Browsing Category

Bignews

ସୀମା ସୀମା ଟପିଲେ ସେବାୟତ : ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର

ଭୁବନେଶ୍ୱର: ପୁରୀ ସେବାୟତଙ୍କ ବିରୋଧରେ ଏକ ଗୁରୁତର ସଙ୍ଗୀନ ଅଭିଯୋଗ ଆସିଛି । ନିର୍ଦ୍ଦିଷ୍ଟ କେତେକ ସେବାୟତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯେ କି ଦେଶର ପ୍ରଥମ ନାଗରିକ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛାଡ଼ିନାହାଁନ୍ତି ।…
Read More...

ପ୍ରଧାନମନ୍ତ୍ରୀଙ୍କ ଏକତ୍ର ନିର୍ବାଚନ ଅପିଲକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ : ପ୍ରତିବର୍ଷ ନିର୍ବାଚନ ହେଉଥିବାରୁ କାମରେ…

ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ନିର୍ବାଚନ ଏକତ୍ର କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି ।  ସାରା ଦେଶରେ ଏକତ୍ର ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା…
Read More...

ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର  : ଗୁରୁବାର ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟର ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଆଇଆଇଏମ୍‌ ସମ୍ବଲପୁରକୁ ରାଜ୍ୟ…
Read More...

ଆଜି ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ

ଆଜି ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ । ଭାରତ ସହ ବିଶ୍ବର ଅନେକ ଦେଶରେ ବେଶ୍ ଉତ୍ସାହର ସହିତ ଲୋକେ ଯୋଗ ଦିବସକୁ ପାଳନ କରିଛନ୍ତି । ଏବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି 'YOGA FOR PEACE'  ଶାନ୍ତି ପାଇଁ…
Read More...

ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ

ଭୁବନେଶ୍ବର : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିବା ପରେ ରାଜ୍ୟରେ ଅଷ୍ଟମ ଥର ପାଇଁ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ଗତକାଲି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର…
Read More...

ରାଜ୍ୟରେ ୨୧ଯାଏଁ ତାତିରୁ ମିଳିବନି ନିସ୍ତାର

ରାଜ୍ୟରେ ୨୧ଯାଏଁ ତାତିରୁ ମିଳିବନି ନିସ୍ତାର । ଆହୁରି ୪୮ ଘଣ୍ଟା ଯାଏଁ ଆକାଶ ରୁ ନିଆଁ ବର୍ଷା ହେବ । ଓଡ଼ିଶାର ବିଭିନ୍ନ ସ୍ଥାନ ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିବ । ଗେ।ଟିଏ ଦୁଇଟି ସ୍ଥାନରେ କାଳ ବୈଶାଖୀ ବର୍ଷା…
Read More...

ଭାଙ୍ଗିଲା  ଜାମ୍ମୁ-କାଶ୍ମୀର ମେଣ୍ଟ ସରକାର, ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଇସ୍ତଫା ଦେଲେ…

ଭୁବନେଶ୍ବର : ଭାଙ୍ଗିଲା  ଜାମ୍ମୁ-କାଶ୍ମୀର ମେଣ୍ଟ ସରକାର । ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କଲାପରେ ଇସ୍ତଫା ଦେଲେ ମଖ୍ୟମୁନ୍ତ୍ରୀ ମେହେବୁବା ମୁଫତି । ବିଜେପି- ପିଡିପି ଠାରୁ ସମର୍ଥନ ପ୍ରତ୍ୟାହାର ପରେ ଏପରି…
Read More...

