Browsing Category

National

କଂଗ୍ରେସର ବଡ଼ ଘୋଷଣା: ଗରିବ ପରିବାରଙ୍କ ଖାତାରେ ପ୍ରତିବର୍ଷ ଜମା ହେବ ୭୨ ହଜାର ଟଙ୍କା

ନୂଆଦିଲ୍ଲୀ : ନିର୍ବାଚନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ବଡ଼ ଘୋଷଣା କରିଛି। ସୋମବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି,
Read More...

ତିନି ଜୈଶ୍‌ ଆତଙ୍କବାଦୀଙ୍କୁ ଗିରଫ କଲେ ନିରାପତ୍ତା ବଳ

ଶ୍ରୀନଗର: ରବିବାର ଶ୍ରୀନଗର ଉପକଣ୍ଠରୁ ନିରାପତ୍ତା ବଳର ଯବାନମାନେ ଜୈଶ୍‌-ଏ-ମହମ୍ମଦ୍‌ର ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା କଥା ପୁଲିସ କହିଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଲେ ରୟୀସ୍‌ ହୁରା, ସହିଦ ଭଟ ଏବଂ
Read More...

ଭାରତୀୟ ବାୟୁସେନାରେ ସାମିଲ ହେଲା ୪ ଚିନୁକ୍‌ ହେଲିକପ୍ଟର

ନୂଆଦିଲ୍ଲୀ: ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା ୧୫ଟି ଚିନୁକ୍‌ ହେଲିକପ୍ଟର୍‌ରୁ ପ୍ରଥମ ଚାରିଟିକୁ ସୋମବାର ଦିନ ଚଣ୍ଡିଗଡ଼ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି।ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧନୋଆ ଏହି
Read More...

ପତ୍ନୀଙ୍କ କଷ୍ଟ ସହି ନ ପାରି ସ୍ୱାମୀ ବନାଇଲେ ରିମୋଟଯୁକ୍ତ ଟଏଲେଟ ବେଡ: ନ୍ୟାସନାଲ ଆଓ୍ଵାର୍ଡରେ ହେଲେ ପୁରସ୍କୃତ

ଚେନ୍ନାଇ: ତାମିଲନାଡୁର ଜଣେ ବ୍ୟକ୍ତି ବିଛଣାରେ ପଡ଼ିଥିବା ପତ୍ନୀଙ୍କ କଷ୍ଟକୁ ଦେଖି ରିମୋଟରେ ଚାଲୁଥିବା ଟଏଲେଟ ବେଡ ବନାଇଥିଲେ। ଚେନ୍ନାଇର ୪୨ବର୍ଷୀୟ ଏସ୍‌.ସର୍ବନା ମୃଥ୍ୟୁଙ୍କୁ ଏଥିପାଇଁ ନ୍ୟାସନାଲ ଇନୋଭେସନ୍‌
Read More...

ଚାଇନାରେ ରାସାୟନିକ କାରଖାନାରେ ବିସ୍ଫୋରଣ : ୪୪ ମୃତ, ୩୨ ଗୁରୁତର

ଚାଇନା :ପୂର୍ବ ଚାଇନାର ୟାଞ୍ଚେଙ୍ଗ୍‌ ସହରରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ  ୪୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ
Read More...

ଜମ୍ମୁ- କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଯବାନ ସହିଦ

ଜମ୍ମୁ: ରବିବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି।ଶନିବାର ସନ୍ଧ୍ୟା ପ୍ରାୟ ୫: ୩୦ ସମୟରେ ପୁଞ୍ଚ୍‌ର ଶହାପୁର ଏବଂ କେର୍ଣ୍ଣି
Read More...

ପାକିସ୍ତାନରେ ହିନ୍ଦୁ ବାଳିକା ଅପହରଣ ଘଟଣା : ସୁଷମାଙ୍କ ହସ୍ତକ୍ଷେପ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଇମ୍ରାନ ଖାଁ

ଇସ୍ଲାମାବାଦ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ଅପହରଣ ଓ ବଳପୂର୍ବକ ଧର୍ମପରିବର୍ତ୍ତନ ଘଟଣାରେ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ପାକିସ୍ତାନ ସରକାରଙ୍କ ଚେତା ପଶିଛି ।
Read More...

