Browsing Category

ସ୍ପୋର୍ଟସ

୨ୟ ଦିନିକିଆ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଓ୍ଵିକେଟରେ ଜିତି ୨-୦ରେ ଭାରତ ସିରିଜ ଆଗୁଆ

ସେଞ୍ଚୁରିଅନ୍‌: ଭାରତୀୟ ଖେଳାଳିମାନେ ରବିବାର ସେଞ୍ଚୁରିଅନ୍‌ର ସୁପର ସ୍ପୋଟସ୍‌ର୍ ପାର୍କ ଷ୍ଟାଡ଼ିୟମରେ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଭାରତ ଦମ୍‌ଦାର ବୋଲିଂ କରିଥିବା ବେଳେ ଦଳର…
Read More...

ବିଜେପୁର ବିଚାର : ପଛରେ ପଡିଛି କଂଗ୍ରେସ,ପ୍ରାର୍ଥୀ ଚୟନ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ

ଭୁବନେଶ୍ବର: ଲଗାତାର ତିନି ଟର୍ମ ଧରି ବିଜେପୁର ଗଡ କଂଗ୍ରସ କବଜାରେ ଥିଲା । ହେଲେ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏବେ ହେବାକୁ ଯାଉଛି ଉପନିର୍ବାଚନ । ଏଥିଲାଗି ଫେବୃଆରୀ ୨୪ ଭୋଟ ତାରିଖ ଘୋଷଣା ହୋଇସାରିଛି । ହେଲେ…
Read More...

ସରିଲା ଆଇପିଏଲ -୧୧ ନିଲାମି:ବିରାଟ କୋହେଲି ସବୁଠୁ ଦାମି

ମୁମ୍ବାଇ : ସରିଲା ଆଇପିଏଲ୍ -୧୧ ପାଇଁ ଅକ୍ସନ୍ । ଶେଷ ଦିନରେ ସର୍ବାଧିକ ଦରରେ ବିକ୍ରି ହୋଇଛନ୍ତି ଜୟଦେବ ଉନାଦକତ୍ । ତାଙ୍କୁ ରାଜସ୍ଥାନ ରୟାଲସ୍ ୧୧.୫ କୋଟିରେ କିଣିଛି । ସେହିଭଳି ଗତକାଲି ବିକ୍ରି ହୋଇପାରିନଥିବା ଷ୍ଟାର…
Read More...

ଏପ୍ରିଲ ୭ରେ ଆପିଏଲର ପ୍ରଥମ ମ୍ୟାଚ,ସମୟ ସୂଚୀରେ ହେଲା ପରିବତ୍ତନ

ନୂଆଦିଲ୍ଲୀ : ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍) ଲିଗର ୧୧ ତମ ସଂସ୍କରଣ ଏପ୍ରିଲ ୬ରେ ମୁମ୍ବାଇରେ ଆରମ୍ଭ ହେବ। ମାତ୍ର ଆଇପିଏଲ ୨୦୧୮ର ଉଦଘାଟନୀ ମ୍ୟାଚ୍ ପରବର୍ତ୍ତୀ ଦିନ ଅର୍ଥାତ ଏପ୍ରିଲ ୭ରେ ମୁମ୍ବାଇରେ ଖେଳାଯିବ।…
Read More...

ବିଶ୍ବ ପାରା ଆଥଲେଟିକ ଚାମ୍ପିୟନସିପ୍ରେ: ସୁନ୍ଦର ସିଂଙ୍କୁ ସ୍ୱର୍ଣ୍ମ

ରାଜସ୍ଥାନ:ବିଶ୍ବ ପାରା ଆଥଲେଟିକ ଚାମ୍ପିୟନସିପ୍ରେ ୨୧ ବର୍ଷୀୟ ଭାରତୀୟ ସୁନ୍ଦର ସିଂହ ଗୁରଜାର ପୁରୁଷ ଜାଭେଲିନ ଥ୍ରୋ ରେ ସ୍ୱର୍ଣ୍ମ ପଦକ ଜିଣିଛନ୍ତି । ଏଫ୍ ୪୬ ବର୍ଗରେ ୬୦.୩୬ ମିଟର ଜାଭେଲିନ୍ ଥ୍ରୋ କରି ସେ କରିଛନ୍ତି…
Read More...

ଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପ:ବଢିଲା ପୁରସ୍କାର ରାଶି

ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପରରେ ପୁରସ୍ଖାର ରାଶି ବଢିଛି । ସ୍ୱଣ୍ଣ ପଦକ ବିଜେତା ମାନେ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ପାଇବେ । ସେହିପରି ଯେଉଁମାନେ ରୈପ୍ୟ ପଦକ ହାସଲ କରିଛନ୍ତି ସେମାନଙ୍କୁ ୫…
Read More...

୨୨ତମଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପ ଉଦଯାପିତ, ଦୋହାରେ ହେବ ୨୩ତମ ଚମ୍ପିୟନ ସିପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୨ତମଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପ ଏଉଦଯାପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚମ୍ପିୟନସିପକୁ ଉଦଯାପନ କରିଛନ୍ତି ।…
Read More...

