• ବିଜେପୁର ଉପନିର୍ବାଚନ: ଆସନ୍ତାକାଲି ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ, କରିବେ ରୋଡ଼ ଶୋ’

    ଭୁବନେଶ୍ୱର:ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସିବେ । ସେ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଂଚି ଏକ ସାଧାରଣ ସଭାରେ ଯୋଗଦେବେ । ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ଶୋ ରେ ସାମିଲ ହେବେ...
  • ଶିବସେନାକୁ ଝଟକା; ଇସ୍ତଫା ଦେଲେ ୩୦୦ ଜଣ କାର୍ଯ୍ୟକର୍ତ୍ତା

    ମୁମ୍ବାଇ: ମହାରାଷ୍ଟ୍ରରେ ଆଗାମୀ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଏକ ବଡ଼ ଝଟକା ଲାଗିଛି । ଦଳର ୨୬ଜଣ କର୍ପୋରେଟରଙ୍କ ସମେତ ୩୦୦ ଜଣ କାର୍ଯ୍ୟକର୍ତ୍ତା ଦଳରୁ ଇସ୍ତଫା ଦେଇଥିବା ଜଣାଯାଇଛି । ଶିବସେନାରେ ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ଏହି ନେତାମାନେ ଦଳ ଛାଡିଥିବା କୁହାଯାଉଛି। ଏହା ଦଳଲାଗି ଚିନ୍ତାର ବିଷୟ ହୋଇଥିବା କୁହାଯାଉଛି। ଆହୁରି ମଧ୍ୟ କୁହାଯାଉଛି...
  • ମୁଖପାତ୍ରରୁ ହେଲେ ରାଜ୍ୟସଭା ସାଂସଦ ହେଲେ ବିଜେପିର ସୁଧାଂଶୁ ତ୍ରିବେଦୀ

    ଲକ୍ଷ୍ନୌ:ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । ନିର୍ବିରୋଧ ଭାବେ ଏହି ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୧୬ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ମତଦାନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ନିର୍ବାଚନ ଆୟୋଗ । କିନ୍ତୁ କେହି ପ୍ରତିଦ୍ୱନ୍ଦ୍ୱି ନଥିବାରୁ ବୁଧବାର ଦିନ ସୁଧାଂଶୁଙ୍କୁ ବିଜୟୀ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ...
  • ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧି ବୃଦ୍ଧି

    ଭୁବେନଶ୍ବର : ଚଳିତମାସ ୧୧ ତାରିଖ ପରିବର୍ତ୍ତେ ବିଜେଡିର ଜନସମ୍ପର୍କ ପଦଯାତ୍ରା ୩୧ ପର୍ଯ୍ୟନ୍ତ ଚାଲିବ। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରା ଅବଧିକୁ ବୃଦ୍ଧି କରିଛନ୍ତି। ସାଧାରଣ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଜନସମ୍ପର୍କ ପଦଯାତ୍ରା ଅବଧି ରାଜ୍ୟ ସଭାପତି ବୃଦ୍ଧି କରିଥିବା ବିଜେଡି ପକ୍ଷରୁ ଜଣାଇ ଦିଆଯାଇଛି। ସୂଚନା ଥାଉକି, ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଜୟପ୍ରକାଶ...
  • ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ କଂଗ୍ରେସର ପୂର୍ବତନ ରାଜ୍ୟ ମୁଖ୍ୟ ଅଶୋକ ତନଓ୍ଵାର

