Browsing Category
Entertainment
ଏବେ ବାହା ହେବିନି
ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ବି ଶୁଣାଗଲାଣି । ମାତ୍ର ଦୁହେଁ ଏ ବାବଦରେ କିଛି ସ୍ପଷ୍ଟ…
Read More...
Read More...
ଓଲିଉଡର ଭରସାଟାଇଲ ଆକ୍ଟର ଦେବୁ ଦା (ଦେବୁ ବୋଷ) ଆଉ ନାହାନ୍ତି
ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିିତ୍ର ଜଗତର ଭୀଷ୍ମ ପିତାମହ, ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦ ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬…
Read More...
Read More...
ଅଭିନେତ୍ରୀ ହେଲେ ରାଧେମା,ଅସଲି ଗେଟଅପରେ ପରଦାରେ ଆସିବେ ନଜର
ନିଜର ଷ୍ଟାଇଲିଜ ଅନ୍ଦାଜ ଓ ଗ୍ଲାମରକୁ ନେଇ ବେଶ ଛର୍ଚ୍ଚିତ ଥିଲେ ଗୁରୁ ରାଧେମା । ହେଲେ ଏବେ ଗୁରୁରୁ ମାରୁ ଅଭିନେତ୍ରୀ ପାଲଟିଛନ୍ତି ରାଧେମା । ହେଲେ ଏକ ୱେବ ସିରିଜରେ ୍ଭିନୟରେ ଡେବୁ କରିଛନ୍ତି । ଏଥିରେ ଛଅଟି ଏପିସୋଡ…
Read More...
Read More...
ରଣଦୀପଙ୍କ ସହ ରୋମାନ୍ସରେ ମାତିବେ ଇଉଲିଆ , ଗୁଜବ ପ୍ରେମିକ ସଲମାନ ହତାଶ
ରୋମାନିଆ ମଡେଲ୍ କମ୍ ଆକ୍ଟ୍ରେସ୍ ତଥା ବି’ଟାଉନ୍ର ବ୍ୟାଚଲର୍ ବୟ ସଲ୍ମାନ୍ଙ୍କ ଗୁଜବ ପ୍ରେମିକା ଇଉଲିଆ ଭନ୍ତୁର୍ ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ହିମେଶ୍ ରେଶମିଅାଁଙ୍କ ସହ ଏକ ମ୍ୟୁଜିକ୍…
Read More...
Read More...
ସୁଇମିଂ ପୁଲରେ କାହିଁକି ବ୍ଲାକ୍ ବିକିନି ପିନ୍ଧଲେ ସମୀତା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଅଭିନୟ ପାଇଁ ଏଭଳି ଚର୍ଚ୍ଚା ସାଉଁଟି ନାହାନ୍ତି ସମିତା । ଅସଲ କଥା ହେଉଛି, ସୁଇମିଂପୁଲ୍ରେ ବ୍ଲାକ୍ ବିକିନି…
Read More...
Read More...
ଚର୍ଚ୍ଚାରେ ପୂର୍ଣ୍ଣଛେଦ : ସରିଲା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜନ୍ସଙ୍କ ନିର୍ବନ୍ଧ
ସବୁ ଗୁଜବ, ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି । ଦେଶୀ ଗର୍ଲଙ୍କ ହାତ ଧରିବାକୁ ପାଦେ ଆଗକୁ ବଢ଼ିଛନ୍ତି ବିଦେଶୀ ଗାୟକ । ଆଜି ମୁମ୍ବାଇରେ ପୂର୍ବତନ ବିଶ୍ବ ସୁନ୍ଦରୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜନ୍ସଙ୍କ…
Read More...
Read More...
ଶିକ୍ଷୟତ୍ରୀଙ୍କ ପ୍ରେମରେ ପଡିଥିଲେ ଭାଇଜାନ !
ପାଠ ପଢିଲାବେଳୁ ପ୍ରେମରେ ପଡିଥିଲେ ସୁପରଷ୍ଟାର । ତାହା ପୁଣି ପାଠ ପଢାଉଥିବା ଶିକ୍ଷୟତ୍ରୀଙ୍କ ପ୍ରେମରେ । ଏହି ଖୁଲାସା କରିଛନ୍ତି ନିଜେ ପ୍ରେମରେ ପଡିଥିବା ସୁପରଷ୍ଟାର ଜଣଙ୍କ । ଏବେ ଏମିତି ଖୁଲାସା ପରେ ଏହାକୁ ନେଇ…
Read More...
Read More...
ଇମୋସନାଲ ହେଲେ ପରିଣିତି
ଅଭିନେତ୍ରୀ ପରିଣୀତି ଚୋପ୍ରା ଯେତିକି ସୁନ୍ଦର ଅଭିନୟ କରନ୍ତି, ସେତିକି ସୁନ୍ଦର ଗୀତ ବି ଗାଆନ୍ତି । ଏହା ଅନେକଙ୍କୁ ନିଶ୍ଚୟ ଜଣାଥିବ । ପୂର୍ବରୁ ସେ ‘ମେରୀ ପ୍ୟାରୀ ବିନ୍ଦୁ’ରେ ମଧ୍ୟ କଣ୍ଠଦାନ କରିଛନ୍ତି । ଏବେ ଦର୍ଶକ…
Read More...
