନେଶ୍ବର : ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଓଡିଶାର ସହାୟତା ଲୋଡିଲେ ତେଲେଙ୍ଗାନା ସରକାର । ଏନେଇ ତେଲେଙ୍ଗାନା ସରକାରଙ୍କର ସ୍ବତନ୍ତ୍ର ପ୍ରତିନିଧି ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ…
Read More...
Read More...
ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଅଭିବୃଦ୍ଧି ହାର ୬ ଦଶମିକ ୭୫ ପ୍ରତିଶତ
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି ୨୦୧୭-୧୮ ର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬ ଦଶମିକ ୭୫ ପ୍ରତିଶତ ରହିଛି ।…
Read More...
Read More...
ସଂସଦରେ ବଜେଟ ଅଧିବେଶନ ଆରମ୍ଭ : ଏକସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ଅଧିକ ବିତର୍କ ଲୋଡା-…
ନୂଆଦିଲ୍ଲୀ: ଆଜିଠୁ ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣର ଆରମ୍ଭରେ ବାବା ସାହେବଙ୍କ ଆମ୍ବେଦକରଙ୍କ…
Read More...
Read More...
କାଲି ଠାରୁ ବଜେଟ୍ ଅଧିବେଶନ : ଫେବ୍ରୁଆରି ପହିଲା ହେବ ବଜେଟ ଉପସ୍ଥାପନ
ଭୁବନେଶ୍ବର: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ବଜେଟ୍ ଅଧିବେଶନ । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ବଜେଟ ଅଧିବେଶନରେ ସଂସଦକୁ ସୁରୁଖୁରୁରେ ଚଳାଇବାପାଇଁ ସବୁ ରାଜନୈତିକ ଦଳର…
Read More...
Read More...