Browsing Category

Entertainment

ହିମାନୀ ଶିବପୁରୀଙ୍କୁ କରୋନା

ମୁମ୍ବାଇ: ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ଜଣାଶୁଣା ଅଭିନେତ୍ରୀ ହିମାନୀ ଶିବପୁରୀଙ୍କ କରୋନା ପଜିଟିଭ ବୋଲି ଜଣାପଡିଛି । ହିମାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ମୁଁ ଆପଣ ସମସ୍ତଙ୍କୁ…
Read More...

ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍

କଟକ: ପ୍ରଖ୍ୟାତ ଯାତ୍ରା ଅଭିନେତା ମହେନ୍ଦ୍ର ଦାସ ଆଉ ନାହାନ୍ତି। ସେ ଯଲିଉଡରେ ଭିକୁ ସେଠ୍ ନାଆଁରେ ପରିଚିତ ଥିଲେ। ସୂଚନା ଅନୁସାରେ ଗତକାଲି ରାତିରେ ଚୌଦ୍ୱାର ସ୍ଥିତ ବାସଭବନ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ…
Read More...

ଅଫତାବ ଶିବଦାସାନୀଙ୍କୁ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଅଫତାବ ସୋସିଆଲ ମିଡିଆରେ ଏ ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ । ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା…
Read More...

ରିୟାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ‌: ଡଗ୍ରସ୍‌ କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଛନ୍ତିି ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ। ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ଅନ୍ୟ ୬ଜଣ…
Read More...

ପୁଣି କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି କଙ୍ଗନାଙ୍କ ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଲାଗିଛି । କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ…
Read More...

ଓଡ଼ିଆ ଫିଲ୍ମ ନିର୍ମାତା ସାରଦା ପ୍ରସନ୍ନ ନାୟକଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀଆନ ବ୍ୟକ୍ତିତ୍ୱ ସାରଦା ପ୍ରସନ୍ନ ନାୟକଙ୍କର ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଗତ ସୋମବାରଠାରୁ ଅସୁସ୍ଥ ହୋଇ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…
Read More...

କନ୍ନଡ଼ ଅଭିନେତ୍ରୀ ସଞ୍ଜନା ଗଲ୍‌ରାନିଙ୍କୁ ଗିରଫ

ବେଙ୍ଗାଲୁରୁ: ବହୁ ଚର୍ଚ୍ଚିତ ‘ସାଣ୍ଡେଲଉଡ୍‌’ ଡ୍ରଗ ର‍୍ୟାକେଟ ମାମଲାରେ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲ୍‌ରାନିିଙ୍କୁ ଆଜି କେନ୍ଦ୍ରୀୟ କ୍ରାଇମ୍‌ ବ୍ରାଞ୍ଚ୍‌ (ସିସିବି) ଗିରଫ କରିଛି। ଗିରଫ କରେ ଅଭିନେତ୍ରୀ ସଞ୍ଜନାଙ୍କୁ…
Read More...

କଙ୍ଗନାଙ୍କୁ ଘେରିଲା ଶିବସେନା; ଡ୍ରଗ୍ସ କନେକ୍ସନର ହେବ ତଦନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି । ଏବେ କଙ୍ଗନାଙ୍କ ଉପରେ ଶିବସେନା ଆଉ ଏକ ନୂଆ ଆରୋପ ଲଗାଇଛି । କଙ୍ଗନା ଡ୍ରକ୍ସ ସେବନ କରୁଥିବା ନେଇ ଶିବସେନା…
Read More...

ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଡିଲିଂ କେସରେ ଗିରଫ ହୋଇଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଏନଡିପିସି ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ…
Read More...

ବଢିଲା କଙ୍ଗନା ରଣାୱତଙ୍କ ଅଡୁଆ, ବେଆଇନ ଅଫିସ ନିର୍ମାଣ ପାଇଁ ବିଏମସିର ନୋଟିସ

ମୁମ୍ବାଇ: ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଶିବସେନାର ଆଇଟି ସେଲ୍ ଠାଣେର ଏକ ଥାନାରେ ଏଫ୍‌ଆଇଆର୍ ଦେଇଥିବା ବେଳେ ଅନ୍ୟପଟେ ବିଏମ୍‌ସି…
Read More...

ପ୍ରଖ୍ୟାତ ତେଲୁଗୁ କମେଡିଆନ ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ: ଆର ପାରିରେ ତେଲୁଗୁ ହାସ୍ୟ ଅଭିନେତା ଜୟ ପ୍ରକାଶ ରେଡ୍ଡୀ । ଆଜି ଆନ୍ଧ୍ରପ୍ରଦେଶ ଗୁଣ୍ଟୁରସ୍ଥିତ ତାଙ୍କ ବାସଭବନରେ ହୃତଘାତରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଅଭିନେତାଙ୍କ…
Read More...

କଙ୍ଗନାଙ୍କୁ ‘ୱାଇ ପ୍ଲସ’ ସୁରକ୍ଷା ଯୋଗାଇଲେ ଗୃହମନ୍ତ୍ରୀ

ମୁମ୍ବାଇ: ଏବେ ଦେଶର ବଡ ପ୍ରସଙ୍ଗ ସାଜିଛି ବି-ଟାଉନ କୁଇନ କଙ୍ଗନା ରଣାୱତ ଓ ଶିବସେନାଙ୍କ କଳି । କିଛି ଦିନ ହେବ ଖୁଲମଖୁଲା ଶିବସେନା ନେତାଙ୍କୁ ଧମକ ଦେଇ ଚର୍ଚ୍ଚାରେ କଙ୍ଗନା । ସେହିପରି ଶିବସେନାର ମଧ୍ୟ କିଛି ନେତା ସୋସିଆଲ…
Read More...

ଅର୍ଜୁନଙ୍କ ପରେ ମଲାଇକା କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ମଲାଇକା ଅରୋରା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାର ସୂଚନା ଅଭିନେତ୍ରୀଙ୍କ ଭଉଣୀ ଅମୃତା ଆରୋରା ସେୟାର କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ଅର୍ଜୁନ କପୁର…
Read More...

ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଅଭିନେତାଙ୍କ କରୋନା ଭାଇରସ୍ ପରୀକ୍ଷା ରିପୋର୍ଟ ପଜିଟିଭ ହୋଇଥିବାବେଳେ ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହା ବିଷୟରେ…
Read More...