Browsing Category

ବଡ ଖବର

ମୁକେଶ ଅମ୍ବାନୀଙ୍କ ଝିଅ ଇଶା ହେବେ ପିରାମଲ ଖାନଦାନର ବୋହୁ

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ପରେ ଏବେ ତାଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ତାରିଖ ଠିକ୍ ହୋଇ ଯାଇଛି । ମୁକେଶ ଏବଂ ନିତାଙ୍କ ଗେହ୍ଲା ଝିଅ ଇଶା ଏହି ଡିସେମ୍ବର…
Read More...

ରାଜ୍ୟ ରାଜନୀତିରେ ଏବେ ପରିବର୍ତ୍ତନ ବିଜେପି ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ପରିବର୍ତ୍ତନ ଆସିଛି । ବିଶେଷକରି ରାଜ୍ୟ କଂଗ୍ରେସ ମୁଖିଆ ପରିବର୍ତ୍ତନ ହେବା ପରେ ରାଜନୈତିକ ବାତାବରଣ ବଦଳିବାକୁ ଯାଉଛି । ଏବେ କୁହାଯାଉଛି ବିଜେପି ପାଇଁ କଷ୍ଟକର ସମୟ ଆସୁଛି । ବିଜେଡି…
Read More...

କଳିଙ୍ଗ ଷ୍ଟୁଡିଓ ଜମିରେ ସ୍ପୋର୍ଟସ କମ୍ପେକ୍ସ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧ

ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଜମି ବିବାଦକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୟୁଟ୍ କରି ନିଜର ପତିକ୍ରିୟା ରଖିଛନ୍ତି । ଷ୍ଟୁଡିଓର ପୁନାରୁଦ୍ଧାର ପାଇଁ ଚିନ୍ତା ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର ।…
Read More...

ରାଜ୍ୟରେ ଖୋଲିବ ଅତ୍ୟାଧୁନିକ କ୍ୟାନସର ଚିକିତ୍ସାକେନ୍ଦ୍ର : ଟାଟା ଟ୍ରଷ୍ଟ ସହଏମଓୟୁ କଲେ ସରକାର

ଭୁବନେଶ୍ୱର : ରାଜ୍ୟରେ କ୍ୟାନସର ରୋଗର ଚିକିତ୍ସା ହେବ ସରଳ । ଆଉ ବାହାରକୁ ଯିବାକୁ ପଡିବନି ରୋଗୀଙ୍କୁ । ରାଜ୍ୟ ବାହାରର ବଡ ହସ୍ପିଟାଲରେ ଅଯଥା ଖର୍ଚ୍ଚାନ୍ତ ହେବାରୁ ବଂଚିବେ କ୍ୟାନସର ରୋଗୀ । ଏନେଇ ଆଜି ଟାଟା ମୋମୋରିଆଲ…
Read More...

ରାଜ୍ୟ ବଜେଟ୍‌ ୨୦୧୮-୧୯ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା : କୃଷି, ଶିକ୍ଷା ଓ ସାମାଜିକ ସୁରକ୍ଷା ଉପରେ…

ଭୁବନେଶ୍ୱର : ରାଜ୍ୟ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା । ପ୍ରଥମ  ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା।  ରାଜସ୍ବ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଏବଂ ଋଣ ଓ ଅନ୍ୟାନ୍ୟ…
Read More...

ଓଡିଶାରେ ବଢୁଛି ଚାଷୀ ଆତ୍ମହତ୍ୟା : ରାଜ୍ୟ ସଭାରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ତଥ୍ୟ, ଜାତୀୟ ହାରଠାରୁ ଓଡ଼ିଶାରେ ୧୪୨…

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଚାଷୀ ଆତ୍ମହତ୍ୟା। ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟସଭାରେ କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କ ଉତ୍ତର ରଖିଛନ୍ତି।  ୨୦୧୫ ତୁଳନାରେ ଚାଷୀ ଆତ୍ମହତ୍ୟାର ଜାତୀୟ ହାର ୯. ୭୭ ପ୍ରତିଶତ କମିଛି ବୋଲି…
Read More...

ନୟାଗଡ ଛାଡିବେ ଅରୁଣ !

ଭୁବନେଶ୍ବର : ରୋଚକ ମୋଡରେ ନୟାଗଡ ରାଜନୀତି। ଏଠାରେ ନେତାଙ୍କୁ ଘାରିଛି ଛାୟା ଭୟ। େଯଉଁଥି ାଇଁ ନେତାମାନେ ଏବେ ପରସ୍ପରକୁ ରାଜନୈତିକ ସ୍ତରରେ ସନ୍ଦେହ କରିବା ଆରମ୍ଭ କଲେଣି। ବିଧାୟକ ଅରୁଣ ସାହୁ ଏଥିରେ ଘାରି ହେଉଥିବା…
Read More...

ଏପ୍ରିଲରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ବର: ଏପ୍ରିଲରେ ଓଡିଶା ଆସିବେ ବିଜେପିର ରାଷ୍ଟ୍ରିୟ ଅଧ¥କ୍ଷ ଅମିତ ଶାହ । ଏପ୍ରିଲ ପ୍ରଥମ କିମ୍ବା ଦ୍ବିତୀୟ ସପ୍ରାହରେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନି । ହେଲେ ଏଥର ଅମିତଙ୍କ ଲକ୍ଷ¥ ରହିଛି ପଶ୍ଚିମ ଓଡିଶା ।…
Read More...

ଗେଟ୍ ୨୦୧୮: ଅଲ୍ ଇଣ୍ଡିଆ ଟପ୍ପର ଓଡ଼ିଆ ପୁଅ ଜ୍ୟୋତିରଞ୍ଜନ

ଭୁବନେଶ୍ୱର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିରଞ୍ଜନ ବାରିକ। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering) ପରୀକ୍ଷାରେ ସେ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତାଙ୍କର ଏହି…
Read More...

ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି

କଟକ: ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ…
Read More...

ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେପୁର ବ୍ୟାଟେଲ ଯୋର ଧରିଛି  । ରାଜ୍ୟ ରାଜନୀତିରେ ବିଜେପି - ବିଜେଡି ଭିତରେ ଦିନକୁ ଦିନ ବଢି ଚାଲିଛି ତୁ ତୁ ମେ ମେ  । ଉଭୟ ଦଳ ଭିତରେ ରାଜନୈତିକ ପ୍ରତିନ୍ଦନ୍ଦିତା ବି ବଢିଚାଲିଛି  । ଏଭଳି ସ୍ଥିତିରେ…
Read More...

୧୯ରେ ବିଜେପୁର ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ,ଷ୍ଟାର ପ୍ରଚାରକ ତାଲିକାରେ ୪ ଓଲିଉଡ ତାରକା

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୯ତାରିଖରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ନବୀନଙ୍କ ବ୍ୟତୀତ ଦଳର…
Read More...

ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବ ପାରିତ: ଏଣିକି ପୌର ପରିଷଦରେ ଅନାସ୍ଥା ଭୋଟ୍ ଗୁପ୍ତ ରହିବନି ହେବ ଖୋଲା ମତଦାନ

ଭୁବନେଶ୍ବର: ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁବାର ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଓଡ଼ିଶା ପୌର ଅଧିନିୟମରେ ସଂଶୋଧନ ଅଣାଯାଇ ପୌର ପରିଷଦଗୁଡ଼ିକରେ…
Read More...

ବିଜେପୁରରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ବର : ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବାକୁ ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅମିତ ଶାହଙ୍କ…
Read More...