Browsing Category

Crime

ଚଳନ୍ତା ଗାଡ଼ିରୁ ଝାମ୍ପିନେଲେ ଚେନ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ହୋଇଛି ଲୁଟ୍‌। ଆପୋଲୋ ହସ୍ପିଟାଲ ନିକଟସ୍ଥ ରାସ୍ତାରେ ଲୁଟ୍‌ ହୋଇଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ଆସି ଚେନ୍‌ ଝାମ୍ପି ନେଇଥିଲେ।…
Read More...

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପ ରାୟ ଦୋଷୀ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର । ପ୍ରଥମ ମନ୍ତ୍ରୀ ଭାବରେ କୋଇଲା…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଇଲେକ୍ଟ୍ରିକାଲ୍ ସେକ୍ସନର କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଚଣ୍ଡିଖୋଲ ଅନ୍ତର୍ଗତ…
Read More...

ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ

ଯାଜପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ବାଛଳ ପଂଚାୟତ ବେହେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ…
Read More...

ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ୩ମାସର ସର୍ତ୍ତମୂଳକ ଅନ୍ତରୀଣ…

କଟକ: ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟ  ୩ମାସର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।୧ କୋଟି ଟଙ୍କା ଜମା ଓ ୨ କୋଟିର ୨…
Read More...

ରାଜଧାନୀରେ ଚାଞ୍ଚଲ୍ୟ; ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର : ରାଜଧାନୀ ଛାତି ଉପରେ ଘଟି ଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଲୁହା ରଡ୍‌ରେ ମା'କୁ ପିଟିପିଟି ହତ୍ୟା କରିଛନ୍ତି ୨ ପୁଅ। ୨ ପୁଅ ନାବାଳକ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ…
Read More...

ଶୋଇଥିବା ଅବସ୍ଥାରେ ମା’ ଓ ୭ ବର୍ଷର ଝିଅକୁ ହତ୍ୟା

କେନ୍ଦୁଝର: ଶୋଇଥିବା ଅବସ୍ଥାରେ ଜଣେ ମହିଳା ଓ ତାଙ୍କର ୭ ବର୍ଷର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କ ୫ ବର୍ଷର ପୁଅ ଆକ୍ରମଣକାରୀଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା…
Read More...

ନବମ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣା; ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଛାନଭିନ

ଭୁବନେଶ୍ୱର: ରାଜଧାନୀରେ ନାବାଳକ ହତ୍ୟା ଘଟଣା। ନବଣ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣାରେ ଛାନଭିନ। ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ତଦନ୍ତ। ଖଣ୍ଡଗିରି ଥାନାରେ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଦୁଇଜଣିଆ…
Read More...

ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ହୋମଗାର୍ଡ ମୃତ

ମାଲକାନଗିରି: ମାଫିିଆଙ୍କ ମାଡ଼ରେ ହୋମଗାର୍ଡ ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ୱାଭିମାନ ଅଞ୍ଚଳ ମାଲକାନଗିରିରେ । ହୋମଗାର୍ଡଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ…
Read More...

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ

ଅନୁଗୁଳ:  ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ପାରିବାରିକ କଳହକୁ ନେଇ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ। ପାରିବାରିକ କଳହରୁ ହତ୍ୟା ସନ୍ଦେହ। ଅଭିଯୁକ୍ତ ସାନଭାଇକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ସୂଚନା…
Read More...

ନିଜ ଜନ୍ମକଲା ଶିଶୁକୁ ହତ୍ୟା କଲା ମା’

ଗଞ୍ଜାମ : ବ୍ରହ୍ମପୁର ପୁଲିସ ଜିଲ୍ଲାର ସଦରଥାନା ଅନ୍ତର୍ଗତ ଭାବିନୀପୁର ମହାନ୍ତି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ଘରୋଇ କଳିକୁୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଘଟି ମା' ନିଜ ଦେଢ ବର୍ଷର…
Read More...

ଜାମିନ ଖାରଜ ପରେ ଜେଲ ଗଲେ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଜିବ ଅଜୟ ଦାସଙ୍କ ଜାମିନ ଖାରଜ ହୋଇଛି । ଏହାପରେ ତାଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଛି ।…
Read More...

ନିଜ ସିନ୍ଦୁରକୁ ହାଣିଲା ସ୍ତ୍ରୀ

ବାଲିକୁଦା: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରେ ଜଣେ ମହିଳା ନିଜର ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାଯାଇଛି। ଏହାପରେ ଉକ୍ତ ମହିଳାଙ୍କୁ ଥାନାରେ ଅଟକ…
Read More...

ଝାରସୁଗୁଡ଼ା ସହରରେ ୧୭ ଜଣ ଯୁଆଡି ଗିରଫ, ୧ ଲକ୍ଷ ୮୧ ହଜାର ଟଙ୍କା ଓ ଗାଡି ଜବତ

ଝାରସୁଗୁଡ଼ା : ଝାରସୁଗୁଡ଼ା ସହରାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ପୁଲିସ ଏକ ବଡ ଧରଣର  ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା ।ସହରାଞ୍ଚଳ ର  କାଳୀ ମନ୍ଦିର ରୋଡ଼ ରେ ଥିବା ବିଜେଡି କାର୍ଯ୍ୟଳୟ ପାଖରେ ବିକାଶ…
Read More...