Browsing Category

ମନୋରଞ୍ଜନ

କୋରୋନା ପାଇଁ ସହାୟତାର ହାତ ବଢ଼ାଇଲେ ଅକ୍ଷୟ କୁମାର

ମୁମ୍ବାଇ: କୋରୋନା ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପିଏମ୍ କେଆର୍ସ ଫଣ୍ଡ” ଗଠନ କରି ସହାୟତା କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ତେବେ ଏହି ଟ୍ରଷ୍ଟ ହେବା ପରେ ବଲିଉଡର ଖିଲାଡୀ କୁମାର…
Read More...

ଆଜିଠୁ ଲୋକଙ୍କ ମନୋରଞ୍ଜନ କରିବ ରାମାୟଣ, ମହାଭାରତ

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ୱିଟ କରି କହିଛନ୍ତି ୮୦ ଦଶକର ପୌରାଣିକ ଶୋ’ ରାମାୟଣ ଦ୍ୱିତୀୟ ଥର ପାଇଁ ଦୂରଦର୍ଶନରେ ପ୍ରସାରିତ ହେବ । ଦେଶରେ ବର୍ତମାନ ୨୧ ଦିନ ପର୍ଯ୍ୟନ୍ତ…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଇଟମ୍ ଗାର୍ଲ ରାନୀ ହେଲେ ୫୦ ହଜାର ଟଙ୍କା

ଭୁବନେଶ୍ୱର: କୋରୋନା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରି ନିଜେ ୩ମାସର ଦରମା ଦାନ କରିଥିବାବେଳେ ବିଧାୟକ, ସାଂସଦ ଓ ବଡ଼ ବଡ଼ ଷ୍ଟାର ମାନେ ସହଯୋଗର ହାତ ବଢ଼ାଉଛନ୍ତି । ତେବେ ଏଭଳି ସମୟରେ ଯଲିଉହର ବିବାଦୀୟ…
Read More...

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କର ପରଲୋକ ଘଟିଛି । ଗତକାଲି ସନ୍ଧ୍ୟାରେ ମୁମ୍ବାଇର ସାରଳା ନର୍ସିଂହୋମରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା ।ନିମିଙ୍କ…
Read More...

କୋରୋନାର ଶିକାର ହେଲେ ବଲିଉଡର ଗାୟିକା କନିକା କପୁର

ଲକ୍ଷ୍ନୌ: ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ତାଙ୍କ ରକ୍ତନମୁନା ପଜେଟିଭ୍ ବାହାରିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ; କନିକା ୧୫ ମାର୍ଚ୍ଚ ଦିନ…
Read More...

ସ୍ଥଗିତ ହେଲା କାନ୍ସ ଫେଷ୍ଟିଭାଲ

ମୁମ୍ବାଇ: କୋରୋନାକୁ ଦୃଷ୍ଟିରେ ରଖି ଆଗକୁ ହେବାକୁ ଥିବା କାନ୍ସ ଫେଷ୍ଟିଭାଲକୁ ସ୍ଥଗିତ ରଖାଯାଇଛି ।ଏନେଇ ଦକ୍ଷିଣ ଫ୍ରାନ୍ସରେ ବାର୍ଷିକ କାର୍ଯ୍ୟକ୍ରମର ଆୟୋଜକମାନେ ସୂଚନା ଦେଇଛନ୍ତି। ଏକ ବିବୃତିରେ ସେମାନେ କହିଛନ୍ତି…
Read More...

ଫିସ୍ ବଢ଼ାଇଲେ ପୂଜା

ମୁମ୍ୱାଇ : ସଲମାନ୍ ଖାନ୍ ଏବେ ତାଙ୍କର ଅପକମିଂ ଫିଲ୍ମ “ରାଧେ” ଓ “କଭି ଇଦ୍ କଭି ଦିୱାଲି” ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତେବେ ସଲମାନ୍ ଫିଲ୍ମ “ରାଧେ” ପାଇଁ ଦିଶା ପଟାନୀକୁ କାଷ୍ଟ କରିଥିବାବେଳେ “କଭି ଇଦ୍ କଭି…
Read More...

ପରଦାରେ ଡେବ୍ୟୁ କଲେ କରିସ୍ମାଙ୍କ ଲାଡଲୀ

ମୁମ୍ବାଇ: ବଲିଉଡରେ ବର୍ତମାନ ଷ୍ଟାରକିଡ୍ସଙ୍କ ଡେବ୍ୟୁ ଯୁଗ ଚାଲିଛି । ଅନେକ ଷ୍ଟାର କିଡ ବଲିଉଡରେ ପଦାର୍ପଣ କରିସାରିଲେଣି । ଆଉ ଏବେ ଫେମସ ଅଭିନେତ୍ରୀ କରିସ୍ମା କପୁରଙ୍କ ଲାଡଲୀ ସମାୟରା କପୁର ଅଭିନୟରେ ଡେବ୍ୟୁ କରିଛନ୍ତି ।…
Read More...

