Browsing Category

Bignews

କରୋନାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷପେ ନବୋକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦଶେ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଏକ ବୈଠକରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ତୃଣମୂଳସ୍ତରରେ…
Read More...

କମିପାରେ ବିଜୁଳିଦର ! ଦରବୃଦ୍ଧି ସମ୍ପର୍କରେ ପୁନର୍ବିଚାର ପାଇଁ ଓଇଆରସି ନିକଟରେ ଆବେଦନ କରିବେ ସରକାର

ଭୁବନେଶ୍ୱର: କମିପାରେ ବିଜୁଳିଦର ! ଦରବୃଦ୍ଧି ସମ୍ପର୍କରେ ପୁନର୍ବିଚାର ପାଇଁ ଓଇଆରସି ନିକଟରେ ଆବେଦନ କରିବେ ସରକାର ।  ବିରୋଧୀଙ୍କ ହୋହଲ୍ଲା ଦେଖି  ରାଜ୍ୟ ସରକାର ଦରବୃଦ୍ଧି ସମ୍ପର୍କରେ ଓଇଆରସି ନିକଟରେ ପୁନର୍ବିଚାର ପାଇଁ…
Read More...

ସାଂଘାତିକ ଆଡ଼କୁ ଯାଉଛି ଦେଶରେ କରୋନା ସ୍ଥିତି : ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି…
Read More...

ବିପଦରେ ଗଜରାଜ : ରାଜ୍ୟରେ ଗତ ୧୦ବର୍ଷରେ ଗଲାଣି ୮୪୩ହାତୀଙ୍କ ଜୀବନ

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଭାବେ ହାସ୍ର ପାଉଛି ହାତୀଙ୍କ ସଂଖ୍ୟା । ଗତ ୧୦ବର୍ଷରେ ଗଲାଣି ୮୪୩ହାତୀଙ୍କ ଜୀବନ । ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନ ଉପରେ ଏଭଳି ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ…
Read More...

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ପୁରସ୍କାର

ଭୁବନେଶ୍ୱର : କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ପୁରସ୍କାର । ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହ । ୨୦୧୧-୨୦୨୦ ଦଶକରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେବାରେ ଓଡିଶା ଶ୍ରେଷ୍ଠ…
Read More...

ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ଦର୍ଶନକୁ ବାରଣ

ପୁରୀ: ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପଦକ୍ଷେପ । ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି । ସପ୍ତାହର ସବୁ ରବିବାର ଦର୍ଶନକୁ ବାରଣ କରାଯାଇଛି । ସଂକ୍ରମଣ ବଢୁଥିବାରୁ…
Read More...

ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର : ୟୁନିଟ ପିଛା ର୍ସବନିମ୍ନ ୩୦ ପଇସା ବୃଦ୍ଧି

ଭୁବନଶେ୍ୱର: ରାଜ୍ୟରେ ବୃଦ୍ଧି ଘଟିଲା ବିଦ୍ୟୁତ ଦର । ୨୦୨୧-୨୨ ମସିହା ପାଇଁ ଦର ଧାର୍ଯ୍ୟ କଲେ OERC । ଗତର୍ବଷ ତୁଳନାରେ ୫.୬୦ ପ୍ରତିଶତ ବଢିଲା ୟୁନିଟ ପିଛା ବିଦ୍ୟୁତ ଦର । ର୍ସବନିମ୍ନ ୩୦ ପଇସା ବୃଦ୍ଧି ଘଟିଥିବା ଜଣାପଡିଛି…
Read More...

ରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା, ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ । ଛାତିରେ ଯନ୍ତ୍ରଣୀ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ସକାଳେ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ…
Read More...

ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର  : ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ । ଏହା ସହିତ ଲୋକାୟୁକ୍ତରେ ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା…
Read More...

ବିଶ୍ବସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ : ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ନିଗମ ପରିଚାଳିତ କଳିଙ୍ଗ ଷ୍ଟୁଡିଓର ହେବ ନବକଳେବର। ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କରାଯିବ । ଏଣିକି ଚଳିଚ୍ଚିତ୍ର ସୁଟିଂ ପାଇଁ ରାଜ୍ୟ ବାହାରକୁ…
Read More...