• ୮୫ ବର୍ଷ ବୟସରେ ଅବସର ନେଲେ ଏହି କ୍ରିକେଟର

    ଦୁବାଇ: ଦୀର୍ଘ ୬୦ ବର୍ଷ ଧରି କ୍ରିକେଟ ଖେଳିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ସେସିଲ ରାଇଟ୍‌। ତେବେ ସେପ୍ଟେମ୍ବର ୭ରେ ସେ ତାଙ୍କ କ୍ରିକେଟର କ୍ୟାରିୟରର ଅନ୍ତିମ ମ୍ୟାଚ୍ ଖେଳିବେ। ସେସିଲ ରାଇଟ୍‌ ଜାମାଇକା ପକ୍ଷରୁ ଗ୍ୟାରି ସୋବର୍ସ ଓ ୱେସଲି ହଲଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ବିରୋଧରେ ପ୍ରଥମ ଶ୍ରେଶୀ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ। ଏହା ପରେ ସେ...
  • ଅର୍ଜୁନ ପୁରସ୍କାର ଅବ୍ୟବହିତ ପୂର୍ବରୁ ସ୍ୱର୍ଣ୍ଣ ବିଜେତା ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀରେ ସ୍ୱର୍ଣ୍ଣ ବିଜେତା ଓଡିଶାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସାକ୍ଷାତ ନୂଆଦିଲ୍ଲୀ/ଭୁବନେଶ୍ୱର :  ନୂଆଦିଲ୍ଲୀରେ ବୁଧବାର ସ୍ୱର୍ଣ୍ଣ ବିଜେତା ଓଡିଶାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସହ ସାକ୍ଷାତ୍ କରି ଅର୍ଜୁନ ପୁରସ୍କାରର ଅବ୍ୟବହିତ ପୂର୍ବରୁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ପ୍ରମୋଦ ଭଗତ ଓଡିଶାର ଜଣେ  ଲବ୍ଧ  ପ୍ରତିଷ୍ଠିତ ସନ୍ତାନ ଏବଂ ବିଶ୍ୱର ୧...
  • ଇତିହାସ ରଚିଲେ ସିନ୍ଧୁ

    ନୂଆଦିଲ୍ଲୀ: ଅଲିମ୍ପିକ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଆଜି ବିଶ୍ଵ ଚମ୍ପିଆନସିପର ଫାଇନାଲ ଜିତି ଇତିହାସ ରଚିଛନ୍ତି। ୨୪ ବର୍ଷୀୟ ସିନ୍ଧୁ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ମାତ୍ ଦେଇ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ବିଶ୍ଵ ଚମ୍ପିଆନସିପରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସ୍ଵିଜରଲାଣ୍ଡର ବସେଲରେ ରବିବାର ଆୟୋଜିତ ଫାଇନାଲ  ମୁକାବିଲାରେ ସେ ଚିର ପ୍ରତିଦ୍ଵନ୍ଦୀ ଜାପାନର ଓକୁହାରାଙ୍କୁ ସିଧାସଳଖ ୨୧-୭, ୨୧-୭ରେ ପରାସ୍ତ କରିଛନ୍ତି।...
  • ଓଡିଆ ପୁଅ ପ୍ରମୋଦଙ୍କ ବିଶ୍ୱ ରେକର୍ଡ

    ସ୍ୱିଜରଲ୍ୟାଣ୍ଡ: ସ୍ୱିଜରଲ୍ୟାଣ୍ଡର ବାସେଲରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‍ ରେ ଓଡିଆ ପୁଅ ପ୍ରମୋଦ ଭଗତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୬-୨୧,୨୧-୧୪,୨୧-୫ ରେ ହରାଇ ପ୍ରମୋଦ ଭଗତ ଚାମ୍ପିଅନ ହୋଇଛନ୍ତି। ଡବଲ୍ସ ବର୍ଗରେ ମଧ୍ୟ ପ୍ରମୋଦଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ବରଗଡ ଜିଲ୍ଳାର ଅତାବିରାରେ ଜନ୍ମିତ ଭଗତଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ...
  • ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟମ୍ୟାଚ୍

    ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା) : ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ର ସଫଳତା ପରେ ଭାରତୀୟ ଦଳ ଗୁରୁବାର ପୁଣି ପଡ଼ିଆକୁ ଓହ୍ଲାଇବ। ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଆରମ୍ଭହେବା ପରଠାରୁ ଏହା ଭାରତର ପ୍ରଥମ ଟେଷ୍ଟମ୍ୟାଚ୍ ହେବ। ପୁଣି ଦୀର୍ଘ ସାଢ଼େ ୭ ମାସ ପରେ ଭାରତୀୟ ଦଳ ଟେଷ୍ଟମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ପୁଣି ଭାରତୀୟ ଖେଳାଳିଙ୍କ ପିଠିରେ ଦିିନିକିଆ...
  • ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦାଦେଶ : ଆଗାମୀ ବର୍ଷରୁ ଖେଳିପାରିବେ କ୍ରିକେଟ୍

    ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଶ୍ରୀସନ୍ତଙ୍କ ପାଇଁ ଏକ ଖୁଶିଖବର। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କ୍ରିକେଟର ଏସ.ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ ହ୍ରାସ କରି ୭ ବର୍ଷ କରିଛି। ବିସିସିଆଇର ଏହି ନିଷ୍ପତ୍ତି ଅନୁସାରେ ୨୦୨୦ ସେପ୍ଟେମ୍ବର ୧୩ରେ ଶ୍ରୀସନ୍ତଙ୍କ ଏହି ପ୍ରତିବନ୍ଧକର ଅବଧି ଶେଷ ହେବ। ତେଣୁ ଏହା ପରଠାରୁ ସେ କ୍ରିକେଟ୍ ଖେଳିପାରିବେ। ବିସିସିଆଇ ଲୋକପାଳ ପକ୍ଷରୁ ଜାରି...
  • ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କୁ ନୋଟିସ

    ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ମିଳିଥିବା କରାଣ ଦର୍ଶାଅ ନୋଟିସର ଜବାବ ଦେବା ପରେ ଅଲିମ୍ପିକ ପଦକ ବିଜୟିନୀ ଭାରତୀୟ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକକୁ ଲଖନଉସ୍ଥିତ ଭାରତୀୟ ଖେଳ ପ୍ରାଧିକରଣ (ସାଈ)ରେ ଜାରିଥିବା ଜାତୀୟଶିବିରରେ ପୁଣି ଥରେ ସାମିଲ କରାଯାଇଛି । ନିୟମ ଭଙ୍ଗ କରିଥିବା ଅଭିଯୋଗରେ ସାକ୍ଷୀଙ୍କୁ ଡବ୍ଲୁଏଫଆଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ସାକ୍ଷୀଙ୍କ ସମେତ ସୀମା ବିର୍ଲା...
  • ‘ଖେଳ ରତ୍ନ’ ପୁରସ୍କାର ପାଇବେ ରେସଲର୍ ବଜରଙ୍ଗ

    ନୂଆଦିଲ୍ଲୀ: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ୨୫ ବର୍ଷୀୟ ବଜରଙ୍ଗଙ୍କୁ ଏହି ପୁରସ୍କାର ଦିଆଯିବ। ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲ୍ୟୁଏଫଆଇ) ଏହି ସମ୍ମାନଜନକ ପୁରସ୍କାର ପାଇଁ ବଜରଙ୍ଗଙ୍କ ସହ ମହିଳା ରେସଲର୍ ଭିନେଶ୍ ଫୋଗତଙ୍କ ନାଁ ମଧ୍ୟ ସୁପାରିସ୍ କରିଥିଲା। ଚଳିତ ମାସ ୨୯...
  • ପୁଣି ଥରେ ରବି ଶାସ୍ତ୍ରୀ ହେଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍

    ମୁମ୍ବାଇ: ବହୁ କଳ୍ପନା ଜଳ୍ପନା ପରେ ପୁଣି ଥରେ ରବି ଶାସ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ୍ ଦଳର ମଖ୍ୟ କୋଚ୍ ରୂପେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଭାରତର ପ୍ରଥମ ବିଶ୍ଵକପ୍ ବିଜେତା ଦଳର ଅଧିନାୟକ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟି କୋଚ୍ ପଦ ପାଇଁ ସାକ୍ଷାତକାର ନେଇଥିଲେ। ମୁମ୍ବାଇରେ କ୍ରିକେଟ୍ ପରାମର୍ଶଦାତା କମିଟି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।  ସାମ୍ବାଦିକ ସମ୍ମିଳନୀରେ କପିଲ ଦେବ...