Browsing Category

ପଲିଟିକ୍ସ

ରାଜ୍ୟସଭା ନିର୍ବାଚନ; ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ଦେବେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର: ଆଜି ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ଯେଉଁ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହିଁବେ ପ୍ରତ୍ୟାହାର କରିପାରିବେ। ଏହା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ।ଯେହେତୁ…
Read More...

ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଖୁବଶୀଘ୍ର ଫ୍ଲୋରଟେଷ୍ଟ(ବହୁମତ ପରୀକ୍ଷା) କରିବାକୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକା ଉପରେ ଆଜି ଶୁଣାଣି ହୋଇପାରେ । ମଧ୍ୟପ୍ରଦେଶ ବିଧାନସଭାରେ ଖୁବଶୀଘ୍ର ସରକାର ବହୁମତ ପରୀକ୍ଷା…
Read More...

କୁକୁଡା ଚାଷୀଙ୍କୁ ସୁରକ୍ଷା ଦିଅ: ବିଜେପି

ଭୁବନେଶ୍ୱର: କୁକୁଡା ମାଂସ ଖାଇଲେ କରୋନା ହେବ ଏକଥା ମିଛ ପ୍ରମାଣିତ ହୋଇ ସାରିଛି ଏବଂ ଏହାର କୌଣସି ବୈଜ୍ଞାନିକ ସତ୍ୟତା ନାହିଁ । ହେଲେ ଗୁଜବ ହେଉଛି ଯେ, କୁକୁଡା ମାଂସ ଖାଇଲେ କରୋନା ବ୍ୟାପିବ । ସେହି କାରଣରୁ ଏବେ କେହି…
Read More...

ବିଧାନସଭା ବନ୍ଦ କରିବା ନେଇ ବିଜେପି କରିଥିବା ପ୍ରଶ୍ନର ଉତର ରଖିଲା ବିଜେଡି

ଭୁବନେଶ୍ୱର: କୋରୋନାକୁ ନେଇ ବିଧାନସଭା ବନ୍ଦ ରଖିବା ନେଇ ଆଜି ବିଜେପି ପ୍ରଶ୍ନ କରିଛି । ଏହାସହ ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲା । ତେବେ ବିଜେପିର ଏହି ପ୍ରଶ୍ନର ଉତର ଦେଇଛି…
Read More...

ଜଗନ୍ନାଥଙ୍କ ଅର୍ଥ ଆତ୍ମସାତ୍ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରାଯାଇଛି:ବିଜେପି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ବୁଡାଇ ଦେବାର ଚକ୍ରାନ୍ତ ରଚିଥିବା ବିଜୁ ଜନତା ଦଳର ସରକାର ବିଧାନସଭାରେ ଜବାବ ଦେଇପାରିଲେ ନାହିଁ । ଗୃହରେ ବିରୋଧୀ ସରକାରଙ୍କୁ ୟେସ ବ୍ୟାଙ୍କ କେଳେଙ୍କାରି…
Read More...

ବିଜେପି ପକ୍ଷରୁ ରାଜ୍ୟସଭାର ପ୍ରାର୍ଥୀପତ୍ର ଦାଖଲ କଲେ ସିନ୍ଧିଆ

ଭୋପାଳ: କିଛିଦିନ ପୂର୍ବେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋପାଳ ରାଜ୍ୟସଭା ପ୍ରାର୍ଥ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଶୁକ୍ରବାର ମଧ୍ୟପ୍ରଦେଶର…
Read More...

ସିନ୍ଧିଆଙ୍କୁ ମିଳିଲା ରାଜ୍ୟସଭା ଟିକେଟ

ନୂଆଦିଲ୍ଲୀ: ବିଜେପିରେ ସାମିଲ ହେବାର କିଛି ସମୟ ହୋଇନି ମାତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ ଦେଇଛି ବିଜେପି । ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି।…
Read More...

୪ ରାଜ୍ୟସଭା ପ୍ରାର୍ଥୀଙ୍କର ସାମ୍ନାକୁ ଆସିଲା ସମ୍ପତି ତଥ୍ୟ

ଭୁବନେଶ୍ୱର: ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବା ୪ ବିଜେଡି ପ୍ରାର୍ଥୀଙ୍କ ସମ୍ପତି ତଥ୍ୟ ସାମ୍ନାକୁ ଆସିଛି । ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ ମଧ୍ୟରୁ କେବଳ ଜଣେ ପ୍ରାର୍ଥୀ…
Read More...

ବିଜେପିରେ ସାମିଲ ହେଲେ ସିନ୍ଧିଆ

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଛନ୍ତି ମଧ୍ୟପ୍ରଦେଶ ରାଜପରିବାରର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ

ନୂଆଦିଲ୍ଲୀ: ପରିଶେଷରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି…
Read More...

ମଧ୍ୟପ୍ରଦେଶ ରାଜନୀତି: ମୋଦୀଙ୍କୁ ଭେଟିଲେ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶର ରାଜନୈତିକ ଟଣା ଓଟରା ମଧ୍ୟରେ ସମ୍ପୂର୍ଣ୍ଣ ବାଜିକୁ ନିଜ ପଟକୁ କରିନେଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ ଉପରେ ନାରାଜ ଥିବା ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍…
Read More...

ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପି ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ । ୟେସ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିର ଅର୍ଥ ଜମା…
Read More...

ଜଗନ୍ନାଥଙ୍କ ଅର୍ଥର ସୁରକ୍ଷା ନକରି ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ତାଲିକାରେ ରହିଛି ବ୍ୟାଙ୍କ୍‍ । ଭାରତ ସରକାରଙ୍କ ଅଧିନରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାଙ୍କ୍‍ ଗୁଡିକ କାର୍ଯ୍ୟ କରିଥାଏ । ୟେସ୍‍ ବ୍ୟାଙ୍କ୍‍ ସିଡ୍ୟୁଲ…
Read More...

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟ ସରକାର : ବିଜେପି

ଭୁବନେଶ୍ୱର: ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ବିଧାନ ବିରୋଧୀ ମନ୍ତବ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋର୍ ନିନ୍ଦା କରିଛି ରାଜ୍ୟ ବିଜେପି ।…
Read More...