Browsing Category
Bignews
ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍: କ୍ରାଇମବ୍ରାଞ୍ଜର ତଦନ୍ତ ଆରମ୍ଭ
ବ୍ରହ୍ମପୁର: ଅନ୍ତର୍ଜାତୀୟ ଫେକ୍ କଲ୍ ନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଜ । ବ୍ରହ୍ମପୁରରେ ଅଣ୍ଡରୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍ର ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଝଞୠ ଓ ଋଙଡର ଜଣେ ଅତିରିକ୍ତ ଏସ୍ପିଙ୍କ…
Read More...
Read More...
ଗୁରୁବାରରୁ ଭୁବନେଶ୍ୱରରୁ ବାଙ୍ଗାଲୁରକୁ ଗଡିବ ହମ୍ସଫର ଏକ୍ସପ୍ରେସ୍
ଭୁବନେଶ୍ୱର:ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ବାଙ୍ଗାଲୁରକୁ ନୂଆ ଏକ୍ସପ୍ରେସ୍ ଯାତ୍ରା କରିବ। ଭୁବନେଶ୍ୱର-କ୍ରିଷ୍ଣାରାଜପୁରମ(ବାଙ୍ଗଲୋର) ହମ୍ସଫର ଏକ୍ସପ୍ରେସ୍ଟି ସାପ୍ତାହିକ ବୋଲି…
Read More...
Read More...
ଆରମ୍ଭ ହେଲା ଏସିଆନ ଆଥଲେଟିକ ଚାମ୍ପିୟନସିପ : ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ସାମିଲ
ଭୁୁବନେଶ୍ୱର: ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି । ଏସିଆନ ଆଥଲେଟିକ ଚାମ୍ପିୟନସିପ । ଏହି ମହାକୁମ୍ଭ ଆରମ୍ଭ ସହ ଓଡିଶା ସହ ୍େୟାଡି ହୋଇଛି ଆଉ ଏକ ଏ÷÷ତିହାସିକ ଅଧ୍ୟାୟ । ଦେଶରେ ତୃତୀୟ ଥର ଓ ଓଡିଶାରେ ପ୍ରଥମ ଥର…
Read More...
Read More...
ଗୁଣ୍ଡିଚା ମନ୍ଦିରରେ ନବମୀ ଦର୍ଶନ ବେଳେ ପୋଲିସର ଅସଦାଚରଣ:ପୋଲିସକୁ ଚାପୁଡା କଷିଲେ ମହିଳା,ସୋସିଆଲ ମିଡିଆରେ ଭିଜୁଆଲ…
ପୁରୀ:ବାହୁଡା ଯାତ୍ରା ପୂର୍ବରୁ ଅସଦାଚରଣ । ତାହାପୁଣି ଜଗନ୍ନାଥଙ୍କ ଆଗରେ । ଗତକାଲି ଶ୍ରୀଜିଉଙ୍କ ସାନ୍ଧ୍ୟ ଦର୍ଶନ ବେଳେ ଶରଧାବାଲିରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ତାହା ପୁଣି ଶାନ୍ତି ଶୃଙ୍ଖଳା…
Read More...
Read More...
ନିଆଳି ପରେ କଳାହାଣ୍ଡି:ଅଜଣା ଜନ୍ତୁ ଆକ୍ରମଣରେ ଦୁଇ ମେଣ୍ଢା ମୃତ୍ୟୁ,ଜଙ୍ଗଲ ବିଭ।ଗର ତଦନ୍ତ
କଳାହାଣ୍ଡି: ନିଆଳି ପରେ କଳାହାଣ୍ଡିରେ ଅଜଣା ଜନ୍ତୁ ଆତଙ୍କ । କଲମପୁର ବ୍ଲକରେ ମହାରଣା ପଡାରେ ଅଜଣା ଜନ୍ତୁ ଆକ୍ରମଣରେ ୨ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଗୋଟିଏ ମେଣ୍ଢାର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଏକ…
Read More...
Read More...
ଛତିଶଗଡ଼ର ମନମାନି ବିରୋଧରେ ଓଡିଶାର ପ୍ରତିବାଦ :କଲମା ପ୍ରସଂଗରେ ସିଡବ୍ଲୁ୍ୟସିକୁ ରାଜ୍ୟ ସରକାରଙ୍କ ଚିଠି
ଭୁୁବନେଶ୍ୱର:ଛତିଶଗଡ଼ ପାଣି ଛାଡ଼ିବା କଥା ଆଗୁଆ ଜଣାପଡ଼ିଲେ କିଛି ସମସ୍ୟା ହେବନାହିଁ । କିନ୍ତୁ ଯଦି କିଛି ନ ଜଣାଇ ମହାନଦୀ ଉପରମୁଣ୍ଡରୁ ପାଣି ଛଢ଼ାଯାଏ ତାହେଲେ ନିଶ୍ଚିତ ଅସୁବିଧା ହେବ । ସୂଚନାଯୋଗ୍ୟ, ମହାନଦୀ ଉପରମୁଣ୍ଡରେ…
Read More...
Read More...
ଲାଗୁ ହେଲା ଜିଏସଟି,ଏଣିକି ଗୋଟିଏ ଦେଶ ଗୋଟିଏ କର
ନୂଆଦିଲ୍ଲୀ : ଶୁକ୍ରବାର ମଧ୍ୟରାତ୍ରରୁ ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ଜିଏସ୍ଟି (ଦ୍ରବ୍ୟ ଓ ସେବା ଟିକସ) ଲାଗୁ ହୋଇଛି । ଗୋଟିଏ ଦେଶ- ଗୋଟିଏ ଟିକସ- ଗୋଟିଏ ମାର୍କେଟ୍ ପାଇଁ ପଥ ଉନ୍ମୁକ୍ତ କରିଛି ଜିଏସ୍ଟି । ସ୍ୱାଧୀନତା…
Read More...
Read More...