• ସର୍ବଶ୍ରେଷ୍ଟ ମନ୍ତ୍ରୀ ସର୍ଭେରେ ନମ୍ବର-୧ ବିବେଚିତି ହେବା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସାକ୍ଷାତକାର

    ଫେମ ଇଣ୍ଡିଆ ମାଗାଜିନ ଏସିଆପୋଷ୍ଟର ସର୍ବଶ୍ରେଷ୍ଟ ମନ୍ତ୍ରୀ ସର୍ଭେରେ ମନ୍ତ୍ରୀ ପ୍ରତାପ ଜେନା ହୋଇଛନ୍ତି ସର୍ବଶ୍ରେଷ୍ଠ ମନ୍ତ୍ରୀ ଭୁବନେଶ୍ୱର : ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା,ବ୍ୟକ୍ତିତ୍ୱ,ଇମେଜ,ପ୍ରଭାବ ଓ ନିଜବିଭାଗକୁ ଠିକଭାବରେ ବୁଝିବା,ଦୂରଦର୍ଶିତାର ସହ କାମ କରିବା, କାମ କରିବା ଶୈଳୀ ସାଙ୍ଗକୁ ଲୋକପ୍ରିୟତା ଆଦିକୁ ବିଚାରକୁ ନେଇ ଦେଶର ପ୍ରତିଷ୍ଠିତ ପତ୍ରିକା ଫେମ ଇଣ୍ଡିଆ ମାଗାଜିନ ଏସିଆପୋଷ୍ଟର ସର୍ବଶ୍ରେଷ୍ଟ ମନ୍ତ୍ରୀ ସର୍ଭେରେ ନମ୍ବର-୧ ବିବେଚିତି ହୋଇଛନ୍ତ୍ରି ମନ୍ତ୍ରୀ ପ୍ରତାପଜେନା । ଦିଲ୍ଲୀରେ...
  • ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାଇଁ ୭ ଚ୍ୟାଲେଞ୍ଜ କଣ ପଢନ୍ତୁ

    Sଭୁବନେଶ୍ବର : ଦେଶର ନୂଆ ଅର୍ଥମନ୍ତ୍ରୀ ହୋଇଛନ୍ତି ନିର୍ମଳା ସୀତାରମଣ ।ମୋଦି ସରକାର ଶପଥ ଗ୍ରହଣ କରିବା ପୂର୍ବରୁ ଅରୁଣ ଜେଟ୍‌ଲୀ ଆଉ ମନ୍ତ୍ରୀ ନହେବାକୁ ଘୋଷଣା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜେଟ୍‌ଲୀଙ୍କ ଅନୁପସ୍ଥିତିରେ କିଏ ଅର୍ଥମନ୍ତ୍ରୀ ହେବେ ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା ।ଆଉ ଏମିତି ସ୍ଥିତିରେ ପରବର୍ତ୍ତୀ ଅର୍ଥମନ୍ତ୍ରୀ ଭାବେ ପୀୟୂଷ ଗୋୟଲଙ୍କ ନାଁକୁ ନେଇ ସବୁଠୁ ବେଶୀ ଚର୍ଚ୍ଚା ହୋଇଥିଲା ।କାରଣ...
  • ଅଜବ ଜୀବ ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ , ମଣିଷ ପରି ମୁହଁ ବିଲେଇ ପରି ଚାଲି ବଡ ନଖ..

    ରାଜସ୍ଥାନ : ମଣିଷ ପରି ମୁହଁ, ବିଲେଇ ଚାଲି , ବଡ ବଡ ନଖ ଏମିତି ଏକ ଭୟଙ୍କ ଅଜବ ଜୀବ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ଏମିତି କି ଏହି ଜୀବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେହି କେହି ଏହାକୁ ମିଛ ଓ ମନଗଢା ଫଟୋ କହୁଥିଲେ ବି ବାସ୍ତବରେ ଏହାର ଭୟ କିନ୍ତୁ ସେମାନଙ୍କ ଭିତରେ ରହିଛି...
  • ଦୃଷ୍ଟିହୀନ କରିପାରେ ସ୍ମାର୍ଟଫୋନର ନୀଳରଶ୍ମୀ

    ସ୍ମାର୍ଟଫୋନ୍ରେ ଅନବରତ ବ୍ୟସ୍ତ ରହିବା ଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ଏହାର ଆହୁରି ଅନେକ କୁପରିଣାମ ଥିଲେ ମଧ୍ୟ ଆଖିକୁ ସବୁଠୁ ଅଧିକ ହାନି ପହଞ୍ôଚଥାଏ । ବୈଜ୍ଞାନିକଙ୍କ ମତରେ, ସ୍ମାର୍ଟଫୋନ୍ରୁ ବିଚ୍ଛୁରିତ ହେଉଥିବା ନୀଳ ରଶ୍ମି ଯୋଗୁ ଦୃଷ୍ଟିଶକ୍ତି ବି ଚାଲିଯାଇପାରେ । ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି । ଆଖିର ରେଟିନାରେ ମହଜୁଦ୍ ଗୁରୁତ୍ୱପୂର୍ଣ୍ଣ ମଲିକ୍ୟୁଲ୍କୁ ସ୍ମାର୍ଟଫୋନ୍ କିମ୍ବା ଡିଜିଟାଲ୍ ଉପକରଣରୁ...
  • Historic   Old House  of  the  Jagganath  Sadak

    Bhubaneswar: One of the last remaining vestiges of the Old Jagannath Sadak, just on the outskirts of Bhubaneswar, is crumbling for want of proper conservation. The Anu Patro Kothi, as it has been popularly called since the last 140 years, is in need or urgent repairs. Located in the Gadasrirampur...
  • ନିଆଳିରେ ଥମୁନି ଅଜଣା ଜନ୍ତୁର ଆତଙ୍କ: ପୁଣି ମାରିଲା ମେଣ୍ଡା

    ନିଆଳି: କଟକ ଜିଲ୍ଲା ନିଆଳିରେ ଗତ ଦୁଇ ମାସ ହେବ ଲାଗି ରହିଥିବା ଅଜଣା ଆତଙ୍କ ଥମିବାର ନାଁ ନେଉନି । ପ୍ରଶାସନର ଉଦ୍‌ୟମ ଶତ୍ତ୍ୱେ ଧରା ଦେଉନି ଅଜଣା ଯନ୍ତୁ । ଏମିତିକି ସମସ୍ତଙ୍କ ଆଖିରେ ଧୁଳି ଦେଇ କରିଚାଲିଛି ମେଣ୍ଢା ଶୀକାର । ଶୁକ୍ରବାର ରାତିରେ ନିଆଳି ଠାରି ପାଖା ପାଖି ୧୭ କିମି ଦୂର ପୋଖରୀ ଗାଁରେ ମେଣ୍ଢା ଶୀକାର କରିଛି ସେଇ ଅଜଣା...