Browsing Category

Bignews

ଋଷ୍ ପାର୍ଲାମେଂଟରେ ବିଲ୍ ପାସ୍: ଅସମ୍ମାନସୂଚକ ଅନଲାଇନ୍ ପୋଷ୍ଟ କରୁଥିବା ଲୋକ ହେବେ ଦଣ୍ଡିତ

ନୂଆଦିଲ୍ଲୀ: ବୁଧବାର ଋଷ୍ ପାର୍ଲାମେଂଟ ଏକ ବିଲ୍ ପାସ୍ କରିଛି । ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନଲାଇନ୍ ପୋଷ୍ଟ୍ କରୁଥିବା ଲୋକଙ୍କୁ
Read More...

ଜମ୍ମୁ-କାଶ୍ମୀର ବସଷ୍ଟାଣ୍ଡରେ ବିସ୍ଫୋରଣ: ଅନ୍ୟୂନ ୨୬ ଜଣ ଆହତ

ଶ୍ରୀନଗର:ଜାମ୍ମୁରେ ବଡ ବିସ୍ଫୋରଣ ହୋଇଛି । ବସଷ୍ଟାଣ୍ଡରେ ଛିଡା ହୋଇଥିବା ବସରେ ବିସ୍ଫୋରଣ ହେବା ଫଳରେ ଅନ୍ୟୂନ ୨୬ ଜଣ ଣ ଆହତ ହୋଇଛନ୍ତି । ବସ ଉପରେ ଗ୍ରେନେଡରେ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ସଂପୃକ୍ତ
Read More...

ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟର ନୂଆ ନିର୍ଦ୍ଦେଶକ ହେଲେ ଅଜିତ କୁମାର

ମୁମ୍ବାଇ: ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟର ବା ବାର୍କର ପାଇଁ ନୂଆ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ବୈଜ୍ଞାନିକ ଅଜିତ କୁମାର ମହାନ୍ତିଙ୍କୁ ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି ସରକାର । ସେ ୩ବର୍ଷ
Read More...

ଆଜିଠୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଥିବା ବେଳେ ଶୁକ୍ରବାରଠାରୁ କଳା ବିଭାଗର
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, କଟକ,
Read More...

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଂଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜନତା ମଇଦାନରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ମହାନଗର ନିଗମ ଅଂଚଳରେ ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ
Read More...

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ: ମହିଳାଙ୍କୁ ଅଭିନନ୍ଦନ ଜଣାଇଲେ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପଥରଚପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ
Read More...

ଆରମ୍ଭ ହୋଇନି ଯୁକ୍ତ ଦୁଇ ପରୀକ୍ଷା, ଗାଏବ ହେଲା ସିସିଟିଭି

ବ୍ରହ୍ମଗିରି: ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା । ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ସିସିଟିଭି ଗାଏବ ହୋଇଯାଇଥିବା ଖବର ମିଳିଛି । ପୁରୀ ଜିଲ୍ଲା ସାତପଡ଼ା ପଞ୍ଚାୟତ ଜୁନିଅର କଲେଜ୍‌ରେ ଘଟିଛି ଏହି
Read More...

ଅଯୋଧ୍ୟା ଜମି ବିବାଦ ମାମଲା : ଶୁଣାଣି ଶେଷ, ରାୟ ସଂରକ୍ଷିତ

ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ଶୁଣାଣି ହୋଇଛି । ପାଖାପାଖି ଦେଢ଼ ଘଂଟାର ଶୁଣାଣି ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ଉପରେ ନିଜର ଫଇସଲା ସୁରକ୍ଷିତ ରଖିଛନ୍ତି । ସେ କହିଛନ୍ତି କି, ସେ ଅତି ଶୀଘ୍ର
Read More...

ଆରମ୍ଭ ହେଲା ରାଜ୍ୟର ପ୍ରଥମ ବୋଟ୍ ଆମ୍ବୁଲାନ୍ସ ସେବା

କେନ୍ଦ୍ରାପଡା:ରାଜ୍ୟରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ବୋଟ୍ ଆମ୍ବୁଲାନ୍ସ ସେବା । କେନ୍ଦ୍ରାପଡାର ମହାକଳାପଡା ବତୀଘରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଆମ୍ବୁଲାନ୍ସ ନଦୀରେ ଚାଲିବ । ଏହି ଆମ୍ବୁଲାନ୍ସରେ
Read More...

ମନ୍ତ୍ରୀ ପରିଷଦର ଶେଷ ବୈଠକରେ ସମୀକ୍ଷା : କଥା ଦେଇ କଥା ରଖିବାରେ ସଫଳ ହୋଇଛୁ- ନବୀନ

ଭୁବନେଶ୍ୱର : ୨୦୧୪ ନିର୍ବାଚନ ଇସ୍ତାହାରରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ସଚିବାଳୟରେ ରାଜ୍ୟ ମନ୍ତ୍ରୀ ପରିଷଦର ଶେଷ ବୈଠକରେସମୀକ୍ଷା କରିଥିଲେ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ସାଢ଼େ ୪ କୋଟି
Read More...

ମାସୁଦ ଅଝାର ଭାଇ ସମେତ ୪୪ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଚାପରେ ପଡି ପରିଶେଷରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ । ଏହି ଆତଙ୍କବାଦୀ ସଂଗଠନର ୪୪ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନ ଗିରଫ କରିଥିବା ସୂଚନା ମିଳିଛି ।
Read More...

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତ ଯାଇ ଆଜି ପ୍ରଧାମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ସମାଜର ଗରିବ ଓ ଉପେକ୍ଷିତ ବର୍ଗର ସାଧାରଣ ଲୋକମାନେ ମାସିକ
Read More...

ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆଜି ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁଟିର ବୟସ ୮ରୁ ୯ମାସ ହେବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର ପଟିଆ ଅଞ୍ଚଳରେ ଜଣେ ଗାଈଆଳ ପିଲା ଖଲିଖମା ପୋଲ ତଳେ ଥିବା ବିଲ୍‌
Read More...