• ଓଡ଼ିଆ ଫିଲ୍ମ ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’କୁ ଅନ୍ତର୍ଜାତୀୟ ପୁରସ୍କାର

    ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ।  ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’କୁ ଅନ୍ତର୍ଜାତୀ ସ୍ତରରେ ସମ୍ମାନିତ କରାଯାଇଛି। ମେକ୍ସିକୋର ବକାଲାର୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଛି। ଏହି ମହୋତ୍ସବରେ ‘କୋକଲି’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବା ସହ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ...
  • ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଛାତ୍ରୀ

    ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ। ଆକାଂକ୍ଷା କୁମାରୀ ନାମକ ଜଣେ ଛାତ୍ରୀ ଫେସ୍‌ବୁକ୍‌ ପୋଷ୍ଟ କରି ଶାଶ୍ୱତ ଯୋଶୀଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ସେ ଲେଖିଛନ୍ତି, ‘ସବୁଠୁ ବଡ଼ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ହେଉଛନ୍ତି ଶାଶ୍ୱତ ଯୋଶୀ। ୨୦୧୧ ମସିହାରେ ଗୋଟିଏ ଏନ୍‌ସିସି କ୍ୟାମ୍ପରେ ତାଙ୍କ ସହ ମୋର...
  • ‘ପି ସେ ପ୍ୟାର, ଏଫ ସେ ଫରାର୍’ ଟ୍ରେଲର ରିଲିଜ

    ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଫେରିବାକୁ ଯାଉଛନ୍ତି ଅଭିନେତା ଜିମି ସେରଗିଲ । ବର୍ତ୍ତମାନ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ତାଙ୍କର ଆଗାମୀ ଭେଞ୍ଚର ଫିଲ୍ମ ‘ପି ସେ ପ୍ୟାର, ଏଫ ସେ ଫରାର୍’ । ଯାହାର ଜବରଦସ୍ତ ଟ୍ରେଲର ଆଜି ରିଲିଜ ହୋଇଛି । ଏହି ଫିଲ୍ମର କାହାଣୀ ସାମାଜିକ ପ୍ରସଙ୍ଗକୁ ନେଇ ଆଧାରିତ । ଯେଉଁଥିରେ ଅନର କିଲିଂ ଭଳି ଘଟଣା ଦେଖିବାକୁ ମିଳିଛି। ‘ପି ସେ...
  • ଭୁବନେଶ୍ଵରରେ ସୋନମ କପୁର

    ଭୁବନେଶ୍ଵର: ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜି ଭୁବନେଶ୍ବର ପହଞ୍ଚିଛନ୍ତି। ପ୍ରଥମ ଥର ଓଡ଼ିଶା ମାଟିରେ ତାଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ବହୁତ ଖୁସି ଅଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦର ପରିସରରେ ଜମିଥିଲା ଫ୍ୟାନ୍ସଙ୍କ ଭିଡିଓ । ତେବେ ଏକ ଗହଣା ଦୋକାନର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ସେ ଏଠାକୁ ଆସିଛନ୍ତି । ତାଙ୍କୁ ଏକ ସ୍ଵତନ୍ତ୍ର ସୁରକ୍ଷା ଭିତରେ କର୍ଡନ କରିନିଆଯାଇଛି...
  • ଏହି ମିସ୍ ୱାର୍ଲ୍ଡଙ୍କ ସହ ରୋମାନ୍ସ କରିବେ ଖିଲାଡୀ କୁମାର

    ୨୦୧୭ରେ ମିସ୍ ୱାର୍ଲ୍ଡ ହୋଇଥିବା ମାନୁଷୀ ଚିଲ୍ଲର ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡ୍ ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଦିବେଦ୍ୱୀଙ୍କ ଆଗାମୀ ଫିଲ୍ମ “ପୃଥୀରାଜ ଚୌହାନ”ରେ ମାନୁଷୀ ରାଣୀ ଭୂମିକାରେ ନଜର ଆସିବେ । ତେବେ ପୃଥୀରାଜଙ୍କ ଭୂମିକାରେ ଅକ୍ଷୟ କୁମାର କାମ କରିବେ ବୋଲି ଠିକ୍ ହୋଇଯାଇଛି । ଯାହାଫଳରେ ଖିଲାଡି କୁମାର ଏବଂ ମାନୁଷୀଙ୍କୁ ପ୍ରଥମଥର ପାଇଁ ଏକାଠି ରୋମାନ୍ସ କରିବାର...
  • ଗୋଟିଏ ଦିନରେ ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ଆୟ

    ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ସାହୋ’ ଗତକାଲି ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ରିଲିଜ୍ ପୂର୍ବରୁ ସେତେଟା ଭଲ ରିଭ୍ୟୁ ମିଳି ନଥିଲା । ହେଲେ ବି ପ୍ରଥମ ଦିନରେ ଭଲ ରୋଜଗାର କରିଥିବା ଜଣାପଡିଛି । ଫିଲ୍ମଟି ପ୍ରଥମ ଦିନରେ ୨୪ କୋଟି ଟଙ୍କା ରୋଜଗାର କରିଥିବା ଖବର ମିଳିଛି । କିନ୍ତୁ ଫିଲ୍ମ ମେକର୍ସଙ୍କ ଆଶା...
  • ସୋସିଆଲ ମିଡିଆରେ ଭାଇରାଲ ହେଲା ପୁନମ୍ ପାଣ୍ଡେଙ୍କ ହଟ୍ ଭିଡିଓ, ଦେଖନ୍ତୁ

    ବଲିଉଡର ଜଣାଶୁଣା ଅଭିନେତ୍ରୀ ପୁନମ୍ ପାଣ୍ଡେ ସବୁବେଳେ ନିଜ ହଟ୍ ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି । ସେ ସବୁବେଳେ ନିଜ ସୋସିଆଲ ସାଇଟରେ ଭିନ୍ନ ଭିନ୍ନ ଅନ୍ଦାଜରେ ଭିଡିଓ ଓ ଫଟୋ ସେୟାର କରିଥାନ୍ତି । ତେବେ ଏଭଳି ଏକ ଘଟଣା ପୁଣିଥରେ ସାମ୍ନାକୁ ଆସିଛି, ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେ ଏକ ହଟ୍ ଭିଡିଓ ନିଜ ସୋସିଆଲ ସାଇଟରେ ସେୟାର କରିଛନ୍ତି...
  • ଅମୀରଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

    ନୂଆଦିଲ୍ଲୀ: ବଲିଉଡ଼ ତାରକା ଅମୀର ଖାନଙ୍କ ପ୍ଲାଷ୍ଟିକ ବ୍ୟବହାର ଉପରେ ଏକ ଟ୍ୱିଇଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଟ୍ୱିଇଟ କରିବା ସହ ଧନ୍ୟବାଦ ଜଣାଇଛନ୍ତିା ନିକଟରେ ଷ୍ଟାର ଅମୀର ଖାନ ସାମାଜିକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଇ “ସିଙ୍ଗଲ ୟୁଜ ପ୍ଲାଷ୍ଟିକ”ଉପରେ ଏକ ଟ୍ୱିଇଟ କରିଥିଲେ । ଅମୀର ଏହି ଟ୍ୱିଇଟ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସିଙ୍ଗଲ ୟୁଜ ପ୍ଲାଷ୍ଟିକ”ର ବ୍ୟବହାର ଉପରେ ପ୍ରଶଂସା କରିଥିଲେ । ବର୍ତ୍ତମାନ...
  • ବକସର ଲୁକ୍ ରେ ଫରହାନ୍

    ମୁମ୍ବଇ :  ବଲିଉଡର ମଲ୍ଟି ଟ୍ୟାଲେଂଟଡ୍ ହିରୋ ଫରହାନ୍ ଅଖତର ଖୁବ୍ ଶୀଘ୍ର ବକସର ଲୁକ୍ ରେ ଦର୍ଶକଙ୍କୁ ଦେଖାଦେବେ । କଥାଟା ହେଉଛି, ଖୁବ୍ ଶୀଘ୍ର ସେ ଏକ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ‘ତୁଫାନ’ ନାମକ ଏହି ଫିଲ୍ମରେ ସେ ବକସର ଭୂମିକାରେ ଦେଖାଦେବେ । ଏହି ଫିଲ୍ମକୁ ନେଇ ଫରହାନ୍ ଖୁବ୍ ବ୍ୟସ୍ତ ରହୁଥିବା ଜଣାପଡିଛି । ଫିଲ୍ମର ଏକ ଫଟୋ...