Read More...
ବାବୁସାନ ଏଥର ଦଶହରାରେ ଭୂମିକାକୁ ନେଇ ବଜାରକୁ ଆସିବେ
ଭୁବନେଶ୍ୱର : ଦଶହରାକୁ ଭୂମିକାଙ୍କୁ ନେଇ ବଜାରକୁ ଆସିବେ ବାବୁସାନ । କଣ ଆପଣ ଆଉ କିଛି ଭାବୁଛନ୍ତି କି ? ନା ନା ଆମେ କହୁଛୁ ଦଶହରା ବଜାରକୁ ପରଦାକୁ ଆସିବାକୁ ଥିବା ଓଲିଉଡ ସୁପର ଷ୍ଟାର ବାବୁସାନଙ୍କ ନୂଆ ସିନେମା ଶ୍ରୀ ମାନ…
Read More...
Read More...
ନଭେମ୍ବର ୨୦ରେ ବାହାହେବେ ଦୀପିକା-ରଣବୀର, ଇଟାଲୀରୁ ଆରମ୍ଭ ହେବ ରିଅଲ ଲଭଷ୍ଟୋରୀ !
ମୁମ୍ବାଇ : ଚର୍ଚ୍ଚାର ଅବସାନ ହେବାକୁ ଯାଉଛି । ଦୀପିକା ପାଦୁକୋନ ଓରଣବୀର କାପୁରଙ୍କ ବାହାଘର ଏକ ପ୍ରକାର ସ୍ଥିର ହୋଇସାରିଛି । ନଭେନ୍ୱର ୨୦ରେ ବଲିଉଡର ବାଜିରାଓ ମସ୍ତାନା ଓ ମସ୍ତାନୀ ପୁରସ୍ପରର ହାତ ଧରିବେ । ଏହା ରିଲରେ…
Read More...
Read More...
ତନୁପାତେଳୀ ଡାଏନା କେମିତି ହସାଇବେ
ବି’ଟାଉନ୍ର ତନୁପାତଳୀ ଡାଏନା ପେ ଣ୍ଟି ଖୁବ୍ଶୀଘ୍ର ‘ହାପ୍ପି ଫିର୍ ଭାଗ୍ ଜାୟେଗୀ’ରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଖୁବ୍ ହାସ୍ୟରସପୂର୍ଣ୍ଣ । ଡାଏନାଙ୍କୁ ଏଥିରେ ମିଳିଛି ମନଛୁଅାଁ କମେଡ଼ି ଚରିତ୍ର । ସ୍କ୍ରିପ୍ଟ…
Read More...
Read More...
ଦକ୍ଷିଣୀ ଗର୍ଲଙ୍କ ‘ମୋହ’
ଦକ୍ଷିଣ ଭାରତର କିଛି ଦମ୍ଦାର୍ ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ଆଦା ଶର୍ମା । ହିନ୍ଦୀ ଫିଲ୍ମ ଦୁନିଆରେ ବି ସେ ଏବେ ବେଶ୍ ଛାଇବାରେ ଲାଗିଛନ୍ତି । ଉଭୟ ରିଲ୍ ଏବଂ ରିଅଲ୍ ଲାଇଫ୍ରେ ଆଦା ପୂରା ସମାନ । ବୁଝିପାରିଲେନି ବୋଧହୁଏ ।…
Read More...
Read More...
ଦୀପିକାଙ୍କ ରାସ୍ତାରେ ସିଂହଳୀ ସୁନ୍ଦରୀ
ମମ୍ବାଇ : ବଲିଉଡର ଲୋକପ୍ରିୟ ନାୟିକାଙ୍କ ମନ ଆଉ ବଲିୁଢରେ ନାହିଁ । ସେଥିଲାଗି କିଛି ଦିନ ହେଲା ତାଙ୍କ ଫିଲ୍ମୀ ଆଉ ପରଦାରେ ଦେଖିବାକୁ ମିଳୁନି । କୁହାଯାୁଛି ଜାକଲିନଙ୍କ ମନ ଆଇଟମ ମନ୍ୱର କରିବାକୁ । ସେଥିଲାଗି ସେ ବଲିଉଡ…
Read More...
Read More...
କ୍ୟାନସରେ ପୀଡିତ ସୋନାଲି ପୁଅର ଜନ୍ମ ଦିନରେ ଭିଡିଓ ସେୟାର କରି ଜଣାଇଲେ ଶୁଭେଛା
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାଲି ବିନ୍ଦ୍ରେ କ୍ୟାନସରରେ ପୀଡିତ ହୋଇ ଛିକିତ୍ସିତ ହେଉଛନ୍ତି । ନିଜ ପିଲା ପରିବାରଠୁ ଦୂରରେ ଏବେ ସୋନାଲି । ଆଜି ହେଉଛି ସୋନାଲି ବିନ୍ଦ୍ରେଙ୍କ ପୁଅର ଜନ୍ନ ଦିନ । ୧୩ ବର୍ଷ ବୟସରେ ପାଦ…
Read More...
Read More...