Browsing Category

Entertainment

ବନ୍ଦ କୋଠରୀରେ ଦୁଇ ଘଣ୍ଟା ପରେ ,ଦୁଇ ମନିଟରେ କିସ ଓକେ

ମୁମ୍ବାଇ  : କିସ ବା ଚୁମ୍ବନ ଦେବା ଆଗରୁ ଦୁଇ ଘଣ୍ଟା  ପ୍ରାକ୍ଟିସ । ତାହା ପୁଣି ବନ୍ଦ କୋଠରୀରେ । ବନ୍ଧ କୋଠରୀରେ ଉଭୟ ଦୁଇ ଘଣ୍ଟା ରହିଲେ । ପରସ୍ପର ସହ ସହ କଥା ହେଲେ ଆଉ କିସର ଅଭ୍ୟାସ କଲେ । ବାସ ତା ପରେ ୨ ମିନିଟରେ…
Read More...

ବଲିଉଡରେ ଡେବୁ କରିବେ କ୍ରିକେଟରଙ୍କ ପତ୍ନୀ

ମୁମ୍ବାଇ : କ୍ରିକେଟର ଓ ବଲିଉଡ କୁଇନ ମାନଙ୍କ ଭିତରେ ସଂପର୍କ କିଛି ନୂଆ ନୁହେଁ । ଅନେକ କ୍ରିକେଟରଙ୍କ ଲଭ ଯୋଡି ହୋଇରହିଛି ବଲିଉଡର ଗ୍ଲାମର ଗର୍ଲଙ୍କ ସହ । ହେଲେ ବଲିଉଡକୁ ଏଣ୍ଟ୍ରି କରିବାକୁ ଯାୁଛନ୍ତି ଜଣେ ଭାରତୀୟ…
Read More...

ରବିଙ୍କ ନାୟୀକା ହେବେ ଇଲିଆନା

ବେଶ୍ କିଛି ବର୍ଷ ହେବ ବଲିଉଡ୍ ଇଣ୍ଡିଷ୍ଟ୍ରିରେ ନିଜ ଦମ୍ଦାର୍ ଅଭିନୟର ପରାକାଷ୍ଠା ଦେଖାଇବା ପରେ ଦକ୍ଷିଣକୁ ଲେଉଟାଣି କରିଛନ୍ତି ‘ବର୍ଫି’ ଗାର୍ଲ ଇଲିଆନା ଡିକ୍ରୁଜ୍ । ୨୦୧୨ରେ ତାଙ୍କର ଶେଷ ସାଉଥ୍ ଫିଲ୍ମ ରିଲିଜ୍ ହୋଇଥିଲା ।…
Read More...

ବିଚ ରାସ୍ତାରେ ଭିଡ ଭିତରେ କ୍ୟାଟ୍ରିନାଙ୍କୁ ଖରାପ ବ୍ୟବହାରର ଭିଡିଓ ଭାଇରାଲ

ମୁମ୍ବାଇ : ବଲିଉଡ୍‍ ଅଭିନେତ୍ରୀ କ୍ୟାଟ୍ରିନାକୈଫଙ୍କୁ ବିଚ ରାସ୍ତାରେ ଖରାପ ବ୍ୟବହାର ହେବା ଏବେ କେବଳ ବଲିଉଡ୍‍ କାହିଁକି ସାରା ସିନେ ପ୍ରେମୀଙ୍କ ମନରେ ଚର୍ଚ୍ଚାର ବିଷୟ ହୋଇଛି । କ୍ୟାଟ୍ରିନାଙ୍କୁ ଭିଡ ଭିତରେ ଖରାପ…
Read More...

ପପୁ ପମ ପମଙ୍କ ଭିଡିଓ ଭାଇରାଲ,ଓଡିଶା ଫେରିଲେ ,କହିଲେ ଆପଣ ମାନଙ୍କ ପାଇଁ ଫେରିଛି

ଭୁବନେଶ୍ୱର: ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍ପମ୍ ସୁସ୍ଥ ହୋଇ ଆଜି ଓଡ଼ିଶା ଫେରିଛନ୍ତି । ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସକୁ ପଠାଯାଇଥିଲା । ସେଠାରେ ସେ କିଛି ମାସ ରହି…
Read More...

କାହିଁକି କ୍ୟାଟ୍ରିନାଙ୍କୁ ଡରିଲେ ସେ।ନାକ୍ଷୀ ?

ମୁମ୍ବାଇ : ବଲିୟଡ ବିୟୁଡି ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ସେ।ନାକ୍ଷୀ ଡରିଲେ । ତାହା ପୁଣି ଜିମରେ ୱାର୍କ ଆଉଟ ବେଳେ। ଏମିତି ଖବର ଏବେ ବଲିଡରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ସେ।ନାକ୍ଷୀ କାହାକୁ ଡରିଲେ ତାହା ହିଁ ହେଉଛି…
Read More...

ସବୁ ଖୋଲିଦେଲେ ମଲ୍ଲିକା

ମୁମ୍ବାଇ : ସବୁ ଖୋଲିଦେଲେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ଵତ୍‌  । ବଲିଉଡର ପୂରା ସ୍କ୍ରିନ ଖୋଲି ଦେଇଛନ୍ତି। ସବୁବେଳେ ଫିଲ୍ମରେ ଚୁମ୍ବନକୁ ଚର୍ଚ୍ଚା ହୁଏ। ଏଥର କିନ୍ତୁ ପୂରା ଡ୍ରେସ ଖୋଲିଦେଇଛନ୍ତି।   ପୂରା ଇଣ୍ତଷ୍ଟ୍ରି…
Read More...

