Browsing Category

Bignews

ବାହୁଡିବେ ଜଗା କାଳିଆ : ୨ ମାସ ଭିତରେ ଦିଲ୍ଲୀ ଏମ୍‌ସରୁ ସୁସ୍ଥ ହୋଇ ଓଡ଼ିଶା ଆସିବେ ଦୁଇ ଭାଇ

ଭୁବନେଶ୍ୱର : ସଂପୂର୍ଣ୍ଣ ସୁସ୍ଥ ହେଲେଣି ଜଗା କାଳିଆ । ଜଗା ଭଳି କାଳିଆ ବି ସାଧାରଣ ଭାବେ ଖାଇବା ଆରମ୍ଭ କଲାଣି । ତା ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଆସିଲାଣି । ତେଣୁ ଆଉ ମାସେ କିମ୍ବା ୨ମାସ ମଧ୍ୟରେ ଉଭୟ ଶିଶୁ ଦିଲ୍ଲୀ…
Read More...

କର୍ଣ୍ଣାଟକରେ ସରକାର ଗଢିଲା ବିଜେପି ,ଶପଥ ନେଲେ ବି.ଏସ୍ ୟେଦୁରପ୍ପା

ବାଙ୍ଗାଲୋର : କର୍ଣ୍ଣାଟକରେ ସରକାର ଗଢିଲା ବିଜେପି । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବି.ଏସ୍ ୟେଦୁରପ୍ପା । ରାଜ୍ୟପାଳ ବାଜୁଭାଇ ବାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଶପଥ ପାଠ ଉତ୍ସବ ଆୟୋଜିତ…
Read More...

କର୍ଣ୍ଣାଟକରେ ସରକାର ଗଠନ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳଙ୍କ ଚିଠି: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତୁ, ୧୫ ଦିନରେ…

ବେଙ୍ଗାଲୋର: କର୍ଣ୍ଣାଟକରେ ସରକାର ଗଠନ ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ବିଏସ ୟେଦ୍ୟୁରପ୍ପାକୁ ନିମନ୍ତ୍ରଣ କରିଛନ୍ତି। ଏନେଇ ରାଜ୍ୟପାଳ ଆଜି ରାତିରେ ୟେଦ୍ୟୁରପ୍ପାଙ୍କୁ ଚିଠି…
Read More...

ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଲ କ୍ୟାଡରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର : ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଲ କ୍ୟାଡରଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଓଦମନରେ ସଫଳତା ପାଇଁ ଓଡିଶା ପୋଲିସକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ…
Read More...

ଡେରିରେ ଚେତିଲେ : ମହାନଦୀ ପାଇଁ ସରକାରଙ୍କ ମାଷ୍ଟର ପ୍ଳାନ, ୭ଟି ବ୍ୟାରେଜ ଓ ୨୨ ପ୍ରକଳ୍ପ

ଭୁବନେଶ୍ବର : ସରକାରଙ୍କ ଚେତା ପଶିଲା। ଏବେ ମହାନଦୀ ପାଣିକୁ ଅଟକାଇବାକୁ ଅଣ୍ଟା ଭିଡିଛନ୍ତି । ମହାନଦୀ ପାଣି ଅଟକାଇବା ପାଇଁ ହୀରାକୁଦରୁ ପାରାଦୀପ ଭିତରେ ୭ଟି ବ୍ୟାରେଜ ସହ ଉପ ଓ ଶାଖା ନଦୀରେ ୨୨ଟି ପ୍ରକଳ୍ପ ପାଇଁ ମାଷ୍ଟର…
Read More...

କର୍ଣ୍ଣାଟକ ନିର୍ବାଚନରେ ଏକଜିଟ୍ ପୋଲ : ଗ୍ରେସ୍-ବିଜେପି ଭିତରେ କଡା ଟକ୍କର

ଭୁବନେଶ୍ବର : ମତଦାନ ସରିଲା ଏଥର ନିର୍ବାଚନ ଫଳାଫଳକୁ ଅପେକ୍ଷା । କିଏ ଜିତିବ କର୍ଣ୍ଣାଟକ । ୧୫ତାରିଖ ଭୋଟ ଗଣତି ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ବିଭିନ୍ନ ଏକଜିଟ୍‌ ପୋଲ ଆକଳନ ଅନୁଯାୟୀ, କଂଗ୍ରେସ ଆଗୁଆ ରହିଛି । ତେବେ…
Read More...