ଆଜିଠାରୁ ବିଜେପି ଆରମ୍ଭ କରିବ ନିର୍ବାଚନୀ ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଲାଗି ରବିବାରଠାରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରୁଛି ପ୍ରଚାର ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’। ଶନିବାର ସଂଖ୍ୟାଲଘୁ ବ୍ୟାପାରର କେନ୍ଦ୍ର ମନ୍ତ୍ରୀ ମୁଖ୍‌ତାର୍‌ ଆବ୍‌ବାସ୍‌
Read More...

ତୃଣମୂଳ କଂଗ୍ରେସ ନିଜ ଚିହ୍ନରୁ ‘କଂଗ୍ରେସ’ ନାମକୁ ହଟାଇଲା

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରୁ ଅଲଗା ହେବାର ୨୧ବର୍ଷ ପରେ ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସି ପାର୍ଟି ନିଜ ଲୋଗରୁ କଂଗ୍ରେସ ଶବ୍ଦ ହଟାଇ ଦେଇଛି। ପାର୍ଟିର ନୂଆ ଲୋଗରେ ସବୁଜ ରଙ୍ଗରେ ତ୍ରୁଣମୂଳ
Read More...

୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୧ ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେଲେଙ୍ଗାନାର ଆଦିଲାବାଦ ପାଇଁ ସୟମ ବାବୁ
Read More...

ଭାରତୀୟ ସେନାର ଜବାବ ଆକ୍ରମଣରେ ୧୨ ପାକ୍ ସେନା ନିହତ: ପାକ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା

ଶ୍ରୀନଗର: ବାଲାକୋଟ ଆକ୍ରମଣ ପରେ ପ୍ରତିଦିନ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରୁଛି । ଏନେଇ ଭାରତୀୟ ସେନା ଜବାବ ଦେଉଥିବା ଦେଖିବାକୁ ମିଳୁଛି । ବାରମ୍ବାର ଏଭଳି ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ କାରଣରୁ ବହୁ
Read More...

ପରବର୍ତ୍ତୀ ନୌସେନା ମୁଖ୍ୟ ଭାଇସ୍‌-ଆଡମିରାଲ୍‌ କରମବୀର ସିଂ

ନୂଆଦିଲ୍ଳୀ: ଭାଇସ୍‌-ଆଡମିରାଲ୍‌ କରମ୍‌ବୀର ସିଂ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଆଡମିରାଲ୍‌ ସୁନୀଲ ଲାନ୍‌ବା ଆସନ୍ତା ମେ ୩୧ରେ ଅବସର ଗ୍ରହଣ କରୁଥିବାରୁ ଭାଇସ୍‌-ଆଡମିରାଲ୍‌ ସିଂଙ୍କୁ ପଦୋନ୍ନତି
Read More...

ୟୁପିର ଆମେଥି ସହ କେରଳର ଓ୍ଵୟାନଦରୁ ବି ନିର୍ବାଚନ ଲଢ଼ିବେ ରାହୁଲ

ଚେନ୍ନାଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ଵୟାନଦ ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ। ଏ ସଂପର୍କରେ କେରଳ କଂଗ୍ରେସ ମୁଖ୍ୟ ମୁଲ୍ଲାପଲ୍ଲି ରାମଚନ୍ଦ୍ରନ ଶନିବାର ସ୍ପଷ୍ଟ କରିଛନ୍ତି। ରାମଚନ୍ଦ୍ରନ ଆହୁରି ବି କହିଛନ୍ତି ଯେ
Read More...

ଶପଥ ଗ୍ରହଣ କଲେ ଭାରତର ପ୍ରଥମ ଲୋକପାଳ ଜଷ୍ଟିସ୍‌ ପିନାକୀ ଘୋଷ

ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦେଶର ପ୍ରଥମ ଲୋକପାଳ ଭାବେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଜଷ୍ଟିସ୍‌ ଘୋଷ ଶପଥ ଗ୍ରହଣ
Read More...