Browsing Category

ବଡ ଖବର

ତ୍ମହତ୍ୟା କଲେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ମଧ୍ୟାହ୍ଣରେ ତାଙ୍କର ମୃତଦେହ ଏକ ବନ୍ଦ କୋଠରୀ ଭିତରୁ ମିଳିଥିବା ସୂଚନା ମିଳିଛି। ଏହାପରେ ପୀଡ଼ିତାଙ୍କ ପରିବାର ତାଙ୍କୁ ସ୍ଥାନୀୟ କୁନ୍ଦୁଲି…
Read More...

ସି-ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ

କଟକ,(ଓପିଏ):ସି-ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ କଟକ ଚୌଦ୍ୱାର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି । ସୋମବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ପ୍ରଭାତ । ସିବିଆଇ ପ୍ରଥମେ ପ୍ରଭାତଙ୍କୁ ସଂଧ୍ୟା…
Read More...

ଇସ୍ତଫାର ୨୪ ଘଣ୍ଟା ନପୁରୁଣୁ ପୁଣି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ପାଟନା: କାଲି ଇସ୍ତଫା ଦେଇଥିଲେ । ଆଜି ପୁଣି ଥରେ ଶପଥ ନେଲେ । ଇସ୍ତଫା ଦେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି ଜେଡିୟୁ ନେତା ନୀତୀଶ କୁମାର। ଲାଲୁଙ୍କ ହାତ ଛାଡିଥିବା…
Read More...

ବିଜେଡି ଫଣ୍ଡରେ ଆର୍ଥିକ କାରବାର ପ୍ରସଂଗ: ନବୀନ କହିଲେ ଏହା ମିଥ୍ୟା, ଅପପ୍ରଚାର

ଭୁବନେଶ୍ବର: ବିଜେଡି ଫଣ୍ଡରେ ଆର୍ଥିକ କାରବାର ଓ ନିର୍ବାଚନ ଖର୍ଚ୍ଚକୁ ନେଇ ଏକ ଇଂରାଜୀ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହାକୁ ନେଇ ଯୋର ଧରିଛି ରାଜ୍ୟ ରାଜନୀତି । ବିଜେଡି ଆର୍ଥିକ କାରବାରକୁ ହାଓ୍ବଲା ସହ ଯୋଡିଛନ୍ତି…
Read More...

ମୌସୁମୀ ଅଧିବେଶନ ଲାଗି ବିଜେଡି ରଣନିତୀ ପ୍ରସ୍ତୁତ,ବିନା ଆଲୋଚନାରେ ମୁହଁ ନଖୋଲିବାକୁ ସାଂସଦଙ୍କୁ ନବୀନଙ୍କ ତାଗିତ

ଭୁବନେଶ୍ବର: ସଂସଦର ମୌସୁମୀ ଅଧିବେଶନରେ କଣ ହେବ ବିଜେଡିର ରଣନିତୀ ସେନେଇ ଆଜି ବିଜେଡି ସଂସଦୀୟ ଦଳର ବୈଠକରେ ନିଷ୍ପତ୍ତି ହୋଇଛି । ସାଂସଦ ମାନଙ୍କ ବୈଠକ ନବୀନ ନିବାସରେ ବସିଥିଲା । ବୈଠକରେ ଅଧ୍ୟକ୍ଷତା କରିଥିଲେ ବିଜେଡି…
Read More...

୪ ମାସ ମଧ୍ୟରେ ଜଗମୋହନ ମରାମତି ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ,ସେପଟେ ୧୪ରୁ ୮ ଘଣ୍ଟା ଲେଖାଏଁ କାମ କରିବାକୁ…

ଭୁବନେଶ୍ବର:୪ ମାସ ମଧ୍ୟରେ ଜଗମୋହନ ମରାମତି ଶେଷକର । ASI ଓ ପୂର୍ତ୍ତ ବିଭାଗକୁ ଏମିତି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅଚାନକ ପୁରୀ ଗସ୍ତରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଜଗମୋହନ ମରାମତି…
Read More...

କୁମ୍ଭାରପଡ଼ା ଜଙ୍ଗଲରେ ଶିଶୁ ଆଗରେ ମାକୁ ହତ୍ୟା ଘଟଣା: ଶିଶୁର ଲାଳନ ପାଳନ ଭାର ନେବେ ସରକାର ,ସେପଟେ ହତ୍ୟାର କାରଣ…

ଭୁବନେଶ୍ବର:ଜୟପୁର କୁମ୍ଭାରପଡ଼ା ଜଙ୍ଗଲରୁ ମୃତ ମହିଳାଙ୍କ ପାଖରୁ ଉଦ୍ଧାର ହୋଇଥିବା ଆଠ ମାସର ଶିଶୁ କନ୍ୟାର ଲାଳନ ପାଳନ ଭାର ବହନ କରିବେ ରାଜ୍ୟସରକାର । ଏହି ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ର‍୍ୟାଗିଂ ଘଟଣା : ଜଣେ ଅଭିଯୁକ୍ତ ଛାତ୍ର ଗିରଫ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ର‍୍ୟାଗିଂ ଘଟଣାରେ ମଙ୍ଗଳବାର ଜଣେ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ +୩ ଦ୍ୱିତୀୟ ବର୍ଷର ଛାତ୍ର ଲଳିତଗିରି ହଷ୍ଟେଲରେ ରହୁଥିଲେ।…
Read More...

