• ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କୁ ନେଇ ତାମିଲ ଡକ୍ୟୁମେଣ୍ଟାରୀ

    ଚେନ୍ନାଇ: ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କୈଳାଶ ସତ୍ୟାର୍ଥୀଙ୍କ ଜୀବନ ଓ ସଂଘର୍ଷକୁ ନେଇ ୨୦୧୮ ନଭେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ ହୋଇଥିଲା | ଏବେ ଏହାର ତାମିଲ ଭର୍ସନ ମଧ୍ୟ ରିଲିଜ ହୋଇଛି | ଚେନ୍ନାଇରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ରିଲିଜ କରାଯାଇଥିବାବେଳେ ଖୋଦ କୈଳାଶ ସତ୍ୟାର୍ଥୀ ଓ ଦକ୍ଷିଣ ଭାରତ ଫିଲ୍ମ ଜଗତର ସୁପରଷ୍ଟାର କମଲ ହାସନ ମଧ୍ୟ ଉପସ୍ଥିତ ଥିଲେ |...
  • ଧାରା ୩୭୦ ଉଚ୍ଛେଦ ପରେ କ’ଣ କହିଲେ ବଲିଉଡ୍‌ ସେଲେବ୍ରିଟି

    ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନରେ ଥିବା ସ୍ୱତନ୍ତ୍ର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଅର୍ଥାତ ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଆଉ ମିଳିବ ନାହିଁ। ଏଣିକି ଜମ୍ମୁ-କଶ୍ମୀର ଏକ ରାଜ୍ୟ ଭାବେ ନୁହେଁ, ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ ଏବଂ ଆଗରୁ ଏହା ସହିତ ସାମିଲ ଥିବା ଲଦାଖ ଏବେ  ତା...
  • ଭିନ୍ନ ରୂପରେ ପରଦାକୁ ଫେରୁଛନ୍ତି ପପୁ

    ଭୁବନେଶ୍ବର: ଏ ଖବର ତ ଆପଣଙ୍କୁ ମିଳି ସାରିଛି ଯେ ଓଲିଉଡର ଲୋକପ୍ରିୟ କମେଡିଆନ୍‌ ପପୁ ପମ୍‌ପମ୍‌ ପୁଣି ଥରେ ନାୟକ ଭୂମିକାରେ ଆସୁଛନ୍ତି। ହଁ, ନୂଆ ଓଡ଼ିଆ ସିନେମା ‘ମିଷ୍ଟର କହ୍ନେୟା’ରେ ପପୁ ପମ୍‌ପମ୍‌ ନାୟକ ଭାବେ ପୁଣି ଅଭିନୟ କରୁଛନ୍ତି। ‘ମିଷ୍ଟର କହ୍ନେୟା’.ରେ ଟାଇଟଲ ରୋଲରେ ଅଛନ୍ତି ପପୁ ଓ ତାଙ୍କ ବିପକ୍ଷରେ ଏଥିରେ ନାୟିକା ସାଜିଛନ୍ତି ବଙ୍ଗୀୟ ସୁନ୍ଦରୀ ଝିଲିକ୍‌। ପ୍ରଥମ ଥର ପପୁ-ଝିଲିକ୍‌...
  • ସ୍ୱାମୀଙ୍କଠାରୁ ଅଲଗା ହେବେ ଦିୟା ମିର୍ଜା

    ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ସେ କରିଥିବା ଟୁଇଟ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଟୁଇଟ୍‌ କରି ନିଜର ୧୧ବର୍ଷ ବିବାହକୁ ଭାଙ୍ଗିବାକୁ ଯାଉଥିବା ଜଣାଇଛନ୍ତି ଦିୟା । ଉଭୟ ଦିୟା ଓ ତାଙ୍କ ସ୍ୱାମୀ ସାହିଲ ସାଙ୍ଘା ପରସ୍ପର ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନେଇଥିବା ଲେଖିଛନ୍ତି...
  • ହଲିଉଡ୍ ଫିଲ୍ମରେ କପିଲଙ୍କ ଯାଦୁ

