Browsing Category

Bignews

ଓକିଲଙ୍କୁ ପୋଲିସ ମାଡ ଘଟଣାର ତଦନ୍ତ ୯ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ୱର: ହାଇକୋର୍ଟ ଓକିଲଙ୍କୁ ପୁଲିସ ମାଡ଼ ଘଟଣାର ତଦନ୍ତ ଆସନ୍ତା ୯ ତାରିଖ ସୁଦ୍ଧା ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ତଦନ୍ତର ତଦାରଖ ଦାୟିତ୍ୱ ନିଜେ ନେଇଛନ୍ତି । ଏହି ତଦନ୍ତକୁ ଜଷ୍ଟିସ ସିଆର ଦାସ ତଦାରଖ…
Read More...

ଆସିଲା ଆସ୍ୱସ୍ତି, ଜେଲରେ କ୍ୟାମ୍ପକୋର୍ଟ ପ୍ରଥମ ଦିନରେ ମୁକୁଳିଲେ ୩୫୦ ବିଚାରଧୀନ ବନ୍ଦୀ

ଭୁବନେଶ୍ୱର : ଛୋଟ ଛୋଟ ଅପରାଧରେ ଅଭିଯୁକ୍ତ ହୋଇ ଜେଲରେ ବିଚରାଧୀନ ବନ୍ଦୀ ଥିବା ଅଭିଯୁକ୍ତଙ୍କୁ ଆସ୍ୱସ୍ତି ମିଳିଛି । ଜେଲରେ କ୍ୟାମ୍ପକୋର୍ଟ ଆରମ୍ଭ ହେବାଯୋଗୁ ପ୍ରଥମ ଦିନରେ ଜେଲରୁ ବେଲ ପାଇଛନ୍ତି ୩୫୦ରୁ ଅଧିକ ବିଚରାଧୀନ…
Read More...

ପ୍ରାକୃତିକ ବିପର୍ଯ୍ୟୟ ସତର୍କ ସୂଚନା ଦେବ ସାଇରନ୍, ଶୁଭାରମ୍ଭ କଲେ ସିଏମ୍

ଭୁବନେଶ୍ବର  : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ବିପର୍ଯ୍ୟୟର ଢେର୍ ପୂର୍ବର ଏଣିକି ଲୋକଙ୍କୁ ମିଳିବ ସୂଚନା । ସାଇରନ୍ ଦେବ ସତର୍କ ସୂଚନା । ବିପର୍ଯ୍ୟୟ ପ୍ରାକ୍ ସୂଚନା କେନ୍ଦ୍ର…
Read More...

ହାତୀ ମୃତ୍ୟୁର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ, ସେସୁର ୫ ଅଧିକାରୀଙ୍କ ନାମରେ ମାମଲ

ଭୁବନେଶ୍ୱର : ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ମେରାମଣ୍ଡଳୀ ଫରେଷ୍ଟ ସେକସନ ଅନ୍ତର୍ଗତ କମଳାଙ୍ଗ ମାଳିସାହିଠାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ଆସି ୮ଟି ହାତୀ ପ୍ରାଣ ହରାଇବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହିତ…
Read More...

ଦାନ୍ତ ଓ ନଖ ପାଇଁ ମହାବଳକୁ ମାରିଦେଲେ !

ବରଗଡ : ବରଗଡ  ଦେବ୍ରୀଗଡ ଜଙ୍ଗଲରେ ମହାବାଳ ବାଘ ଶୀକାର ହୋଇଥିବା ଅଭିଯୋଗ ହୋଇଛି । ଦେବ୍ରୀଗଡ ଜଙ୍ଗଲରେ ମହାବଳକୁ ଶୀକାର କରି ତାର ମୃତ ଦେହ ପୋତି ଦିଆଯାଇଛି ବୋଲି କୁହାଯାଉଛି । ବାଘକୁ ମାରି ତାର ନଖ ଓ ଦାନ୍ତ କାଟି ନେବା…
Read More...

ଜେଲରେ ହେବ କ୍ୟାମ୍ପକୋର୍ଟ : ହାଇକୋଟ

କଟକ : ଜେଲ୍ରେ କ୍ୟାମ୍ପ୍ କୋର୍ଟ କରିବାକୁ ଓଡ଼ିଶା ହାଇକୋର୍ଟ ସବୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦୀର୍ଘଦିନ ଧରି ଲାଗି ରହିଥିବାରୁ କଏଦୀମାନେ ଜେଲରୁ ମୁକୁଳି ପାରୁନାହାଁନ୍ତି…
Read More...

୭ ହାତୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଢେଙ୍କାନାଳରେ ବିଦ୍ୟୁତ ତାର ଲାଗି ୮ ହାତୀ ମୃତ୍ୟୁ ଘଟଣାର ହେବ କ୍ରାଇବ୍ରାଞ୍ଚ ତଦନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏହା ପରେ ତଦନ୍ତ ଲାଗି କ୍ରାଇବ୍ରାଞ୍ଚ ଏକ ଟିମ ଗଠନ କରିଛି…
Read More...