କାଲି ହଟିବ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସାଇନ୍-ଏ-ଡାଏ , ୧୭ରୁ ୨୦ ପରୀକ୍ଷା, ୨୭ରେ ରେଜଲ୍ଟ

କଟକ  :  କାଲି ଅପରାହ୍ନ ୫ ଟା ପୂର୍ବରୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଉପରୁ ସାଇନ୍-ଏ-ଡାଏ ହଟିବ  ବୋଲି ବିଶ୍ୱ ବିଦ୍ୟାଳୟ କୁଳପତି ଈଶାନ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି , ଆସନ୍ତାକାଲି ସାଇନ-ଏ-ଡାଏ ହଟାଯିବ,…
Read More...

ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିବ :  ଓଏମଆର୍ ସିଟ୍ ବଦଳରେ ପ୍ରଶ୍ନପତ୍ରରେ ୧୦ ମାର୍କର ୫ ପ୍ରଶ୍ନ ରହିବ

ଭୁବନେଶ୍ୱର  : ମାଟ୍ରିକ ପରୀକ୍ଷା ଢାଞ୍ଚା ପୁଣି ଥରେ ବଦଳିବ । ଛାତ୍ରଛାତ୍ରୀମାନେ ଏଣିକି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ଢାଞ୍ଚାରେ ପରୀକ୍ଷା ଦେବେ । ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷାରେ ଓଏମଆର୍ ସିଟ୍…
Read More...

ଓଲିଉଡର ମାଆ ଆଉ ନାହାନ୍ତି

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଅନୀତା ଦାସ ଆଉ ଗହଣରେ ନାହାନ୍ତି। ସେ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ସମୟରେ ନିଜର କଟକର ମିଶନ୍‌ ରୋଡସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…
Read More...

ରେଭେନ୍ସା ଛାତ୍ର ଆନ୍ଦୋଳନ ପ୍ରତ୍ୟାହୃତ, ହଟିବ ସାଇନ୍-ଏ-ଡାଏ !

ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଅତି ଶୀଘ୍ର ସ୍ୱାଭାବିକ ହେବାକୁ ଯାଉଛି। ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ହଟିବା ନେଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ କୁଳପତିଙ୍କ ସହ ଆଲୋଚନା ପରେ…
Read More...

ହଟିଲେ ମୁନା ଖାଁ, କୁନା ତ୍ରୀପାଠୀ ହେଲେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର : ହଟିଲେ ମୁନା ଖାଁ ।  ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ହେଲେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁନା ତ୍ରୀପାଠୀଙ୍କୁ ଏହି ନୂଆ ନିଯୁକ୍ତି…
Read More...

ଆଳୁ ବଜାରରେ ଲାଗିଛି ନିଆଁ : କଳାବାଜାରୀଙ୍କୁ ବାନ୍ଧ – ମନ୍ତ୍ରୀ

ଭୁବନେଶ୍ୱର  : ନିୟନ୍ତ୍ରଣ ବାହାରେ ଆଳୁଦର । ସମସ୍ୟାର ସମାଧାନ ପାଇଁ ୨ମାସ ତଳେ ରାଜ୍ୟ ସରକାର ଯେଉଁ ଯୋଜନା କରିଥିଲେ ତାକୁ ନେଇ ବି ଦ୍ୱନ୍ଦ୍ୱ । ନାଫେଡ୍ ଠାରୁ ଆଳୁ କିଣିଲେ ୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା ଦେଲା ଭଳି…
Read More...

ରେଭେନ୍ସାରେ ସାଇନ-ଏ-ଡାଏ

ଭୁବନେଶ୍ୱର : ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସାଇନ-ଏ-ଡାଏ  । କାଲି ସକାଳ ୧୦ଟା ସୁଦ୍ଧା ହଷ୍ଟେସ ଛାଡିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ  ।  ଫି ବୃଦ୍ଧିକୁ ନେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଏହା ଫଳରେ…
Read More...

ବସ୍ତି ବାସିନ୍ଦାଙ୍କୁ ଜମି ମାଲିକାନା :୨୦୦୦ ବାସ୍ତିବାସିନ୍ଦା ପରିବାରକୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର : ସହରରେ ଜମି ମାଲିକାନା ପାଇଲେ ବସ୍ତିବାସନ୍ଦା ।  ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବାରେ ଓଡ଼ିଶା ସାରାଦେଶରେ ପ୍ରଥମ । ଗଞ୍ଜାମର ଛତ୍ରପୁରରୁ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...