    ଚଣ୍ଡିଗଡ଼: ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପୂର୍ବତନ ରାଜ୍ୟ ମୁଖ୍ୟ ଅଶୋକ ତନଓ୍ଵାର ଶନିବାର ଦଳର ପ୍ରାଥମିକ ସଦସ୍ୟତା ତ୍ୟାଗ କରିଛନ୍ତି। ତନଓ୍ଵାର ଟ୍ଵିଟ୍‌ରରେ ୪ ପୃଷ୍ଠାର ଏକ ଇସ୍ତଫା ପତ୍ର ଦେଇ ଦଳ ଛାଡ଼ିବା କଥା ଘୋଷଣା କରିଛନ୍ତି। ସେ ତାଙ୍କ ପତ୍ରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସମ୍ବୋଧନ କରି ଲେଖିଛନ୍ତି ଯେ ‘କଂଗ୍ରେସ ଦଳ ଯେଉଁ ସଂକଟ ଦେଇ ଗତି କରୁଛି ତାହାର...
  • ମହାରାଷ୍ଟ୍ର ନିର୍ବାଚନ: ବିଜେପିର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି

    ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାର ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ତାଲିକାରେ ୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଅନ୍ୟପକ୍ଷେ ପାର୍ଟିର ତିନି ଜଣ ବରିଷ୍ଠ ନେତା ଏକନାଥ ଖଡସେ, ବିନୋଦ ତାବଡେ ଓ ପ୍ରକାଶ ମେହଟ୍ଟାଙ୍କ ନାଁ ନଥିବାର ଦେଖିବାକୁ ମିଳିଛି। ଚତୁର୍ଥ ତାଲିକାରେ ଚରଣସିଂହ ଠାକୁର, ପ୍ରଦୀପ ପଡାଲ, ରାହୁଲ ଧିକାଲେ, ସୁନୀଲ ରାଣେ,...
  • ବିଜେପୁର ଉପନିର୍ବାଚନ: ପ୍ରକାଶ ପାଇଲା ୩ ଦଳର ଷ୍ଟାର ପ୍ରଚାରକ ତାଲିକା

    ବିଜେପୁର : ପ୍ରସ୍ତୁତ ହୋଇ ସାରିଛି ବିଜେପୁର ନିର୍ବାଚନୀ ରଣକ୍ଷେତ୍ର। ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତି କରି ସାରିଲେଣି। ନିର୍ବାଚନ ଜିତିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳମାନେ ଷ୍ଟାର ପ୍ରଚାରକମାନଙ୍କୁ ମଧ୍ୟ ନିର୍ବାଚନୀ ମଇଦାନରେ ଓହ୍ଲାଇବେ। ଏଥିପାଇଁ ୩ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବହୁ ହେଭିୱେଟ୍ ନେତା ପ୍ରଚାର କରିବାକୁ ବିଜେପୁର ମଇଦାନକୁ ଓହ୍ଲାଇବେ। ବିଜେଡିରୁ ନବୀନ ପଟ୍ଟନାୟକଙ୍କ ଭଳି ନେତୃତ୍ଵ ପ୍ରଚାର...
  • ଆଜି ୱାର୍ଲି ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ଶିବସେନାର ଆଦିତ୍ୟ ଠାକରେ

    ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ନେତା ଆଦିତ୍ୟ ଠାକରେ ଗୁରୁବାର ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବେ । ଆଦିତ୍ୟ ଦକ୍ଷିଣ-କେନ୍ଦ୍ରୀୟ ମୁମ୍ବାଇର ୱାର୍ଲି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ଅବସରରେ ପିତା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଦଳୀୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ...
  • ମହାରାଷ୍ଟ୍ର ନିର୍ବାଚନ: ବିଜେପି ଘୋଷଣା କଲା ୧୨୫ ଜଣିଆ ପ୍ରାର୍ଥୀ ତାଲିକା

    ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସହଯୋଗୀ ଦଳ ଶିବସେନା ସହ ଆସନ ବୁଝାମଣାକୁ ନେଇ ଚାଲିଥିବା ଦ୍ୱିମତ ପରେ ଶେଷରେ ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର‌୍ୟ୍ୟାୟରେ ୧୨୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନାଗପୁର ଦକ୍ଷିଣ ପଶ୍ଚିମ ବିଧାନସଭା ଆସନରେ ନିର୍ବାଚନ ଲଢିବେ । ସେହିପରି ମହାରାଷ୍ଟ୍ର ବିଜେପିର ଅଧ୍ୟକ୍ଷ...