ଏସିଆନ୍ ଆଥଲେଟିକସ ଚାମ୍ପିଅନ୍‌ସିପ:ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ଦେଲେ ସ୍ୱପ୍ନା ଓ ଲକ୍ଷ୍ମଣନ୍‌

ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିଅନ୍‌ସିପର ଶେଷ ଦିନରେ ଭାରତକୁ ଦୁଇ ସ୍ୱର୍ଣ୍ଣ ଦେଇଛନ୍ତି ସ୍ୱପ୍ନା ବର୍ମନ୍‌ ଓ ଜି.ଲକ୍ଷ୍ମଣନ୍‌। ହେପଠାଥେଟ୍‌ରେ ସ୍ୱପ୍ନା ଓ ୧୦,୦୦୦ ମିଟର ଦୌଡ଼ରେ ଲକ୍ଷ୍ମଣନଙ୍କୁ ସ୍ୱର୍ଣ୍ଣ ମିଳିଛି।…
Read More...

ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ:୨୦୦ ମିଟରେ ନିରାସ କଲେ ଓଡିଆ ଖେଳାଳି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୨ ତମ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପର ଶେଷ ଦିନରେ ଓଡ଼ିଆ ଖେଳାଳି ଦର୍ଶକଙ୍କୁ ନିରାଶ କରିଛନ୍ତି। ୨୦୦ ମିଟର ଦୌଡ଼ରେ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ପଦକ…
Read More...

ହକି ତାରକା ପ୍ରବୋଧ ତିର୍କୀ-ପୋଲିସ ବଚସା ଘଟଣା : ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ବର:ହକି ତାରକା ପ୍ରବୋଧ ତିର୍କୀ-ପୋଲିସ ବଚସା ଘଟଣା ଭିନ୍ନ ମୋଡ ନେଇଛି ।ଓଡିଶାର ଗର୍ବ ଭାରତୀୟ ଦଳର ପୂର୍ବତନ କ୍ୟାପଟେନକୁ ପୋଲିସର ଦୁର୍ବ୍ୟବହାରକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଘଟଣାରେ ପତିକ୍ରିୟା…
Read More...

ଗଣମାଧ୍ୟମରେ ଘଟଣା ବଖାଣିଲେ ହକିଷ୍ଟାର ପ୍ରବୋଧ: ପରିଚୟ ଜାଣିବି ଠେଲା ପେଲା କଲା ପୋଲିସ,ଦୁର୍ବ୍ୟବହାରରେ କାନ୍ଦି…

ଭୁବନେଶ୍ବର: ହକିଷ୍ଟାର ପ୍ରବୋଧ ତିର୍କୀ ଓ ପୋଲିସ ବଚସା ପ୍ରସଙ୍ଗରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି ପ୍ରବୋଧ ତିର୍କୀ । ଗତ କାଲିର ଘଟଣାକୁ ଗଣମାଧ୍ୟରେ ପ୍ରକାଶ କରି ପୋଲିସର ଦୁର୍ବ୍ୟବହାର ସଂପର୍କରେ ମତ ରଖିଛନ୍ତି । ଦର…
Read More...

ଆରମ୍ଭ ହେଲା ଏସିଆନ ଆଥଲେଟିକ ଚାମ୍ପିୟନସିପ : ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ସାମିଲ

ଭୁୁବନେଶ୍ୱର: ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି । ଏସିଆନ ଆଥଲେଟିକ ଚାମ୍ପିୟନସିପ । ଏହି ମହାକୁମ୍ଭ ଆରମ୍ଭ ସହ ଓଡିଶା ସହ ୍େୟାଡି ହୋଇଛି ଆଉ ଏକ ଏ÷÷ତିହାସିକ ଅଧ୍ୟାୟ । ଦେଶରେ ତୃତୀୟ ଥର ଓ ଓଡିଶାରେ ପ୍ରଥମ ଥର…
Read More...

ଦିନକ ପରେ ଏସିଆନ ଆଥଲେଟିକ ଚାମ୍ପିଅନସିପ : ପହଁଚିଲେ ୧୧ ଦେଶର ଖେଳାଳି

ଭୁବନେଶ୍ବର:ଆଉ ଦିନକ ପରେ ଏସିଆନ ଆଥଲେଟିକ ଚାମ୍ପିଅନସିପ । ପୁରା ସ୍ପୋର୍ଟସ୍ ଲୁକରେ ରାଜଧାନୀ । ବିଭିନ୍ନ ଦେଶରୁ ଆସିଥିବା ଖେଳାଳିଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏବେ ସୁଦ୍ଧା ୧୧ ଦେଶର ଖେଳାଳି ପହଞ୍ଚି…
Read More...

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା : ଆଜି ଆସିବେ ପାକିସ୍ଥାନ ଖେଳାଳୀ

ଭୁବନେଶ୍ୱର: ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ବହୁ ପ୍ରତୀକ୍ଷିତ ପାକିସ୍ତାନ ଦଳ ସୋମବାର ଭୁବନେଶ୍ୱର ପହଞ୍ଚିବ। ଭାରତ ସରକାର ଭିସା ଅନୁମୋଦନ କରିବା ପରେ ୬ ଜଣ ଖେଳାଳି ଏବଂ ୨ ଜଣ ପ୍ରଶିକ୍ଷକଙ୍କୁ ନେଇ ପାକିସ୍ତାନ ଦଳ…
Read More...