Browsing Category

Crime

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଥିବାର ଖବର ମିଳିଛି। ଦୁର୍ନୀତି ଅଭିଯୋଗରେ ଝାରପଡ଼ା ଜେଲରେ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଭୁବନେଶ୍ୱର ଏଡିଜେ-୩…
Read More...

ଟାଟା କଂପାନି ପକ୍ଷରୁ ସ୍ପଷ୍ଟୀକରଣ : ଆକାଶ ପାଠକ ଆମର କର୍ମଚାରୀ ନୁହେଁ 

ଭୁବନେଶ୍ୱର: ଆଇଏଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଆମର କର୍ମଚାରୀ ନୁହେଁ। ଟ୍ରାଭେଲ୍ ଏଜେନ୍ସି ସ୍କାଏ କିିଙ୍ଗ ସହ ଆମର କୌଣସି ବ୍ୟାବସାୟିକ ସଂପର୍କ ନାହିଁ ବୋଲି ଟାଟା କଂପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।…
Read More...

ସରିଲା ରିମାଣ୍ଡ : ଜେଲ ଗଲେ ପାଠକ ବାପା-ପୁଅ

ଭୁବନେଶ୍ବର: ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପାଠକ ବାପ-ପୁଅଙ୍କୁ ଭୁବନେଶ୍ବର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ହେବା ପରେ ଏବେ ଦୁହିଁଙ୍କୁ ଜେଲ ପଠାଯାଇଛି। ଜେଲ ଯିବା ପୂର୍ବରୁ ଆଇଏଫଏସ ଅଧିକାରୀ…
Read More...

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୪୨୦ !

ଭୁବନେଶ୍ବର : ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା…
Read More...

ତିନି ଦିନିଆ ରିମାଣ୍ଡରେ ପାଠକ ବାପ- ପୁଅ

ଭୁବନେଶ୍ୱର: ତିନି ଦିନିଆ ରିମାଣ୍ଡରେ ପାଠକ ବାପ- ପୁଅ । ଅଭୟକାନ୍ତ ଏବଂ ଆକାଶ ଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି । ଏନେଇ ଅନୁମତି ପ୍ରଦାନ କରିଛନ୍ତି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ । ଆୟ ବର୍ହିଭୂତ ସମ୍ପତ୍ତି…
Read More...

ପାଠକ ବାପ ପୁଅଙ୍କ ବିରୁଦ୍ଧରେ ରୁଜୁ ହେଲା କେସ : ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ୍‌ର ୬୫ ଲକ୍ଷ ଟଙ୍କା ବାକି ରଖିଛି…

ଭୁବନେଶ୍ବର : ପାଠକ ବାପ ପୁଅଙ୍କ ବିରୁଦ୍ଧରେ ରୁଜୁ ହେଲା କେସ । ଖ।ରବେଳନଗର ଥାନା ରେ କେସ ରୁଜୁ ହେଲା । ସ୍କାଇ କିଂ ର ଏମଡି ପ୍ରଭାସ କୁମାର ଚୌଧୁରୀ ଦେଲେ ଏତେଲା । 65 ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ଆଣିଛନ୍ତି ।…
Read More...

କଟକରୁ ପୁଣି ଏକ ନକଲି ହଳଦୀ, ଲଙ୍କାଗୁଣ୍ଡ, ଲୁଣ କାରଖାନା ଠାବ

କଟକ: ପୁଣି ଏକ ନକଲି ହଳଦୀ, ଲଙ୍କାଗୁଣ୍ଡ, ଲୁଣ କାରଖାନା ଠାବ । କଟକ ବିଦ୍ୟାଧରପୁର ଭଦିମୂଳଠାରେ ଚାଲିଥିଲା କାରଖାନା । ତେବେ କଟକରୁ କେତେବେଳେ ତେଲ ଜବତ ହେଲାଣିତ ପୁଣି କେତେବେଳେ ନକଲି ଘିଅ । ବାରମ୍ବାର ଚଢ଼ାଉରୁ…
Read More...

ଗିରଫ ପରେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା  ଗିରଫ ହୋଇ ଜେଲ ଯାଇଥିବା ଜଙ୍ଗଲ ବିଭାଗର ଅଧିକାରୀ ଅଭୟ ପାଠକଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା…
Read More...

ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଜେଲ୍ ଗଲେ ପାଠକ ବାପ-ପୁଅ

ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କ ଜାମିନ…
Read More...

ମାଲକାନଗିରିରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା। ମାଲକାନଗିରି ପୁଲିସ ଗୋରାସେତୁ ନିକଟରେ ଥିବା ତୋଟାଗୁଡା ଜଂଗଲରେ ବୁଲୁଥିବା ନକ୍ସଲମାନଙ୍କ ଉପରେ ଚଢଉ କରିଥିଲା। ପୁଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇଥିବା ବେଳେ…
Read More...

ସହଦେବଖୁଣ୍ଟା ଅଡର ବଜାରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ମୁନ୍ନା ଖାନ ଗିରଫ

ବାଲେଶ୍ବର : ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ। ମିଳିଥିବା ସୂଚନା ମୁତାବକ,୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଏବଂ ୨୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି ପୋଲିସ। ସହଦେବଖୁଣ୍ଟା ପୋଲିସ୍ ଅଡର ବଜାର ନିକଟରେ…
Read More...

ପିପିଲି ଥାନାରେ ଥାର୍ଡ ଡିଗ୍ରୀ ମାମଲାର ତଦନ୍ତ କରିବେ ବସେଣ୍ଟ୍ରାଲ ରେଞ୍ଜ ଡିଆଇଜି

ପିପିଲି : ଥାନାରେ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି । କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜ ଡିଆଇଜିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି ରାଜ୍ୟ ପୁଲିସ ପକ୍ଷରୁ…
Read More...

ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ : ୫  ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ 

ଭୁବନେଶ୍ୱର: ରାଜଧାନୀରେ ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ । କଟକ ରୋଡରେ କିଛି ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ବିଫଳ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହି ଘଟଣାରେ ପୋଲିସ ୫…
Read More...

ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିବା ବେଳେ ଲୁଟ୍ ଘଟଣା : ୯ ଲୁଟେରା ଗିରଫ, ନଗଦ ଟଙ୍କା ଓ କାର୍ ଜବତ

ସମ୍ବଲପୁର  : ବ୍ୟାଙ୍କକୁ ଟଙ୍କା ନେଇ ଯିବା ବେଳେ ଲୁଟ୍‌  ମାମଲାରେ ୯ଜଣଙ୍କୁ କୁଚିଣ୍ଡା ଥାନା ପୋଲିସ ଗିରଫ କରିଥିବା ବେଳେ ଆଉ ୨ଜଣ ଫେରାର ଅଛନ୍ତି । ସେମାନଙ୍କ ଠାରୁ ୧୦ଲକ୍ଷର ନଗଦ ଟଙ୍କା , କାର, ବାଇକ ଓ ସୁନାଗହଣା ଜବତ…
Read More...