ଶ୍ରୀଜଗନ୍ନାଥ ଭଜନକୁ କଦର୍ଥ କରି ଗାଇବା ଅଭିଯୋଗରେ ସୋନା ମହାପାତ୍ରଙ୍କ ବିରୋଧରେ ଏତଲା

ଶ୍ରୀଜଗନ୍ନାଥ ଭଜନ ଆହେ ନୀଳଶୈଳକୁ କଦର୍ଥ କରି ଗାଇବା ଅଭିଯୋଗରେ ସୋନା ମହାପାତ୍ରଙ୍କ ବିରୋଧରେ ଏତଲା । ପୁରୀ ସଚେତନ ନାଗରିକ ମଞ୍ଚ ତରଫରୁ ପ୍ରସନ୍ନ କୁମାର ଦାଶ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି । ଆଗରୁ ରଙ୍ଗବତୀ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଓଡିଶାର ଦାବି ସଂପର୍କରେ ଚିଠି ଲେଖିଛନ୍ତି

ରବିବାର ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ଗଭର୍ଣ୍ଣିଙ୍ଗ କାଉନସିଲ୍ ବୈଠକରେ ଯୋଗ ଦେଇପାରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡିଶାର ଦାବି ସଂପର୍କରେ ଚିଠି ଲେଖିଛନ୍ତି । ପ୍ରଥମରେ ଓଡ଼ିଶାକୁ…
Read More...

ରାଜ୍ୟରେ ସକାଳୁ ତାତି ଅନୁଭୂତ

ରାଜ୍ୟରେ ସକାଳୁ ତାତି ଅନୁଭୂତ । ଘରୋଇ ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ଅନୁଯାୟୀ ସକାଳ ୯ଟା ସୁଦ୍ଧା ଭୁବନେଶ୍ୱରର ପାରଦ ୩୬ ଡିଗ୍ରୀ ସେଲସିଅସ୍ ରହିଛି । ତେବେ ଆକାଶ ସାମାନ୍ୟ ମେଘୁଆ ରହିଛି ଏବଂ ଆର୍ଦ୍ରତା ପ୍ରାୟ ୬୦ପ୍ରତିଶତ…
Read More...

ଆହେ ନୀଳ ଶୈଳ ଜଣାଣ ଗାଇ ବିବାଦରେ ସୋନା ମହାପାତ୍ର

ଭୁବନେଶ୍ବର :  ସୋନା ମହାପାତ୍ର ଏବଂ ବିବାଦ ଏହାତ ଏମିତି ଅତି ସାଧାରଣ କଥା। ସେ ଯାହା କହିଲେ ଯାହା ଗାଇଲେ ସବୁଥିରେ ଯେମିତି ବିବାଦ ଛାଏଁ ଛନ୍ଦି ହୋଇଯାଏ। ଏବେ ସୋନା ସାଲବେଗଙ୍କ ଆହେ ନୀଳ ଶୈଳ ଜଣାଣ ଗାଇ ପୁଣି ଚର୍ଚ୍ଚାରେ।…
Read More...

ଚିଲିକା ଡଙ୍ଗାବୁଡି ଘଟଣା : ଚେତିଲା ପ୍ରଶାସନ,ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର : ଚିଲିକା ଡଙ୍ଗାବୁଡ଼ି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ । ଅଘଟଣର ତଦନ୍ତ କରିବେ ଜଳ ପରିବହନ ନିର୍ଦ୍ଦେଶକ । ତିନୋଟି ଦିଗରେ ହେବ ତଦନ୍ତ । ଗତ ଶନିବାର ଚିଲିକାରେ ଡଙ୍ଗାବୁଡ଼ି…
Read More...

ପୁରୀ ରତ୍ନଭଣ୍ଡାର ଚାବି ମିଳିଲା !

ଭୁବନେଶ୍ୱର : ତ୍ପୁରୀ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି ମିଳିଛି । ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାପାଳ ରେକଡ ରୁମରୁ ଏହି ଚାବି ମିଳିଛି । ଜଉମୁଦ ଦିଆ ଏକ ମାଟିଆ ଲଫାପାରେ…
Read More...

ବୈଜୟନ୍ତ ପଣ୍ଡାଙ୍କ ସାଂସଦ ପଦରୁ ଇସ୍ତଫା

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେବା ପରେ ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର ସଂସଦ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପିତା ବଂଶୀଧର ପଣ୍ଡାଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ବିଜେଡିର କୌଣସି…
Read More...