    ମୁମ୍ୱାଇ: ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍‌ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍‌-୨’ ତିଆରି ହେବାକୁ ଯାଉଛି। ଅନ୍ୟାନ୍ୟ ହଲିଉଡ୍‌ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଡବ୍‌ କରାଯିବା ପରେ ଭାରତରେ ରିଲିଜ କରାଯିବ। ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନ୍‌ରେ ମୁଖ୍ୟ...
  • ବଡ଼ ପରଦାକୁ ଶିଳ୍ପାଙ୍କ କମ୍‌ବ୍ୟାକ୍

    ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ ଆଇକନ୍‌ ଶିଳ୍ପା ଶେଟ୍ଟୀଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ସେ  ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି। ଏହି ବର୍ଷଗୁଡ଼ିକରେ ସେ କେବଳ ଛୋଟ ପରଦାର ରିଅଲିଟି ଶୋ’ରେ କାମ କରୁଥିଲେ। ସୂଚନା ଅନୁଯାୟୀ, ଦିଲ୍‌ଜିତ୍‌ ଦୋସାଞ୍ଝ ଓ ୟାମି ଗୌତମଙ୍କ ଆଗାମୀ କମେଡି ସିନେମା ମାଧ୍ୟମରେ ଶିଳ୍ପା ବଡ଼ ପରଦାକୁ କମ୍‌ ବ୍ୟାକ୍ କରୁଛନ୍ତି। ତେବେ...
  • ଅଭିନେତ୍ରୀ କୋଇନା ମିତ୍ରଙ୍କୁ ଜେଲ

    ମୁମ୍ବଇ : ଏକ ଚେକ ବାଉନ୍ସ ମାମଲାରେ ବଲିଉଡ଼ ଅଭିନେତ୍ରୀ କୋଇନା ମିତ୍ରଙ୍କୁ ମୁମ୍ବଇ ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ସୋମବାର ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଅଭିଯୋଗକାରିଣୀ ପୁନମ ସେଟୀଙ୍କୁ ୪.୬୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ରାୟ ଦେଇଛନ୍ତି। ତାହା ମଧ୍ୟରେ ୧.୬୪ ଲକ୍ଷ ଟଙ୍କାର ସୁଧ ରହିଛି।ସୂଚନା ଅନୁସାରେ ମଡେଲ ପୁନମ ସେଟିଙ୍କଠାରୁ କୋଇନା ମିତ୍ର ୨୨ ଲକ୍ଷ ଟଙ୍କା ଋଣ...
  • ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ

    ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାରେ  ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ର ରାୟପୁରର ବାହାରି ଅଞ୍ଚଳରେ ଶିବଲେଖଙ୍କ କାର୍‌ ଓ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଶିବଲେଖଙ୍କ ସହିତ ତାଙ୍କ ବାପାମା’ ଓ ଅନ୍ୟ ଜଣେ ବ୍ୟକ୍ତି ଥିଲେ। ସେମାନେ ଗୁରୁତର ଭାବେ...
  • ଅଗଷ୍ଟରୁ ଆରମ୍ଭ ହେବ ‘କୌନ ବନେଗା କରୋଡପତି’

    ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।  ଏହି ଶୋ’ର ୧୧ ତମ ସିଜିନ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶକ ବି ଖୁବ୍‌ ଉତ୍ସୁକତାର ସହ ଏହାକୁ ଅପେକ୍ଷା କରିଛନ୍ତି। ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ସବୁଥର ପରି ଏଥର ମଧ୍ୟ ଏହି ଶୋ’ର  ଆଙ୍କରିଂ ଦାୟିତ୍ୱ ସମ୍ଭାଳିଛନ୍ତି। ବିଗ୍‌ ବିଙ୍କ ଆଙ୍କରିଂ...