Browsing Category

ବଡ ଖବର

ଗଞ୍ଜାମ ଗୋଳନ୍ଥରାରେ ଅଘଟଣ  : ଚଳନ୍ତା ବସରେ ନିଆଁ ଲାଗି ୯ ମୃତ, ୩୦  ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା- ତୁଲୁ ରାସ୍ତାରେ ଏକ ବଡ ଧରଣ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ ଜଳିଯାଇଛି। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ…
Read More...

ପଞ୍ଜାବରେ ବିସ୍ଫୋରଣ: ୧୫ଜଣ ମୃତ

ଅମୃତସର: ଶ୍ରଦ୍ଧାଳୁଙ୍କୁ ନେଇ କୀର୍ତନ କରିବାକୁ ଯାଉଥିବା ଏକ ଟ୍ରାକ୍ଟରର ଦୁର୍ଘଟଣା ହୋଇଥିଲା । ଫଳରେ ଟ୍ରାକ୍ଟରର ଟ୍ରଲିଟି ବିସ୍ଫୋରଣ କରିବା ଫଳରେ ଘଟଣା ସ୍ଥଳରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅପେକ ଆହତ ହୋଇଥିବା…
Read More...

ଏକଜିଟ୍ ପୋଲ: ଦିଲ୍ଲୀରେ ପୁଣିଥରେ ମଙ୍ଗ ଧରିବ ଛାଡୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଅନ୍ୟପଟେ ବିିଭିନ୍ନ ଏକଜିଟ୍ ପୋଲ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । ଏଥିରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ସ୍ଥାନ ବଜାୟ…
Read More...

ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଚାଲିବ ୨ଟି ନୂଆ ମେମୁ ଟ୍ରେନ

ଭୁବନେଶ୍ବର: ଚଳିତମାସ ୧୨ ତାରିଖ ଠାରୁ ଭୁବନେଶ୍ବର ଓ କେନ୍ଦୁଝରଗଡ ମଧ୍ୟରେ ୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ବର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇଛି । ଏହି…
Read More...

୩ବର୍ଷ ମଧ୍ୟରେ ରାଜ୍ୟର ସବୁ ପଂଚାୟତରେ ହେବ ପକ୍କାଘର

ଭୁବନେଶ୍ୱର: ୩ବର୍ଷ ମଧ୍ୟରେ ରାଜ୍ୟର ସବୁ ପଂଚାୟତରେ ହେବ ପକ୍କାଘର । ବିଜୁ ପକ୍କା ଘର ଓ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାର ଚେଷ୍ଟା ଚଳାଇଥିବା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଦାନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ । ଆରମ୍ଭ ହେଲା ଭୋଟିଂ ପ୍ରକ୍ରିୟା । ମତଦାନ କରୁଛନ୍ତି ଜନତା । ୭୦ଟି ଆସନ ପାଇଁ ଚାଲିଛି ମତଦାନ । ୧.୪୭ କୋଟି ଭୋଟର ଆଜି ନିଜର ମତାଧିକାର ସାବ୍ୟସ୍ତ କରିବେ । ସେପଟେ,…
Read More...

ହାଇକୋର୍ଟର ନୂତନ ବିଚାରପତି ହେବେ ସଞ୍ଜୀବ ପାଣିଗ୍ରାହୀ

କଟକ: ହାଇକୋର୍ଟର ନୂତନ ବିଚାରପତି ହେବେ ସଞ୍ଜୀବ ପାଣିଗ୍ରାହୀ । ନୂତନ ବିଚାରପତି ନିଯୁକ୍ତି ଲାଗି ରାଷ୍ଟ୍ରପତିଙ୍କ ଠାରୁ ତାଙ୍କୁ ଅନୁମୋଦନ ମିଳିଛି ।  ବର୍ତମାନ ସୁପ୍ରିମକେର୍ଟର ଆଇନଜୀବି ଭାବେ କାର୍ଯ୍ୟ…
Read More...

ଓଡିଶା ବଜେଟ: ଦେଢ ଲକ୍ଷ କୋଟିର ଚିଠା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫୦ ଲକ୍ଷ କୋଟି ଟଙ୍କାର ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ । ଶୁକ୍ରବାର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ…
Read More...

ରାଜ୍ୟ କ୍ୟାବିନେଟ ବୈଠକ; ୯ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ। ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ। ଏହାସହ ରାଜ୍ୟ ୫ମ ଅର୍ଥ ଆୟୋଗ ଆକ୍ସନ ଟେକେନ୍ ରିପୋର୍ଟ ହେଲା ଉପସ୍ଥାପନ। ସେହିପରି ଓଡିଶା ସିଭିଲ ସର୍ଭିସ ରୁଲ ସଂଶୋଧନ…
Read More...

୯ଯାଏଁ ଓଡ଼ିଶାକୁ ଭିଜାଇବ ବର୍ଷା; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ସକାଳୁ କିଛି ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଏଭଳି ପ୍ରଭାବ ଆସନ୍ତା ୯ ଯାଏଁ ଏଭଳି ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି…
Read More...

କୋରୋନା ଭାଇରସ; ମୃତ୍ୟୁ ସଂଖ୍ୟା ଛୁଇଁଲା ୬୩୦

ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରିବାକୁ ଲାଗିଛି କୋରୋନା ଭାଇରସ । ଉହାନରୁ ଉତ୍ପତି ହୋଇଥିବା ଏହି ଭାଇରସ କବଳରେ ରହିଛି ସମଗ୍ର ଦେଶ । ଏହି ଭାଇରସ ଦ୍ବାରା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଥମିବାକୁ ନାଁ ନେଉ…
Read More...

ବାଣୀବିହାର ଛକରେ ହାଇୱାକୁ ପିଟିଲା ସ୍କୁଲ ବସ

ଭୁବନେଶ୍ବର: ବାଣୀବିହାର ଛକରେ ସ୍କୁଲ ବସ ଦୁର୍ଘଟଣା । ଏନଏଚ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ସୁଦାନନ୍ଦ ସ୍କୁଲ ବସ। ପିଲାଙ୍କୁ ନେବାକୁ ଯାଉଥିବାବେଳେ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ବସ । ଏହି ଦୁର୍ଘଟଣାରେ ବସ…
Read More...

ମାଟ୍ରିକ୍ ପ୍ରଶ୍ନପତ୍ର ଭଇରାଲ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହେଲେ କଠୋର କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ସେଂଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ…
Read More...

ଏସସିବିରେ ପ୍ରଥମ ସାଇନ ଫ୍ଲୁ ରୋଗୀ ଚିହ୍ନଟ

କଟକ: ଏସସିବିରେ ପ୍ରଥମ ସାଇନ ଫ୍ଲୁ ରୋଗୀ ଚିହ୍ନଟ । ରୋଗୀଜଣଙ୍କ ଢେଙ୍କାନାଳ ଅଂଚଳର ବୋଲି ଜଣାପଡିଛି । ତେବେ ଗତ କିଛିଦିନ ପୂର୍ବରୁ ସ୍ବାଇନ ଫ୍ଲୁ ରୋଗ ସନ୍ଦେହରେ ତିନି ଜଣ ଏସସିବି ଆସିଥିଲେ । ତିନି ଜଣଙ୍କ ରକ୍ତ ନମୁନା…
Read More...