ବୈଜୟନ୍ତଙ୍କୁ କ୍ଲିନଚିଟ ନେଇ ଉଠିିଲା ପ୍ରଶ୍ନ, DGCAଙ୍କ ରିପୋର୍ଟରେ ତଥ୍ୟ ନଥିବା ନେଇ ପୋଲିସର ଆପତ୍ତି,ଚାଲିବ ତଦନ୍ତ

ଭୁବନେଶ୍ବର : ବିବାଦୀୟ ହେବାରେ ଲାଗିଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବେଆଇନ ହେଲିକପ୍ଟର୍ ଉଡ଼ାଣ ପ୍ରସଙ୍ଗ । ଊଏଉଇଙ୍କ ରିପୋର୍ଟ ଉପରେ ପୋଲିସ ପ୍ରଶ୍ନ ଉଠାଇବା ପରେ, ବୈଜୟନ୍ତଙ୍କ ପାଇଁ ଅଡୁଆ ଆହୁରି ବଢିଛି ।…
Read More...

ରାଜ୍ୟ ବାହାରର ମିଳିବ ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ସୁବିଧା

ଭୁବନେଶ୍ବର  :  ବାହାର ରାଜ୍ୟରେ ରହୁଥିବା ଲୋକେ, ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ସୁବିଧା ପାଇପାରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏପରିକି ଯେଉଁମାନଙ୍କର ଆୟ ବାର୍ଷିକ ୩ ଲକ୍ଷ ହୋଇଥିବ ସେମାନେ ବି…
Read More...

ବିଦ୍ୟୁତ୍ ତାର ଲାଗି ୭ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳରେ ୭ଟି ହାତୀଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଙିତରେ ଗୋଟିଏ ଛୁଆ ହାତୀ ରହିଛି । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ନିକଟ କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିଦ୍ୟୁତ୍‌…
Read More...

ହେଲିକପ୍ଟର ଉଡାଣ ବିବାଦ : ଜୟଙ୍କୁ ଡିଜିସିଏର କ୍ଲିନ୍‌ ଚିଟ୍‌

ଭୁବନେଶ୍ୱର: ବୈଜୟନ୍ତଙ୍କୁ ମିଳିଲା କ୍ଲିନ୍‌ ଚିଟ୍‌ । ଚିଲିକା ଉପରେ କମ୍‌ ଉଚ୍ଚତାରେ ହେଲିକାପ୍ଟର ଉଡାଣ ନେଇ ତାଙ୍କ ବିରୋଧରେ ହୋଇଥିଲା ଅଭିଯୋଗ । ତେବେ ଅଭିଯୋଗକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିଛି ଡିଜିସିଏ ।…
Read More...

ଅମୃତଶରରେ ରାବଣପୋଡିରେ ଟ୍ରେନ୍ ଚାପାରେ ୬୧ ମୃତ୍ୟୁ ଘଟଣା , ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର  :  ଟ୍ରେନ୍ ଚାପାରେ ୬୧ ଜଣଙ୍କ ମୃତ୍ୟୁ ଏବଂ ପ୍ରାୟ ୭୦ ଜଣ ଆହତ ହେବା ଘଟଣାରେ ସାରା ଦେଶ ସ୍ତବ୍ଧ । ଦୁର୍ଘଟଣା ଘଟିଥିବା ଅଞ୍ଚଳ ଓ ମେଡିକାଲରେ ଶୋକାକୁଳ ପରିବେଶ ଲାଗି ରହିଥିବା ବେଳେ, ଖୋଜା ଚାଲିଛି କାରଣ ।…
Read More...

ତିତଲୀ କ୍ଷୟକ୍ଷତିର ଆସିଲା ପ୍ରାଥମିକ ରିର୍ପୋଟ, ୨ ହଜାର ୭୬୫ କୋଟି ଟଙ୍କାର କ୍ଷୟକ୍ଷତି

ଭୁବନେଶ୍ବର : ତିତଲୀ ବନ୍ୟା ଓ ବାତ୍ୟା କ୍ଷୟକ୍ଷତି ପ୍ରାଥମିକ ରିର୍ପୋଟ ପ୍ରସ୍ତୁତ କଲେ ସରାକର । ପ୍ରାଥମିକ ଭା​‌ବେ ୨ ହଜାର ୭୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କୁ…
Read More...

# Me Too ର ପ୍ରଥମ ଶୀକାର, ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ଏମ ଏଜ ଆକବର

ନୂଆଦିଲ୍ଲୀ  :  କେନ୍ଦ୍ର ମନ୍ତ୍ରୀ ଏମ ଏଜ ଆକବରଙ୍କ ଇସ୍ତଫା।  ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ ଜେ ଆକବରଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା। ଦେଶରେ ଝଡ଼ ସୃଷ୍ଟି କରିଥିବା # Me Too…
Read More...