Browsing Category

ବଡ ଖବର

ଏପ୍ରିଲରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ବର: ଏପ୍ରିଲରେ ଓଡିଶା ଆସିବେ ବିଜେପିର ରାଷ୍ଟ୍ରିୟ ଅଧ¥କ୍ଷ ଅମିତ ଶାହ । ଏପ୍ରିଲ ପ୍ରଥମ କିମ୍ବା ଦ୍ବିତୀୟ ସପ୍ରାହରେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନି । ହେଲେ ଏଥର ଅମିତଙ୍କ ଲକ୍ଷ¥ ରହିଛି ପଶ୍ଚିମ ଓଡିଶା ।…
Read More...

ଗେଟ୍ ୨୦୧୮: ଅଲ୍ ଇଣ୍ଡିଆ ଟପ୍ପର ଓଡ଼ିଆ ପୁଅ ଜ୍ୟୋତିରଞ୍ଜନ

ଭୁବନେଶ୍ୱର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିରଞ୍ଜନ ବାରିକ। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering) ପରୀକ୍ଷାରେ ସେ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତାଙ୍କର ଏହି…
Read More...

ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି

କଟକ: ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ…
Read More...

ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେପୁର ବ୍ୟାଟେଲ ଯୋର ଧରିଛି  । ରାଜ୍ୟ ରାଜନୀତିରେ ବିଜେପି - ବିଜେଡି ଭିତରେ ଦିନକୁ ଦିନ ବଢି ଚାଲିଛି ତୁ ତୁ ମେ ମେ  । ଉଭୟ ଦଳ ଭିତରେ ରାଜନୈତିକ ପ୍ରତିନ୍ଦନ୍ଦିତା ବି ବଢିଚାଲିଛି  । ଏଭଳି ସ୍ଥିତିରେ…
Read More...

୧୯ରେ ବିଜେପୁର ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ,ଷ୍ଟାର ପ୍ରଚାରକ ତାଲିକାରେ ୪ ଓଲିଉଡ ତାରକା

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୯ତାରିଖରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ନବୀନଙ୍କ ବ୍ୟତୀତ ଦଳର…
Read More...

ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବ ପାରିତ: ଏଣିକି ପୌର ପରିଷଦରେ ଅନାସ୍ଥା ଭୋଟ୍ ଗୁପ୍ତ ରହିବନି ହେବ ଖୋଲା ମତଦାନ

ଭୁବନେଶ୍ବର: ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁବାର ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଓଡ଼ିଶା ପୌର ଅଧିନିୟମରେ ସଂଶୋଧନ ଅଣାଯାଇ ପୌର ପରିଷଦଗୁଡ଼ିକରେ…
Read More...

ବିଜେପୁରରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ବର : ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବାକୁ ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅମିତ ଶାହଙ୍କ…
Read More...

ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି: ବଦଳିଲା ସଂସ୍କୃତି ବିଭାଗର ନାଁ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ରାଜ୍ୟ ସରକାର ଗୁରୁବାର ନୂତନ ଭାବରେ ଅନୁମୋଦନ ଦେଇଛନ୍ତି। ସଂସ୍କୃତି ବିଭାଗର ନାମକୁ ବଦଳାଇ ଏହି ନୂଆ ବିଭାଗ କରାଯାଇଛି। ଭାଷା ଆନ୍ଦୋଳନର ପ୍ରଭାବରେ ଏହି ବିଭାଗର…
Read More...

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା : ବିଲା ନ୍ୟାୟିକ ତଦନ୍ତର ପରିସର,ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ…

ଭୁବନେଶ୍ବର : କୁନ୍ଦୁଲି ପୀଡ଼ିତାଙ୍କ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତରେ ରାଜ୍ୟ ସରକାରଙ୍କ ସାନି ପଦକ୍ଷେପ ନେଇଛନ୍ତି ।ମାମଲାରେ ହେଉଥିବା ନ୍ୟାୟିକ ତଦନ୍ତର ପରିସର ବଢାଇଲେ ମୁଖ୍ୟମନ୍ତ୍ରୀ । ତଦନ୍ତର…
Read More...

ବିଜୁ ନା ମୋଦି,କାହା ରାସ୍ତାରେ ଯିବେ ନବୀନ : ବିଧାନ ସଭାରେ କଂଗ୍ରେସର ହରାଇବ କି ବିରୋଧୀ ଦଳର ମାନ୍ୟତା !

ଭୁବନେଶ୍ବର: ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ସିଟ ରହିବ ନା ନାହିଁ । କଂଗ୍ରେସ ହାତରୁ ଚାଲି ଯିବ କି ବିରୋଧୀଦଳର ମାନ୍ୟତା । ମିଥ୍ୟା ସତ୍ୟ ପାଠ ମାମଲାରେ ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦକୁ…
Read More...

ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ରଦ୍ଧ ଲାଗି ହାଇକୋର୍ଟଙ୍କ ନିର୍ଦେଶ

କଟକ : ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ବିଧାୟକ ଯୋଗେଶ ସିଂଙ୍କ ପଦ ଗଲା । ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟ, ଯୋଗେଶଙ୍କ ବିଧାୟକ ପଦ ରଦ୍ଦ କରି ଦେଇଛନ୍ତି । ୨୦୧୪ ନିର୍ବାଚନ ବେଳେ ଯୋଗେଶ, ସତ୍ୟପାଠରେ ଜାତିକୁ ନେଇ…
Read More...

ବିଜୁ ପୁସ୍ତକ ଉନ୍ନୋଚନ କାଯ୍ୟକ୍ରମ: ନୂଆ ରାଜନୈତିକ ସମୀକରଣ ନେଇ ଚର୍ଚ୍ଚା

ଭୁବନେଶ୍ବର : ଦ ଟଲ ମ୍ୟାନ କାର୍ଯ୍ୟକ୍ରମ କରି ନବୀନ ବିଜୁଙ୍କ ସ୍ମୃତିକୁ ଯେତିକ ସୁଦୃଢ଼ କରିଛନ୍ତି, ଜାତୀୟ ସ୍ତରରେ ତାଙ୍କ ଉପସ୍ଥିତିକୁ ସେତିକି ମଜଭୁତ କରିଛନ୍ତି ବୋଲି ରାଜନୈତିକ ସ୍ତରରେ ଖୁବ ଚର୍ଚ୍ଚା ହେଉଛି। କାରଣ ଯେଉଁ…
Read More...

ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡା ସସ୍‌ପେଣ୍ଡ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ…
Read More...

ତ୍ମହତ୍ୟା କଲେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ମଧ୍ୟାହ୍ଣରେ ତାଙ୍କର ମୃତଦେହ ଏକ ବନ୍ଦ କୋଠରୀ ଭିତରୁ ମିଳିଥିବା ସୂଚନା ମିଳିଛି। ଏହାପରେ ପୀଡ଼ିତାଙ୍କ ପରିବାର ତାଙ୍କୁ ସ୍ଥାନୀୟ କୁନ୍ଦୁଲି…
Read More...