Browsing Category

ସ୍ପୋର୍ଟସ

୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍; ଟିକେଟ କାଉଂଟରରେ ଲମ୍ବା ଲାଇନ୍

କଟକ: କଟକ ବାରବାଟୀ ଷ୍ଟାଡିୟମ୍ ରେ ୨୨ ତାରିଖରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ କୁ ନେଇ ଦର୍ଶକଙ୍କ ଆଗ୍ରହ ଦେଖିବାକୁ ମିଳିଛି । ତେବେ କାଉଂଟରରେ ଟିକେଟ ମିଳିବା ଆରମ୍ଭ ହୋଇଯିବାରୁ ଲୋକଙ୍କର ନାହିଁ ନ…
Read More...

ରେକର୍ଡ କଲେ ରୋହିତ

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଶତକୀୟ ଇନିଂସ ଖେଳି ଏକାଧିକ ରେକର୍ଡ କରିଛନ୍ତି। ଆଜି ରୋହିତ ମାତ୍ର ୧୩୮ ବଲରେ ୧୫୯ ରନର ଇନିଂସ୍‌…
Read More...

ଆସନ୍ତାକାଲିଠାରୁ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ୨୦୧୯

ଭୁବନେଶ୍ୱର: ଓଡ଼ିଶା ପୋଲିସ ପକ୍ଷରୁ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆସନ୍ତା ୧୬ ରୁ ୨୪ଯାଏଁ ଚାଲିବ । କଳିଙ୍ଗ…
Read More...

ଦ୍ୱିତୀୟ ଟ୍ୱେଣ୍ଟି-୨୦: ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

ତିରୁଅନନ୍ତପୁରମ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦କୁ ୬ ଓ୍ଵିକେଟ୍‌ରେ ବିଜୟୀ ହେବା ପରେ ଭାରତର ମନୋବଳ ବଢ଼ିଯାଇଛି। ଭାରତ ଦ୍ୱିତୀୟ ଟ୍ୱେଣ୍ଟି-୨୦କୁ ଜିତି ଶୃଙ୍ଖଳା ବିଜୟର ସ୍ୱାଦ ଚାଖିବା ପାଇଁ ଅପେକ୍ଷା କରିଛି।…
Read More...

ଦକ୍ଷିଣ ଏସିଆନ ଗେମ୍ସ: ଶୀର୍ଷରେ ଭାରତ

କାଠମାଣ୍ଡୁ: ଦକ୍ଷିଣ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ଭାରତ ଏହି ଟୁର୍ଣ୍ଣାମେଣ୍ଟର ପଦକ ତାଲିକାର ଶୀର୍ଷରେ ପହଞ୍ଚି ଯାଇଛି। ଭାରତର ପଦକ ସଂଖ୍ୟା ଆଜି ୨୦୦ ଅତିକ୍ରମ କରିଥିବା ବେଳେ ଏହା ମଧ୍ୟରୁ…
Read More...

ଟି-୨୦ରେ ରାହୁଲଙ୍କ ହଜାରେ ରନ୍ ପୂରଣ

ହାଇଦ୍ରାବାଦ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅନ୍ତର୍ଜାତୀୟ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ରାହୁଲ୍ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ମ୍ୟାଚ୍…
Read More...

ସାଉଥ୍ ଏସିଆନ୍ ଗେମ୍ସ : ଓଡ଼ିଆ ଶୁଟର୍ ଶ୍ରୀୟଙ୍କାଙ୍କୁ ରୌପ୍ୟ

କାଠମାଣ୍ଡୁ : ଚଳିତ ୧୩ଶ ସାଉଥ୍ ଏସିଆନ୍ ଗେମ୍ସରେ ଓଡ଼ିଆ ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଚମତ୍କାର ପ୍ରଦର୍ଶନ କରି ଡବଲ୍ ମେଡାଲ୍ ଜିତିଛନ୍ତି। ଶ୍ରୀୟଙ୍କା ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ବେଳେ ମେହୁଲି…
Read More...

୨୦୨୪ ପର୍ଯ୍ୟନ୍ତ ବଢ଼ିପାରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ରବିବାର ନିଜ ପଦାଧିକାରୀଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ସ୍ୱୀକୃତି ପ୍ରଦାନ…
Read More...

ୱେଷ୍ଟଇଣ୍ଡିଜ ସିରିଜରୁ ବାଦ ପଡିଲେ ଶିଖର ଧାୱନ

ନୂଆଦିଲ୍ଲୀ:ଭାରତର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଶିଖର ଧାୱନ ୱେଷ୍ଟଇଣ୍ଡିଜ ବିରୋଧରେ ଖେଳାଯିବାକୁ ଥିବା ଟି୨୦ରୁ ବାଦ ପଡିଛନ୍ତି । ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ଭାରତ ଓ ଇଣ୍ଡିଜ ମଧ୍ୟରେ ହାଇଦ୍ରାବାଦରେ ପ୍ରଥମ ମ୍ୟାଚ…
Read More...

୨୭ତମ ଏକଲବ୍ୟ ପୁରସ୍କାର ପାଇବେ ଝିଲି ଦଳବେହେରା

ଯବାମଣୀ ଟୁଡୁ ଓ ନମିତା ଟୋପ୍ପୋ ଉପବିଜେତା ଭୁବନେଶ୍ୱର: ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲି ଦଳବେହେରା ୨୦୧୯ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି
Read More...

ଆସନ୍ତା ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମର ମରାମତି କାମ ଜାରି; ୧୦କୋଟି ଅନୁଦାନ ଦେଲା ବିସିସିଆଇ

କଟକ:ଆସନ୍ତା ୨୨ ତାରିଖରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍ ଲାଗି ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)
Read More...

ଦିବାରାତ୍ର ଟେଷ୍ଟକୁ ଉଦଘାଟନ କଲେ ଶେଖ ହସିନା ଓ ମମତା ବାନାର୍ଜୀ

କୋଲକାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଇଡେନ୍ ଗାର୍ଡେନ୍ସର ପାରମ୍ପରିକ୍ ବେଲ୍ ବଜାଇ ଐତିହାସିକ ଦିବାରାତ୍ର ଟେଷ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ୍ କରିଛନ୍ତି। ଶୁକ୍ରବାର ସକାଳେ
Read More...

ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ପୂଜାର୍ଚ୍ଚନା କଲେ କୋଚ୍ ରବି ଶାସ୍ତ୍ରୀ

ଉଜ୍ଜୟିନୀ:ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ମାତ୍ର ତିନି ଦିନରେ ପରାସ୍ତ କରିଛି। ଏହା ସହିତ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଦୁଇ ଦଳ
Read More...

ଭାରତ ଆୟୋଜନ କରିବ ୨୦୨୩ ପୁରୁଷ ହକି ବିଶ୍ୱକପ

ନୂଆଦିଲ୍ଲୀ: ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌-୨୦୧୮ ସଫଳତାର ସହିତ ଆୟୋଜନ ହେବା ପରେ ଭାରତରେ ପୁଣି ଥରେ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏହି ବିଶ୍ୱକପ୍‌ ୨୦୨୩ ଜାନୁଆରି ୧୩ରୁ ଆରମ୍ଭ ହେବ। ଜାନୁଆରି ୨୯ରେ ଫାଇନାଲ
Read More...