ପୁଣିଥରେ ଏକାଠି ସିଡନାଜ୍

ମୁମ୍ବାଇ: ‘ବିଗ ବସ ୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଓ ଫେମସ ପ୍ରତିଯୋଗୀ ସେହନାଜ ଗିଲଙ୍କ ଖଟାମିଠା ପ୍ରେମକାହାଣୀ ଦେଖିବାକୁ ସବୁବେଳେ ବ୍ୟାକୁଳ ଦର୍ଶକ। ବିଗ ବସ ହାଉସରେ ଏହି ଯୋଡିଙ୍କ ପ୍ରେମଭରା ଯାତ୍ରା ଦର୍ଶକଙ୍କ ଖୁବ୍…
Read More...

ବିବାହ ପରେ ସ୍ୱାମୀ ଡାନିଙ୍କ ସହ ଅନାଥ ଆଶ୍ରମରେ ଝିଲିକ୍

ଭୁବନେଶ୍ୱର: ବାହାଘର ପରେ ପ୍ରଥମ କରି ଓଲିଉଡ ଅଭିନେତ୍ରୀ ସ୍ୱାମୀ ପ୍ରୀତିରଞ୍ଜନ ଘଡାଇ ଅର୍ଥାତ୍ ଡାନିଙ୍କ ସହ ଭୁବନେଶ୍ୱରସ୍ଥିତ ଏକ ଅନାଥ ଆଶ୍ରମରେ ପହଂଚିଥିଲେ । ସେଠାରେ ପହଂଚି ଉଭୟ ନିଜ ବାହାଘରର ଖୁସି ସେଲିବ୍ରେସନ…
Read More...

ପ୍ରଭାସଙ୍କ ହିରୋଇନ ସାଜିବେ କ୍ୟାଟ୍‌

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାସ ଏବେ ତାଙ୍କର ଆଗାମୀ ଫିଲ୍ମ “ଜାନ୍‌” ର ସୁଟିଂରେ ବ୍ୟସ୍ତ ଅଛନ୍ତି । “ସାହୋ” ଫିଲ୍ମରେ ପ୍ରଭାସଙ୍କୁ ଶ୍ରଦ୍ଧା କପୁରଙ୍କ ସଙ୍ଗେ ଦେଖିବା ପରେ ଏବେ ଦର୍ଶକମାନେ ତାଙ୍କୁ…
Read More...

ଗୋପନରେ ବାହା ହେଲେ ଅଭିନେତ୍ରୀ ଝିଲିକ୍

ଯାଜପୁର: ଗୋପନରେ ବାହା ହେଲେ ଅଭିନେତ୍ରୀ ଝିଲିକ୍ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କଲେ ଅଭିନେତ୍ରୀ ଝିଲିକ୍। ଯାହାର ଭିଡିଓ ସୋସିଆଲ ମିଡିଆରେ…
Read More...

ଏଥର ସ୍କ୍ରିନରେ ଭୂମି-ରାଜକୁମାରଙ୍କ ଯୋଡି

ମୁମ୍ବାଇ: ନ୍ୟାସନାଲ ଆୱାର୍ଡ ଜିତିସାରିଥିବା ଆୟୁଷ୍ମାନ ଖୁରାନାଙ୍କ ବ୍ଲକବଷ୍ଟର ଫିଲ୍ମ ‘ବଧାଇ ହୋ’ପରେ ଏବେ ଜଙ୍ଗଲୀ ପିକ୍ଚର୍ସ ଖୁବଶୀଘ୍ର ନେଇକି ଫେରିବ ଏହି ସିରିଜର ଦ୍ବିତୀୟ ପାର୍ଟ। ଯାହାର ଟାଇଟଲ ରଖାଯାଇଛି ‘ବଧାଇ ଦୋ’ ।…
Read More...

ସ୍ୱରାଜ-ଶିବାନୀଙ୍କ ରୋମାନ୍ସ

ଭୁବନେଶ୍ୱର: ଖୁବ୍ ଶୀଘ୍ର ପରଦାରେ ଦର୍ଶକ ଦେଖିବାକୁ ପାଇବେ ସ୍ୱରାଜ ଓ ଶିବାନୀ ଙ୍କ ରୋମାନ୍ସ କେମେଷ୍ଟ୍ରୀ । କାରଣ ଖୁବ୍ ଶୀଘ୍ର ଏହି ସ୍ୱିଟ୍ ଯୋଡି ଶ୍ରୀଧର ମାର୍ଥା ଓ ବାପୁନ କୁମାରଙ୍କ ପ୍ରଯୋଜିତ ଫିଲ୍ମ “ଦିଲ୍ ମୋର…
Read More...