Browsing Category

Bignews

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ମୁହଁ ଖୋଲିଲେ ଜଗନ୍ନାଥଙ୍କ ପ୍ରଥମ ସେବକ କହିଲେ ଭିତର ରତ୍ନ ଭଣ୍ଡାର ଚାବି…

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଧିରେ ଧିରେ ଜଟିଳ ହେବାରେ ଲାଗିଛି । ଘଟଣାରେ ଆଜି ପ୍ରଥମ ଥର ଲାଗି ପତିକ୍ରିୟା ରଖିଛନ୍ତି ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହରାଜ । ବିଦେଶରେ ଥିବା ଗଜପତି…
Read More...

ସାମ୍ବାଦିକମାନଙ୍କ ଲାଗି ଖୁସି ଖବର : ହାତ ଖୋଲି ଦେଲେ ସରକାର, ଘୋଷଣା ହେଲା ୮ ଯୋଜନା

ଭୁବନେଶ୍ବର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଖୁସି ଖବର । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ଲାଗି ଆଜି ଅନେକ ଯୋଜନା ଘୋଷଣା କରିଛନ୍ତି । ନୂଆ ଯୋଜନା କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କା ।…
Read More...

ରାଷ୍ଟ୍ରପତି ଭବନରେ ଏବର୍ଷ ଇଫତାର ପାର୍ଟି ଦେବେନି ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ଏବର୍ଷ ଇଫତାର ପାର୍ଟି ଦେବେନି ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକଙ୍କ ଆବାସରେ କେବଳ ଇଫତାର ନୁହେଁ କୌଣସି ଧାର୍ମିକ ଉତ୍ସବ ଆୟୋଜନ ହେବନାହିଁ । ଟିକସଦାତାଙ୍କ ପଇସାରେ ଏପରି ଆୟୋଜନ ନକରିବାକୁ…
Read More...

ସ୍ୱାଭାବିକ ହେଲା ପୋଷ୍ଟାଲ ସେବା

୧୬ ଦିନର ଆନ୍ଦୋଳନ ପରେ ଓହରିଲା ଜାତୀୟ ଓ ଭାରତୀୟ ଗ୍ରାମୀଣ ଡାକ କର୍ମଚାରୀ ସଂଘ । ସଂଘ ପକ୍ଷରୁ ହୋଇଥିବା ୧ ଦଫା ଦାବିକୁ କେନ୍ଦ୍ର ସରକାର ମାନିନେବା ପରେ ଆନ୍ଦୋଳନକୁ ଓହରିଛି ସଂଘ । ଗତ ୨୨ ତାରିଖରୁ ସମସ୍ତ କର୍ମଚାରୀ ଡାକ…
Read More...

ଡେଙ୍ଗୁରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଜଧାନୀରେ ଜଣେ ମହିଳାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଚନ୍ଦ୍ରଶେଖରପୁରର ପ୍ରତିମା ଦାସ । ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରତିମା । ୨ ଦିନ ତଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା : ଜଷ୍ଟିସ ରଘୁବୀର ଦାସ  ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର :  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିଶନ ନିଯୁକ୍ତ କଲେ ରାଜ୍ୟ ସରକାର । ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।  ଏନେଇ ମୁଖ୍ୟମନ୍ତ୍ରୀଙ୍କ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରୁ ଓ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । । ଦ୍ୱିତୀୟ ଭେ।ଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ…
Read More...

ଦ୍ୱିତୀୟ ଦିନରେ ନୂଆପଡା ବନ୍ଦ ପାଳନ

ଜାତୀୟ ରାଜପଥ ୩୫୩ ନିର୍ମାଣ ଦାବିରେ ନୂଆପଡା ବନ୍ଦ ପାଳନ କରଯାଇଛି । ନାଗରିକ ମଞ୍ଚ ଏହି ବନ୍ଦ ଡାକରା ଦେଇଛି । କୁରୁମପୁରୀଠାରେ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ନୂଆପଡାରେ ବନ୍ଦ ଯେ।ଗୁଁ ଲୋକେ ପ୍ରଭାବିତ…
Read More...

କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ବିଧାୟକ ପ୍ରକାଶ ବେହେରାଙ୍କ ଇସ୍ତଫା

ଭୁବନେଶ୍ୱର: କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ…
Read More...

ପଞ୍ଚମ ଦିନରେ ଚାଷୀ ଆନ୍ଦୋଳନ

କୃଷି ଋଣ ଛାଡ, ଫସଲ କ୍ଷତି ପାଇଁ ସହାୟତା, ଉତ୍ପାଦିତ ଫସଲର ସହାୟକ ମୂଲ୍ୟ ପ୍ରଦାନ ଓ ଏମ୍, ଏସ୍ . ସ୍ଵାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ ଦାବିରେ ଜାରି ରହିଛି ଆନ୍ଦୋଳନ । ୮ ଟି ରାଜ୍ୟରେ ଚାଷୀ ଆନ୍ଦୋଳନକୁ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିନେଇ ସରକାରୀ ତନାଘନା ଆରମ୍ଭ ହୋଇଛି

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିନେଇ ସରକାରୀ ତନାଘନା ଆରମ୍ଭ ହୋଇଛି । ଚାବି ହଜିଯିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାବିକୁ ନେଇ ରାଜନୀତି ଜୋର ଧରିବା ବେଳେ ଦଇତାପତି…
Read More...

ରାଜଧାନୀରେ ରେସ୍ତୋରାଁ ଉପରକୁ ବୋମା ମାଡ

ସୋମବାର ରାତିରେ ବାପୁଜୀ ନଗରରେ ଥିବା ଫୁଡ ଜଙ୍କସନ ରେସ୍ତୋରାଁ ଉପରକୁ ବୋମା ମାଡ । ପ୍ରତ୍ୟକ୍ଷଦର୍ଶିଙ୍କ ସୂଚନା ମୁତାବକ ୪ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ରେସ୍ତୋରାଁ ଉପରକୁ ବୋମାମାଡ କରିଥିଲେ । ଦୁଇଟି ବୋମା ମାଡ…
Read More...