ଅମରନାଥ ଯାତ୍ରା: ମୃତକଙ୍କ ପରିବାରକୁ କେନ୍ଦ୍ର ଦେବ ୭ଲକ୍ଷ ଟଙ୍କା କ୍ଷତିପୂରଣ

ଶ୍ରୀନଗର: ସେନାଧ୍ୟକ୍ଷ ବିପିନ ରାଓତ ମଙ୍ଗଳବାର ଶ୍ରୀନଗରରେ ଅଧିକାରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ଅମରନାଥ ଯାତ୍ରା ବେଳେ ଅନନ୍ତନାଗ ଜିଲ୍ଲାରେ ସୋମବାର ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କୁ ୭…
Read More...

ରେଭେନ୍ସାରେ ରାଗିଂ : ଭିଡିଓ ଭାଇରାଲ, ଛାତ୍ରଙ୍କ ଏତଲା ଆଧାରରେ କଟକ ମାଲଗୋଦାମ ଥାନାରେ ଏତଲା ରୁଜୁ

କଟକ:ଭାଇରାଲ୍ ହେଲା ରାଗିଂ ଭିଡିଓ । ସାମ୍ନାକୁ ଆସିଲା ରାଗିଂ ଘଟଣା । କଲେଜରେ ରାଗିଂ ବ୍ୟାନ୍ କରିଛନ୍ତି ସରକାର । କିନ୍ତୁ ଚାଲିଛି ରାଗିଂ । ଜୁନିୟର ଛାତ୍ରଙ୍କୁ ରାଗିଂ କରୁଛନ୍ତି ସିନିୟର ଛାତ୍ର । ଏହା ରେଭେନସା…
Read More...

ଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପ:ଇତିହାସ ରଚିଲା ଭାରତ, ୧୨ ସ୍ୱଣ୍ଣ ସହ ୨୯ ପଦକ ପାଇ ଶୀର୍ଶରେ ଭାରତ,ଚିନ…

ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପରରେ ଇତିହାସ ରଚିଛି ଭାରତ । ଚମ୍ପିୟନସିପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଭାରତୀୟ କ୍ରାଡାବିତମାନେ ବାଜିମାତ କରିଛନ୍ତି । ପଦକ ଟେବୁଲର ଶିର୍ଷତମ ସ୍ତାନରେ ରହିଛି…
Read More...

ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍: କ୍ରାଇମବ୍ରାଞ୍ଜର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ଅନ୍ତର୍ଜାତୀୟ ଫେକ୍ କଲ୍ ନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଜ । ବ୍ରହ୍ମପୁରରେ ଅଣ୍ଡରୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍ର ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଝଞୠ ଓ ଋଙଡର ଜଣେ ଅତିରିକ୍ତ ଏସ୍ପିଙ୍କ…
Read More...

ଗୁରୁବାରରୁ ଭୁବନେଶ୍ୱରରୁ ବାଙ୍ଗାଲୁରକୁ ଗଡିବ ହମ୍ସଫର ଏକ୍ସପ୍ରେସ୍

ଭୁବନେଶ୍ୱର:ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ବାଙ୍ଗାଲୁରକୁ ନୂଆ ଏକ୍ସପ୍ରେସ୍ ଯାତ୍ରା କରିବ। ଭୁବନେଶ୍ୱର-କ୍ରିଷ୍ଣାରାଜପୁରମ(ବାଙ୍ଗଲୋର) ହମ୍ସଫର ଏକ୍ସପ୍ରେସ୍ଟି ସାପ୍ତାହିକ ବୋଲି…
Read More...

ଆରମ୍ଭ ହେଲା ଏସିଆନ ଆଥଲେଟିକ ଚାମ୍ପିୟନସିପ : ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ସାମିଲ

ଭୁୁବନେଶ୍ୱର: ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି । ଏସିଆନ ଆଥଲେଟିକ ଚାମ୍ପିୟନସିପ । ଏହି ମହାକୁମ୍ଭ ଆରମ୍ଭ ସହ ଓଡିଶା ସହ ୍େୟାଡି ହୋଇଛି ଆଉ ଏକ ଏ÷÷ତିହାସିକ ଅଧ୍ୟାୟ । ଦେଶରେ ତୃତୀୟ ଥର ଓ ଓଡିଶାରେ ପ୍ରଥମ ଥର…
Read More...