Browsing Category

Bignews

୨ ମାସରେ ଲୋକାୟୁକ୍ତ ନିଯୁକ୍ତ କରିବାକୁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୨ ମାସ ଭିତରେ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଲୋକାୟୁକ୍ତ ନିଯୁକ୍ତି ବିଳମ୍ବ ହେଉଥିବା ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଓଡିଶା ହେବ ପ୍ଲାଷ୍ଟିକ ମୁକ୍ତ ରାଜ୍ୟ

ଭୁବନେଶ୍ବର  :  ପ୍ଲାଷ୍ଟିକ ପରିବେଶ ପାଇଁ ବିପଦ । ପିଲାଙ୍କ ଭବିଷ୍ୟତ ଓ ସଭ୍ୟତା ପାଇଁ ବଡ ବିପଦ । ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ…
Read More...

ଗଣଣା ସରିଲା : ୨୦୨୦ନଭେମ୍ବର ୨୭ରେ ହେବ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ

ପୁରୀ : ପୁରୀ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ସରିଲା ଗଣନା । ୨୫ ବର୍ଷ ୨୦୨୦ରେ ନଭେମ୍ବର ମାସ ୨୭ ତାରିଖ ଶୁକ୍‍ରବାର ପବିତ୍ର କାର୍ତିକ ଦ୍ୱାଦଶୀ ତିଥିରେ ହେବ । ପଞ୍ଚୁକ ୬ ଦିନରେ ଏହି ନାଗାର୍ଜୁନ ବେଶ ହୋିଥାଏ । ୨୦୨୦…
Read More...

ନିର୍ଭୟା ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ ରିଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର : ସମଗ୍ର ଦେଶ ଓ ବିଶ୍ୱର ଚହଳ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସବୁ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ ସୁପ୍ରିମ୍କୋର୍ଟ ଆଜି କାଏମ ରଖିଛନ୍ତି । ହାଇକୋର୍ଟଙ୍କ ରାୟ…
Read More...

ବଲାଙ୍ଗୀର ପରେ ବରଗଡରେ ଫୁଟିଲା ପାର୍ସଲ ବୋମା : ପାଚେରୀରେ ଥିବା ପ୍ୟାକେଟ ଖୋଲିବାରୁ ଫୁଟିଲା ବମ,ଜଣେ ଗୁରୁତର

ବରଗଡ : ବରଗଡ଼ ଜିଲ୍ଲା ଅତବିରା ଥାନା ଅନ୍ତର୍ଗତ ଭାଲୁପତ୍ର ଗାଁ ରେ ପାର୍ଶଲ ବୋମା ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣରେ ଆହତ ଯୁବକ ହେଉଛନ୍ତି ଭାଲୁପତ୍ରା ଗ୍ରାମ ର ଟି.ନାଗଭୂଷଣ । ଗୁରୁତର…
Read More...

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି : ୨୦୧୯ରୁ ବର୍ଷକୁ ଦୁଇଥର ହେବ JEE- ମେନ୍ ଏବଂ NEET  ପରୀକ୍ଷା , NTA କରିବ ପରୀକ୍ଷା…

ଭୁବନେଶ୍ବର  : ଏଣିକି ବର୍ଷକୁ ଦୁଇଥର ଜାତୀୟ ସ୍ତରୀୟ ଇଂଜିନିୟରିଂ ଏବଂ ଡାକ୍ତରୀ ପ୍ରବେଶିକା । ୨୦୧୯ରୁ ବର୍ଷକୁ ଦୁଇଥର ହେବ JEE- ମେନ୍ ଏବଂ NEET  ପରୀକ୍ଷା ।ଶିକ୍ଷାମନ୍ତ୍ରୀ ପ୍ରକାଶ ଜାଭେଡକର ଏହି  ଘୋଷଣା କରିଛନ୍ତି ।…
Read More...

