Browsing Category

English

ଶ୍ରୀଜଗନ୍ନାଥଙ୍କ ମାଉସୀ

କଥାରେ କହନ୍ତି ମା କିଏ ଆଉ ମାଉସୀ କିଏ! ଆଉ ଇଏ ଶ୍ରୀଜଗନ୍ନାଥଙ୍କ ମାଉସୀ । ନାମ ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷଣୀ । ବାସ ସେଇ ଶ୍ରୀକ୍ଷେତ୍ର । କୀର୍ତ୍ତି ବି କିଛି କମ୍ ନୁହେଁ, ପ୍ରଳୟ ଜଳରୁ ଅର୍ଦ୍ଧେକ ଭକ୍ଷଣ କରି ସେ ମହିୟସୀ…
Read More...

ଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଶ୍ରୀମଦନମୋହନ

ଜଗନ୍ନାଥ ମହାପ୍ରଭୁଙ୍କର ସେ ଚଳନ୍ତି ପ୍ରତିମା, ପ୍ରତିନିଧି । ତାଙ୍କର ବଡ଼ ଶରଧା ଚନ୍ଦନ, କସ୍ତୁରୀ, ଅଗୁରୁ, ଧୂପ ଦୀପ କର୍ପୂର ତୁଳସୀ ଓ ପାଟ ପିତାମ୍ବରରେ । ଶରଧା ପୁଣି ଉତ୍ସବରେ ବିଜେ ହେବାରେ । ତେଣୁ ତାଙ୍କର ପରିଚୟ ଉତ୍ସବ…
Read More...

ମହାପ୍ରଭୁଙ୍କର ପ୍ରଥମ ସେବକ ଗଜପତି

ଉକ୍ରଳର ନେତା ନିଜେ ନାରାୟଣ । ତେଣୁ ଜଗନ୍ନାଥଙ୍କୁ ମୁରବୀ ମନେ କରିଥାନ୍ତି ଗଜପତି ଏବଂ ସେବକପଣରେ କରନ୍ତି ରାଜ୍ୟ ଶାସନ । ପରିସ୍ଥିତି ଦୃଶ୍ୟପଟ୍ଟ ପରିବର୍ତ୍ତନ ହେଲେ ହେଁ ଗଜପତିଙ୍କର ସେଇ ଭାବନା ଆଜି ବି ରହିଛି ।…
Read More...

ପହଣ୍ଡି ବିଜେ

ପଦ ହୁଣ୍ଡନ ସଂସ୍କୃତ ଶବ୍ଦରୁ ଏହି ପହଣ୍ଡିର ସୃଷ୍ଟି । ସରଳ ଭାଷାରେ ବୁଝାଇ କହିଲେ ଆଗକୁ ଓ ପଛକୁ ପହୁଣ୍ଡ ପକାଇ ବିଜେ ହେବାକୁ ପହଣ୍ଡି ବିଜେ କୁହାଯାଏ । ସ୍ନାନ, ଗୁଣ୍ଡିଚା ଓ ବାହୁଡ଼ାରେ ଶ୍ରୀଜଗନ୍ନାଥ ଛ’ଥର ପହଣ୍ଡି ବିଜେ…
Read More...

ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ

ବଡ଼ଦାଣ୍ଡ ଶ୍ରୀକ୍ଷେତ୍ରର ବଡ଼ ଭକ୍ତ । ତାର ବଡ଼ପଣ ତା ବଡ଼ ଠାକୁର । ତା’ଉପରେ ନାଚିକୁଦି, ହଲି ଦୋହଲି ଯିଏ କରନ୍ତି ପହଣ୍ଡିବିଜେ । ଆକାଶକୁ ଛୁଇଁବା ଭଳି ବଡ଼ରଥ ଯେଉଁ ଦାଣ୍ଡ ଉପରେ ଦଣ୍ଡାୟମାନ । ପୁଣି ଯେଉଁ ଦାଣ୍ଡ ଉପରେ ଲକ୍ଷ…
Read More...