Browsing Category

National

ଝାଡ଼ଖଣ୍ଡରେ ସଡ଼କ ଦୁର୍ଘଟଣା: ୧୦ମୃତ

ରାଞ୍ଚି: ଝାଡ଼ଖଣ୍ଡ ରାମଗଡ଼ ଜିଲାର କୁଜୁଠାରେ ଶନିବାର ସକାଳୁ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୩ ପିଲା ଓ ୪ ପୁରୁଷ ଅଛନ୍ତି। ଏମାନେ ସମସ୍ତେ
Read More...

ଆତଙ୍କବାଦୀମାନେ ପାକିସ୍ତାନ ମାଟି ବ୍ୟବହାର କରିପାରବେ ନାହିଁ : ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନ ଉପରେ ଅନ୍ତରାଷ୍ଟ୍ରୀୟ ଚାପ ବଢ଼ିବାରେ ଲାଗିଛି । ପରିଶେଷରେ ଚାପରେ ନଇଁଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।  ବିଦେଶରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ
Read More...

ବାରଣାସୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ମୋଦି

ବାରାଣାସୀ: ପୁଣି ଥରେ ଆଗାମୀ ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତର ପ୍ରଦେଶର ବାରାଣସୀ ଆସନରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦଳର ସଂସଦୀୟ ବୋର୍ଡ ବୈଠକରେ ଏନେଇ ଏକପ୍ରକାର ଚୂଡାନ୍ତ ହୋଇଛି ।
Read More...

ଯବାନଙ୍କୁ ଅପହରଣ ଖବର ଭୁଲ୍‌,ସେ ନିରାପଦରେ ଅଛନ୍ତି: ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ବଡ୍‌ଗାମ୍‌ ଠାରେ ସେନା ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିବା ଖବର ପ୍ରକାଶ ପାଇବା ପରେ ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟିକରଣ ଦେଇ କହିଛି କି, ସେ ନିରାପଦ୍‌ ଅଛନ୍ତି। ତାଙ୍କୁ ଅପହରଣ କରା
Read More...

ଜାମ୍ମୁ -କାଶ୍ମୀର ବଡଗାମରେ ଯବାନଙ୍କୁ ଅପହରଣ

ଜାମ୍ମୁ -କାଶ୍ମୀର : ଜମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ । ଜାମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ଏପରି ଏକ ଘଟଣା ଏବେ ସେନା ବାହିନୀର ମୁଣ୍ଡ ବିଂଧାର କାରଣ ହୋଇଛି । ଅପହୃତ ଯବାନଙ୍କ ନାଁ ମହମ୍ମଦ ୟାସିନ୍ ବୋଲି ଜଣାପଡିଛି
Read More...

ବେଶ ବଦଳାଇଲେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି

ନୂଆଦିଲ୍ଲୀ : ନୀରବ ମୋଦିଙ୍କୁ ଖୋଜୁଛି ଭାରତୀୟ ଯାଂଚ ଏଜେନ୍ସି । ହେଲେ ନୀରବ ମୋଦି ଏବେ ଏବେ ବେଶ ବଦଳାଇ ଲଂଡନରେ ବିନ୍ଦାସରେ ବୁଲୁଛି । ଲଣ୍ଡନର ରାଜରାସ୍ତାରେ ବୁଲୁଥିବା ବେଳେ ତାଙ୍କୁ ଠାବ କରିଥିଲେ ଇଂରାଜୀ ଖବର କାଗଜ
Read More...

ମେ ୯ରେ ଖୋଲିବ କେଦାରନାଥ ମନ୍ଦିର

ନୂଆଦିଲ୍ଲୀ: ଦୀର୍ଘଦିନ ଅପେକ୍ଷାର ହେବ ଅନ୍ତ । ପୁଣି ଥରେ ଆରମ୍ଭ ହେବ ଚାରିଧାମର ଯାତ୍ରା । ତେବେ ମିଳିଥିବା ସୂଚନା ଅନୁସାରେ ଭୋଲାବାବାଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଆଉମାତ୍ର ମାସ ଅପେକ୍ଷା କରିବା ପାଇଁ ପଡିବ ।
Read More...