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା : ଦେଢଗୁଣ ବଢିଲା ଖାଦ୍ୟଶସ୍ୟର  ସହାୟକ ମୁଲ୍ୟ, ୧୦ ବର୍ଷର ସରକାରରେ…

ଭୁବନେଶ୍ବର  : କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ୨୦୧୮-୧୯ ମାର୍କେଟିଂ ସିଜିନ ୧୪ଟି ଖାଦ୍ୟଶସ୍ୟର  ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦…
Read More...

ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୭ରେ : ରକ୍ତବର୍ଣ୍ଣ ହେବ ଚନ୍ଦ୍ରମା

କୋଲକାତା : ଆସନ୍ତା ୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଙ୍ଘଟିତ ହେବ ଏବଂ ଏହା ଦେଶର ସମସ୍ତ ଭାଗକୁ ଦୃଶ୍ୟମାନ ହେବ । ୧ ଘ ୪୩ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ । ଏହି ଚନ୍ଦ୍ରଗ୍ରହଣ…
Read More...

ମୁକ୍ତିକାନ୍ତଙ୍କ ସମର୍ଥନରେ କଂଗ୍ରେସ : ମୋଦିଙ୍କୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ, ରାଉରକେଲାରେ ଜୁଏଲଙ୍କ କୁଶପୁତଳିକା…

ଭୁବନେଶ୍ବର : ରାଉରକେଲାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲିରେ ଭେଟିବାକୁ ଯିଦ ଧରିଥିବା ମୁକ୍ତିକାନ୍ତଙ୍କ ସମର୍ଥନରେ ଖୋଲା ଖୋଲି…
Read More...

ପୋଟେଦ୍ୱାର ଧୁମାକୋର୍ଟଠାରେ ଘାଟିରୁ ବସ୍ ଖସିପଡ଼ି ୪୭ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପୋଟେଦ୍ୱାର ଧୁମାକୋର୍ଟଠାରେ ଏକ ଯାତ୍ରୀବାହୀ ବସ୍ ଘାଟି ତଳୁ ଖସିପଡ଼ିବା ବେଳେ ୪୭ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି…
Read More...

ରାଷ୍ଟ୍ରପତି ଦମ୍ପତିଙ୍କୁ ଶ୍ରୀ ମନ୍ଦିରରେ କୌଣସି ଅସମ୍ମାନ କରାଯାଇନାହିଁ-ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ

ଭୁବନେଶ୍ୱର  : ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇ ନାହିଁ । ଏ ନେଇ ରାଷ୍ଟ୍ରପତି ଭବନରୁ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇ ନଥିଲା। ଏ ନେଇ ଗଣମାଧ୍ୟମରେ ହେଉଥିବା…
Read More...

ମହାପ୍ରଭୁଙ୍କୁ ଜ୍ୱର : ଅଣସର ଘରେ ଚାଲିଛି ଗୁପ୍ତଉପଚାର , ୧୩ ରେ ନବଯୌବନ ଦର୍ଶନ

ପୁରୀ :  ସ୍ନାନ ମଣ୍ଡପରେ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ ଦିବ୍ୟସ୍ନାନ କରି ଜ୍ୱରରେ ଚତୁର୍ଦ୍ଧା ବିଗ୍ରହ। ରତ୍ନ ସିଂହାସନ ଛାଡ଼ି ଅଣସର ଘରେ ଏବେ ଶ୍ରୀଜିଉ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶୀ ମାତ୍ରାରେ ବଢି ଯାଇଥିବାରୁ…
Read More...

ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ନେଇ ଚିଠି ଦେଇନି ରାଷ୍ଟ୍ରପତି ଭବନ,କେମିତି ରିଜୋଲିସନ କଲା ଶ୍ରୀମନ୍ଦିର…

ଭୁବନେଶ୍ବର  :  ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କରିବାକୁ ପ୍ରସଙ୍ଗ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ହେବାନେଇ ରାଷ୍ଟ୍ରପତି ଭବନରୁ କୈଣସି ଚିଠି ଆସିନଥିବା…
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଲାଗି ସହାୟତା ରାଶି ବଢାଲା

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମହିଳାଙ୍କ ଲାଗି ସହାୟତା ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଜି…
Read More...