କ୍ୟାନ୍‌ସର ସହ ଲଢୁଛନ୍ତି ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

ମୁମ୍ବାଇ:  ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ବି କ୍ୟାନ୍‌ସର ସହିତ ଯୁଦ୍ଧ କରୁଛନ୍ତି । ଆଜି ଟ୍ବିଟ କରି ସୋନାଲି ଏହା ଜଣାଇଥିବା ବେଳେ ତାଙ୍କୁ ସିରିୟସ କ୍ୟାନ୍‌ସର ହୋଇଥିବା ଲେଖିଛନ୍ତି ।  କିଛି ଦିନ ତଳେ ଇର୍ଫାନ ଖାନ ମଧ୍ୟ…
Read More...

ସୁନ୍ଦରତାକୁ ନେଇ ମହିଳା ଚର୍ଚ୍ଚା ହେବା ପାଇଁ ମହିଳା ଦାୟୀ । କାହିଁକି ଏମିତି କହିଲେ ବିଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା…

ମହିଳାମାନଙ୍କ ସହ ଏକ ଭିନ୍ନ ଠଙ୍ଗରେ ବ୍ୟବହାର କରାଯାଉଛି । ସୁନ୍ଦରତାକୁ ନେଇ ସବୁବେଳେ ସମାଲୋଚନା କରାଯାଉଛି । ଏଥିପାଇଁ କେବଳ ମହିଳାମାନେ ହିଁ ଦାୟୀ । ମହିଳାଙ୍କ ସ୍ବାଧୀନତା ସଂପର୍କରେ ଏକ ମଯାଗାଜିନକୁ ଦେଇଥିବା…
Read More...

ମିଷ୍ଟର ହଜବ୍ୟାଣ୍ଡ’ରେ ଫେରିଛନ୍ତି ପ୍ରିୟା

ଓଲିଉଡର ଡ୍ରିମ ଗାର୍ଲ ତଥା ଚୁଲୁବୁଲି ନାୟିକା ପ୍ରିୟା ପୁଣି ଛୋଟ ପରଦାକୁ ଫେରିଛନ୍ତି । ପ୍ରିୟା ଅବଶ୍ୟ ସମୟ ସମୟରେ ଛୋଟ ପରଦାରେ ନଜର ଆସିଛନ୍ତି । ସଂପ୍ରତି ତାଙ୍କୁୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିଅଲିଟି ସୋ' ମିଷ୍ଟର…
Read More...

ଶ୍ରୀଜଗନ୍ନାଥ ଭଜନକୁ କଦର୍ଥ କରି ଗାଇବା ଅଭିଯୋଗରେ ସୋନା ମହାପାତ୍ରଙ୍କ ବିରୋଧରେ ଏତଲା

ଶ୍ରୀଜଗନ୍ନାଥ ଭଜନ ଆହେ ନୀଳଶୈଳକୁ କଦର୍ଥ କରି ଗାଇବା ଅଭିଯୋଗରେ ସୋନା ମହାପାତ୍ରଙ୍କ ବିରୋଧରେ ଏତଲା । ପୁରୀ ସଚେତନ ନାଗରିକ ମଞ୍ଚ ତରଫରୁ ପ୍ରସନ୍ନ କୁମାର ଦାଶ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି । ଆଗରୁ ରଙ୍ଗବତୀ…
Read More...

ଆହେ ନୀଳ ଶୈଳ ଜଣାଣ ଗାଇ ବିବାଦରେ ସୋନା ମହାପାତ୍ର

ଭୁବନେଶ୍ବର :  ସୋନା ମହାପାତ୍ର ଏବଂ ବିବାଦ ଏହାତ ଏମିତି ଅତି ସାଧାରଣ କଥା। ସେ ଯାହା କହିଲେ ଯାହା ଗାଇଲେ ସବୁଥିରେ ଯେମିତି ବିବାଦ ଛାଏଁ ଛନ୍ଦି ହୋଇଯାଏ। ଏବେ ସୋନା ସାଲବେଗଙ୍କ ଆହେ ନୀଳ ଶୈଳ ଜଣାଣ ଗାଇ ପୁଣି ଚର୍ଚ୍ଚାରେ।…
Read More...

ଉର୍ଦ୍ୁ କହିବେ ଜାକଲିନ୍..

ସିଂହଳି ସୁନ୍ଦରୀ ଜାକଲିନ୍ ଫର୍ନାଣ୍ଡିଜ୍ କହିବେ ଉର୍ଦୁ । ହଁ ଆପଣ ଯାହା ଶୁଣୁଛନ୍ତି ପୂରା ସତ । ସୁଟିଂ ସେଟରୁ ଟିକେ ଫୁରସତ ମିଳିଲେ ମାଡାମ ଲାଗିପଡୁଛନ୍ତି ଉର୍ଦ୍ୁ ଶିଖିବାରେ । ଏପରିକି ନିଜ ଭ୍ୟାନିଟି ବ୍ୟାଗରେ ଉର୍ଦୁ…
Read More...

ରିଲିଜ ପୂରବରୁ ଭାଇରାଲ..

ଏବେ ସୋସିଆଲ ମିଡିଆ ଯେଉଁଭଳି ଭାବେ ଆକ୍ଟିଭ ରହିଛି, ଗୋଟେ ପରେ ଗୋଟେ ସାଧାରଣ ଭିଡିଓ ସହ ରିଲିଜ ପୂରବରୁ ଇଂଷ୍ଟ୍ରିର ବିଗ୍ ବଜେଟ ମୁଭିର ସିନ୍ ଏବଂ ଟ୍ରେଲର ଭାଇରାଲ ହେବାରେ ଲାଗିଛି । ନିକଟରେ କିଙ୍ଗ ଖାନ୍ ଷ୍ଟାରର ମୁଭି…
Read More...