ବଜାରକୁ ଆସିବ ୨୦ଟଙ୍କିଆ କଏନ୍

ନୂଆଦିଲ୍ଲୀ: ଖୁବଶୀଘ୍ର ବଜାରକୁ ଆସିବ ୨୦ଟଙ୍କିଆ କଏନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀରେ ଭିନ୍ନ-ଭିନ୍ନ ମୂଲ୍ୟର ନୂଆ କଏନ୍ ଉନ୍ମୋଚନ କରିଛନ୍ତି। ଏହି କଏନ୍ ଗୁଡ଼ିକ ମଧ୍ୟରେ ୧, ୨, ୫ ଓ ୧୦ ଟଙ୍କା
Read More...

କଂଗ୍ରେସରେ ଯୋଗ ଦେଇପାରନ୍ତି ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପଟିଦାର ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇ ପାରନ୍ତି। କଂଗ୍ରେସର ଉପର ସ୍ତରରୁ ପାଇଥିବା ସୂଚନା ଆଧାରରେ ନ୍ୟୁଜ୍ ଏଜେନ୍ସୀ ପିଟିଆଇ ଏହି ଖବର ପ୍ରକାଶ
Read More...

ଋଷ୍ ପାର୍ଲାମେଂଟରେ ବିଲ୍ ପାସ୍: ଅସମ୍ମାନସୂଚକ ଅନଲାଇନ୍ ପୋଷ୍ଟ କରୁଥିବା ଲୋକ ହେବେ ଦଣ୍ଡିତ

ନୂଆଦିଲ୍ଲୀ: ବୁଧବାର ଋଷ୍ ପାର୍ଲାମେଂଟ ଏକ ବିଲ୍ ପାସ୍ କରିଛି । ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନଲାଇନ୍ ପୋଷ୍ଟ୍ କରୁଥିବା ଲୋକଙ୍କୁ
Read More...

ଜମ୍ମୁ-କାଶ୍ମୀର ବସଷ୍ଟାଣ୍ଡରେ ବିସ୍ଫୋରଣ: ଅନ୍ୟୂନ ୨୬ ଜଣ ଆହତ

ଶ୍ରୀନଗର:ଜାମ୍ମୁରେ ବଡ ବିସ୍ଫୋରଣ ହୋଇଛି । ବସଷ୍ଟାଣ୍ଡରେ ଛିଡା ହୋଇଥିବା ବସରେ ବିସ୍ଫୋରଣ ହେବା ଫଳରେ ଅନ୍ୟୂନ ୨୬ ଜଣ ଣ ଆହତ ହୋଇଛନ୍ତି । ବସ ଉପରେ ଗ୍ରେନେଡରେ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ସଂପୃକ୍ତ
Read More...

ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟର ନୂଆ ନିର୍ଦ୍ଦେଶକ ହେଲେ ଅଜିତ କୁମାର

ମୁମ୍ବାଇ: ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟର ବା ବାର୍କର ପାଇଁ ନୂଆ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ବୈଜ୍ଞାନିକ ଅଜିତ କୁମାର ମହାନ୍ତିଙ୍କୁ ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି ସରକାର । ସେ ୩ବର୍ଷ
Read More...

ଆମେରିକା ପାକିସ୍ତାନକୁ ଦେଲା ଝଟ୍‌କା

ଇସ୍ଲାମାବାଦ: ଆମେରିକା ଆଜି ପାକିସ୍ତାନ ଝଟ୍‌କା ଦେଇଛି । ପୂର୍ବରୁ ଆମେରିକା ପକ୍ଷରୁ ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ପାଇଁ ଭିସା ଦିଆଯାଉଥିଲା। ହେଲେ ଆଜି ଏହି ଭିସା ଅବଧିକୁ ୩ ମାସକୁ ହ୍ରାସ କରାଯାଇଛି। ପାକିସ୍ତାନରେ
Read More...

ସ୍ୱଚ୍ଛ ସେର୍ବେକ୍ଷଣ ୨୦୧୯: ସବୁଠାରୁ ପରିଷ୍କାର ସହର ଇନ୍ଦୋର, ପରିଷ୍କାର ରାଜଧାନୀ ଭୋପାଳ

ନୂଆଦିଲ୍ଲୀ:ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ଘୋଷଣା କରାଯାଇଛି । ଏହି ସର୍ବେକ୍ଷଣ ଅନୁଯାୟୀ, ପରିଷ୍କାର ସହର ଭାବେ ଘୋଷଣା କରାଯାଇଥିବାବେଳେ ସ୍ୱଚ୍ଛ ରାଜଧାନୀ ଭାବେ ଭୋପାଳକୁ ଘୋଷଣା କରାଯାଇଛି । ଏଥରକୁ ମିଶାଇ ଇନ୍ଦୋର ତୃତୀୟ
Read More...